Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଲାଗି ହବିଷ୍ୟାଳୀଙ୍କ ଭିଡ଼

ପୁରୀ/ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ । ସେହି ପରିପ୍ରେକ୍ଷୀରେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ ଏବଂ ହବିଷ୍ୟାଳୀମାନେ ଆରମ୍ଭ କରିଛନ୍ତି ବ୍ରତ । ପୁରୀ ଶ୍ରୀମନ୍ଦିରର ଆଖପାଖ ଅଞ୍ଚଳରେ ଶ୍ରୀଜୀଉଙ୍କ…

ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟର ବାର୍ଷିକୋତ୍ସବ: ଓଡ଼ିଶୀ ନୃତ୍ୟର ତାଳରେ ଝୁମିଲେ ଦର୍ଶକ…

ଭୁବନେଶ୍ୱର: ଶ୍ରୀରାଧା କଳାକୁଞ୍ଜ ଅନୁଷ୍ଠାନ ତରଫରୁ ୧୦ମ ବାର୍ଷିକ ଉତ୍ସବ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀରାଧା କଳାକୁଞ୍ଜ ଓଡ଼ିଶାର ଏକ ସୁପ୍ରତିଷ୍ଠିତ ଅନୁଷ୍ଠାନ ଯାହାର ମୁଖ୍ୟ ପ୍ରତିଷ୍ଠାତା ଗୁରୁ  ମିନତୀ ପ୍ରଧାନ। ଉକ୍ତ ସନ୍ଧ୍ୟରେ ବରେଣ୍ୟ ଅତିଥି ରୂପରେ…

ପାଲାଜଗତର ଅପ୍ରତିଦ୍ୱନ୍ଦ୍ୱୀ ଗାୟକ: ନିରଞ୍ଜନ ବାହିନୀପତି

ଭୁବନେଶ୍ୱର: ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ ଗାୟକ ବିଦ୍ୟାସାଗର ନିରଞ୍ଜନ ବାହିନୀପତି । ବାପା ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି ଯେଭଳି ଜ୍ଞାନର ସାଗର ଥିଲେ ସେହିପରି ନିରଞ୍ଜନ ବାହିନୀପତି ମଧ୍ୟ ପାଲା ଜଗତରେ ଜଣେ ଉଜ୍ଜ୍ୱଳ ପ୍ରତିଭା । ୧୯୬୩ ମସିହା ଜୁଲାଇ ୬ ତାରିଖ ଆଷାଢ…

କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା; ଜାଣନ୍ତୁ ଏହାସହ ଜଡିତ ଇତିହାସ ଓ ପରମ୍ପରା

"କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ । କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନଗୋ ଫୁଲ ବଉଳବେଣୀ"।। କୁଆଁରୀ ଝିଅଙ୍କ ପର୍ବ କୁଆଁରପୁନେଇ । ଏହିଦିନ କୁଆଁରୀ ମାନେ ସଜବାଜ ହୋଇ ହାତରେ ପୂଜାଥାଳି ଧରି ଚାନ୍ଦ ବନ୍ଦେଇବାକୁ ଅଗଣାରେ ଏକାଠି ହୋଇଥାନ୍ତି । ଲୋକକଥା ଅନୁଯାୟୀ ଏହି…

ଦୀପାବଳିରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ସ୍ପର୍ଶ କରିବ ନାହିଁ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଏହି ସଂସାର ଓ ସମାଜରେ ଦାରିଦ୍ରତା ସବୁଠାରୁ ବଡ ଅଭିଶାପ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କୁହାଯାଇଛି “ବୁଭୁକ୍ଷିତଃ :କିଂ ନକେରତିପାପମ” ଅର୍ଥାତ କ୍ଷୁଦାର୍ଥ ବ୍ୟକ୍ତି ଯେକୌଣସି ପାପ କରିପାରେ । ତେବେ ଏହି ଅଭିଶାପ ଅର୍ଥାତ ଦାରିଦ୍ୟରୁ ମୁକ୍ତି ପାଇବା ଲାଗି ମଧ୍ୟ…

ଶେଷ ପର୍ଯ୍ୟାୟରେ ଶାରଦୀୟ ପୂଜା, ସିନ୍ଦୁର ଖେଳରେ ବିଦାୟ ନେଲେ ମା’

ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ମେଲାଣି ନେବେ ମାଆ ଦଶଭୁଜା । ପୁଣି ଆଉ ଏକ ବର୍ଷର ଅପେକ୍ଷା । ଓଡ଼ିଆ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଦେବୀଙ୍କୁ ମେଲାଣି ଦିଆଯିବ। କିନ୍ତୁ ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ଆଜି ବିଦାୟ ଦିଆଯାଇଥାଏ। ତେବେ…

ଭାରତର ଏହି ସ୍ଥାନ ହେଉଛି ରାବଣର ଶ୍ୱଶୁର ଘର !

