Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନରେ ସମ୍ମାନିତ ହେବେ ଶ୍ୟାମାମଣି ଦେବୀ ଓ ଉପେନ୍ଦ୍ର କୁମାର…

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଏକାଡେମୀର ସର୍ବୋଚ୍ଚ ପୁରସ୍କାର 'କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ' ପାଇବାକୁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ ଏବଂ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀବ। ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ…

ଝିପିଝିପି ବର୍ଷାରେ ଜମିଲା ‘ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା’ ଭସାଣୀ ଉତ୍ସବ…

ଢେଙ୍କାନାଳ: ପ୍ରବଳ ବର୍ଷାଯୋଗୁଁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣୀ ଉତ୍ସବ ବିଳମ୍ବ ଘଟିଛି । ବିଳମ୍ବରେ ଭସାଣୀ ପଟୁଆର ବାହାରିଥିଲେ ମଧ୍ୟ ସାମାନ୍ୟ ବର୍ଷାରେ ବେଶ୍ ଜାକଜମକରେ ପାଳିତ ହୋଇଛି ଏହି ଉତ୍ସବ । ରାଜ୍ୟରେ ଗଜଲକ୍ଷ୍ମୀ ପୂଜା ଲାଗି ପ୍ରସିଦ୍ଧି ଲାଭ କରିଥିବା…

ବୁଲି ଯାଆନ୍ତୁ ‘ଉତ୍ତର ଭାରତୀୟ ନାଗର ଶୈଳୀ’ରେ ନିର୍ମିତ ବାରାଣସୀର ଦୁର୍ଗା ମନ୍ଦିର

ଭୁବନେଶ୍ୱର: ଉତ୍ତରପ୍ରଦେଶ ରାଜ୍ୟର ବାରାଣସୀଠାରେ ରହିଛି ମା’ ଦୁର୍ଗାଙ୍କ ଭବ୍ୟ ମନ୍ଦିର । ଯାହା ଦୁର୍ଗା କୁଣ୍ଡ ମନ୍ଦିର ନାମରେ ମଧ୍ୟ ପରିଚିତ । ଇତିହାସ କହେ, ବଙ୍ଗୀୟ ମହାରାଣୀଙ୍କ ରାଣୀ ଭବାନୀଙ୍କ ଦ୍ଵାରା ଅଷ୍ଟାଦଶ ଖ୍ରୀଷ୍ଟାବ୍ଦ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା।ଏଠାରେ…

କାହିଁକି ପାଳିତ ହୁଏ ଧନତେରସ, ଜାଣନ୍ତୁ କିଛି ପୌରାଣିକ କଥା !

ଭୁବନେଶ୍ୱର : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ଏବଂ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ…

ସାବଧାନ! ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ

ଭୁବନେଶ୍ୱର: ହିନ୍ଦୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଏହିସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । କୁହାଯାଏ ନମାନି ଏହିସବୁ କାମ କଲେ ସୁଖ,ଶାନ୍ତି, ସମୃଦ୍ଧି ଆଦି ଭଙ୍ଗ ହୋଇଥାଏ । ତେବେ ଜାଣନ୍ତୁ କେଉଁସବୁ କାର୍ଯ୍ୟ ସନ୍ଧ୍ୟା ସମୟରେ କରିବାକୁ ବର୍ଜନ କରାଯାଇଛି... ସନ୍ଧ୍ୟା ବେଳେ…

ଭାରତର ଏହି ଗାଁର ଲୋକେ କୁହନ୍ତି ପର୍ତ୍ତୁଗିଜ୍‌ ଭାଷା !

ଭୁବନେଶ୍ୱର: ଆମ ଦେଶ ଭାରତ ଏହାର ଏକତା ପାଇଁ ସବୁଠି ଉଚ୍ଚ ପ୍ରଶଂସିତ । ଏହା ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତି। ତେବେ ଏସବୁ ଭିତରେ ମହାରାଷ୍ଟ୍ର ରାଜ୍ୟର ରାଇଗଡର କୋରଲାଇ ଗାଁ ଟିକିଏ ନିଆରା। ଏଠାରେ ବସବାସ କରୁଥିବା ଲୋକମାନେ ଭାରତୀୟ ହୋଇଥିଲେ…

ଆଜି କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର; ରାଧା-ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜଗନ୍ନାଥ

ପୁରୀ: ହିନ୍ଦୁ ଧର୍ମରେ ବର୍ଷକ ବାରମାସ ମଧ୍ୟରୁ ସବୁଠାରୁ ପୁଣ୍ୟ ମାସ ହେଉଛି କାର୍ତ୍ତିକ । ପବିତ୍ର କାର୍ତ୍ତିକର କୋଳାହଳରେ ଉଠୁଛି ପଡୁଛି ଜଗନ୍ନାଥ ଧାମ। କାର୍ତ୍ତିକ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ଏହି ମାସରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କ…

ପାଲା ଜଗତର ଉଜ୍ଜ୍ୱଳ ପ୍ରତିଭା: ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ

ଭୁବନେଶ୍ୱର: ପାଲା ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ସହ ଜନସଚେତନତା ସୃଷ୍ଟି କରିବାରେ ଯେଉଁ କେତେଜଣ ଗାୟକ ରହିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ । ବୃତ୍ତିରେ ସେ ଜଣେ ଶିକ୍ଷକ, ହେଲେ ତାଙ୍କ ନିଶା ହେଉଛି ପାଲା, ଆଉ ଏହି ପାଲା ମାଧ୍ୟମରେ ସେ ସମାଜରୁ…

କାରଗିଲ ଯୁଦ୍ଧର ମୁକ ସାକ୍ଷୀ ‘ହୁନ୍ଦରମନ ଗ୍ରାମ’, ଏବେ ଯୁଦ୍ଧ ସ୍ମୃତିର ସଂଗ୍ରହାଳୟ

ଭୁବନେଶ୍ୱର: କରଗିଲ ଯୁଦ୍ଧର କାହାଣୀ ମନେ ପଡିଗଲେ ଆଜି ବି ଦେହ ଶୀତେଇ ଉଠେ । ଭୟରେ ଛାତି ଥରି ଯାଏ । ଭାରତ ମାତାର ବୀର ଯାବନଙ୍କ ବୀରତ୍ୱ ସାମ୍ନାରେ ମୁଣ୍ଡ ନୁଆଇଁଥିଲା ଶତୃଦେଶ । ତେବେ ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଅନେକ ଗ୍ରାମ ଧ୍ବସ୍ତ…

ଏମିତି ଏକ ଗାଁ, ଯେଉଁଠି ସବୁଲୋକଙ୍କର ରହିଛି ଗୋଟିଏ କିଡିନୀ

ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଁରେ ସବୁଲୋକଙ୍କର ରହିଛି ଗୋଟିଏ କିଡ୍‌ନୀ । ଗୋଟିଏ କିଡିନୀରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି। ଏହି ଅଦ୍ଭୁତ ଗାଁଟି ରହିଛି ଆମ ପଡୋଶୀ ଦେଶ ନେପାଳରେ। ଏହି ଗାଁର ନାଁ ହୋକ୍‌ସେ ।…