ଭୁବନେଶ୍ୱର: ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିବା କାରଣରୁ ଆଜି ପାଳନ ହେଉଛି ବିଜୟାଦଶମୀ । ମାଆ ଦୁର୍ଗାଙ୍କ ଠାରୁ ଆର୍ଶୀବାଦ ଲାଭ କରି ଶ୍ରୀରାମଚନ୍ଦ୍ର ଆଜିର ଦିନରେ ଲଙ୍କାପତି ରାବଣକୁ ବଦ୍ଧ କରିଥିଲେ । ଯୁଗେଯୁଗେ ଧର୍ମ ଅଜୟ ବୋଲି ଦର୍ଶାଇବାକୁ ପ୍ରତିବର୍ଷ ଆଜିର ଦିନରେ ପାଳନ ହୁଏ ରାବଣ ପୋଡି…

ଆଜିବି ବଞ୍ଚିଛି ପରମ୍ପରା; ଦଶହରାରେ ହେଉଛି ନିଆରା ବଳଦ ପ୍ରତିଯୋଗିତା

ଯାଜପୁର: ଶାରଦୀୟ ଦୁର୍ଗାପୂଜାକୁ ସାରାଦେଶ ମହାଆଡ଼ମ୍ବରରେ ପାଳନ କରୁଥୁବା ବେଳେ ଆଜିବି କିଛି ଗାଁରେ ବଞ୍ଚି ରହିଛି ଏହାର ପାରମ୍ପରିକ ରୀତିନୀତି । ଦୁର୍ଗାପୂଜାରେ ଯାଜପୁର ସହରର ଗଳିକନ୍ଦି ଭଳିକି ଭଳି ଆଲୋକମାଳାରେ ସଜେଇ ହୋଇ ଝଲସୁଛି । ଛକଛକରେ ମାଆଙ୍କ ମେଢ଼ ସାଙ୍ଗକୁ ସୁଉଚ୍ଚ ତୋରଣ…

ଆଜି ‘ଦଶହରା’, ଜାଣନ୍ତୁ ମାଆଙ୍କ ବିଷୟରେ କିଛି ଅଜଣା କଥା

ଭୁବନେଶ୍ୱର: ଜଗତଜନନୀ ମାଦୁର୍ଗାଙ୍କ ଶାରଦୀୟ ପୂଜାର ଆଜି ହେଉଛି ଶେଷଦିନ । ଆଜିର ଦିନକୁ ଦଶହରା ବୋଲି ମଧ୍ୟ କୁହାଯାଏ । ତେବେ କ'ଣ ଆପଣ ଜାଣନ୍ତି ଏହାର ନାମକରଣ ଏପରି କାହିଁକି ହୋଇଛି । କ'ଣ ରହିଛି ଏହାର ପୌରଣିକ କାରଣ.... ପଢନ୍ତୁ ମାଆଙ୍କର ଏହି ଶାରଦୀୟ ପୂଜା ଆଶ୍ୱିନ ଶୁକ୍ଳ ଦଶମୀ…

ପୁରୀର ପ୍ରସିଦ୍ଧ ଦୁର୍ଗାପୂଜା: ଗୋସାଣୀ ଯାତ୍ରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ପୁରୀ ଶ୍ରୀକ୍ଷେତ୍ର ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । କୋଟି କୋଟି ଓଡ଼ିଆଙ୍କ ଲାଗି ଭିନ୍ନ ପରିଚୟ ସୃଷ୍ଟି କରିଥାଏ ପୁରୀର ପରମ୍ପରା ଏବଂ ପର୍ବ ପର୍ବାଣୀ । ବାରମାସରେ ତେର ପର୍ବ ପୁରୀରେ ଅନୁଷ୍ଠିତ ହେଉଥିଲେ ମଧ୍ୟ…