Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କଣ ଏହି ବ୍ଲୁ ଆଧାର କାର୍ଡ, ଜାଣନ୍ତୁ କିପରି କରିବେ ଆବେଦନ..

ଭୁବନେଶ୍ଵର: ଭାରତରେ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଧାର କାର୍ଡ ରହିଛି, ଯାହାକୁ “ଶିଶୁ ଆଧାର କାର୍ଡ” କିମ୍ବା “ବ୍ଲୁ ଆଧାର କାର୍ଡ” ମଧ୍ୟ କୁହାଯାଏ | ବଡ ଲୋକ ମାନଙ୍କର ଆଧାର କାର୍ଡରୁ ଭିନ୍ନ କରିବା ପାଇଁ ଏହି କାର୍ଡ ନୀଳ ରଙ୍ଗର ହୋଇଥାଏ । ତେବେ ଆସନ୍ତୁ ଜାଣିବା ବ୍ଲୁ…

ବସନ୍ତ ପଞ୍ଚମୀରେ ମା’ ସରସ୍ଵତୀଙ୍କୁ ଲଗାନ୍ତୁ ଏହି ଭୋଗ, ପ୍ରସନ୍ନ ହେବେ ବାଗଦେବୀ

ଭୁବନେଶ୍ଵର: ବସନ୍ତ ପଞ୍ଚମୀ ଦିନ ସମସ୍ତେ ବିଦ୍ୟାଦେବୀ ମା’ ସରସ୍ଵତୀଙ୍କୁ ବିଧିବିଧାନର ସହ ପୂଜା କରିଥାଆନ୍ତି । ଏହି ଦିନ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନପସନ୍ଦର ପ୍ରସାଦ ଭୋଗ ରୂପରେ ମା’ଙ୍କ ପାଖରେ ଲଗାଯାଏ । ପୂଜାରେ ଭଗବାନଙ୍କୁ ଦିଆଯାଇଥିବା ପ୍ରସାଦର ବିଶେଷ ମହତ୍ତ୍ଵ ରହିଥାଏ…

ଯେତେ ଦେଖିଲେ ବି ଆଖି ପୁରୁନି, ମନ କିଣୁଛି ‘ଆଇସ୍ ବେଡ୍’ ଫଟୋ

ନୂଆଦିଲ୍ଲୀ: ପ୍ରକୃତିର ଶାନ୍ତ ସୌନ୍ଦର୍ଯ୍ୟକୁ ଚମକେଇଦେବା ଭଳି ଏକ ଚମତ୍କାର ଫଟୋରେ "ଆଇସ୍ ବେଡ୍" ନାମକ ଏକ ଫଟୋ ୨୦୨୩ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପିପୁଲ୍ସ ଚଏସ୍ ଆୱାର୍ଡ  ପାଇଛି । ଏହି ଫଟୋରେ ଏକ ଧଳା ଭାଲୁ ସମୁଦ୍ରୀ ବରଫର ଏକ ଗଦା ଉପରେ ବିଶ୍ରାମ କରୁଥିବା ଦେଖାଯାଇଛି । ଏହି…

ଚକୋଲେଟ୍ ଡେ’: ସାଥୀଙ୍କୁ ଚକୋଲେଟ୍ ଦେଇ ସମ୍ପର୍କରେ ଆଣନ୍ତୁ ମଧୁରତା

ଭୁବନେଶ୍ବର: ଭାଲେଣ୍ଟାଇନ ଓ୍ବିକ୍ ବା ପ୍ରେମ ସପ୍ତାହର ଆଜି ହେଉଛି ତୃତୀୟ ଦିନ । ଆଜିର ଦିନକୁ ଚକୋଲେଟ୍ ଡେ' ଭାବେ ପାଳନ କରାଯାଇଥାଏ । କାରଣ ସମ୍ପର୍କରେ ମିଠାପଣ ରହିବା ନିହାତି ଆବଶ୍ୟକ କାରଣ ଏହା ସମ୍ପର୍କକୁ ଆହୁରି ସୁନ୍ଦର ଓ ସୁଦୃଢ କରି ଗଢିତୋଳିଥାଏ । ସେ ପ୍ରେମ ହେଉ କିମ୍ବା…

ଆଜି ମୌନି ଅମାବାସ୍ୟା, ଏହି ଦିନ ମୌନ ବ୍ରତ ରହିବାର ରହିଛି ନିୟମ, ଜାଣନ୍ତୁ ଏହା ପଛର କାରଣ?

ଭୁବନେଶ୍ବର: ଆଜି ମୌନି ଅମାବାସ୍ୟା । ମାଘ ମାସରେ ପଡୁଥିବା ମୌନି ଅମାବାସ୍ୟାର ହିନ୍ଦୁ ଧର୍ମରେ ଏକ ବିଶେଷ ମହତ୍ତ୍ୱ ରହିଛି । ଅମାବାସ୍ୟା ତିଥି ବିଶେଷ ଭାବରେ ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ । ଯେଉଁମାନଙ୍କ ଜୀବନରେ ପିତୃ ଦୋଷ ରହିଛି, ସେମାନେ ଅମାବାସ୍ୟା ତିଥିରେ ସେମାନଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆତ୍ମ ବ୍ରହ୍ମ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବାକୁ ହେଲେ ପ୍ରଥମେ ନିଜ ଆତ୍ମା (ବ୍ରହ୍ମ )କୁ ସଠିକ ଭାବରେ ବୁଝିବାକୁ ହେବ। ପରମବ୍ରହ୍ମଙ୍କ ସ୍ୱରୂପର ବିଶ୍ଳେଷଣ ଯେତିକି ଜରୁରୀ, ସେତିକି…

ଏଣିକି ପାଣିପାଗ ବିଷୟରେ ଜାଣିବା ହେଲା ଆହୁରି ସହଜ, ଗୁଗୁଲ ମ୍ୟାପ୍ ରେ ଜାଣିପାରିବେ ସମସ୍ତ ତଥ୍ୟ

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପ୍ସ ଆଣିଛି ଏକ ନୂତନ ଫିଚର । ଯାହା ମାଧ୍ୟମରେ ଆପଣ ତୁରନ୍ତ ଯେକୌଣସି ସ୍ଥାନର ପାଣିପାଗ ଏବଂ ବାୟୁ ଗୁଣବତ୍ତା ଦେଖିପାରିବେ । ବିଶେଷକରି ଦୁର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଗୁଗୁଲ ମ୍ୟାପର ଏହି ଫିଚର ବେଶ୍ ଉପଯୋଗୀ । ବର୍ତ୍ତମାନ କିଛି…

ପାକିସ୍ତାନରେ ଭୋଟ ଦେବା ପରେ ନଖରେ ନୁହେଁ ଏହି ସ୍ଥାନରେ ଲାଗେ କାଳି…

ନୂଆଦିଲ୍ଲୀ: ଭାରତରେ ଯେତେବେଳେ ନିର୍ବାଚନ ହୁଏ ସେତେବଳେ ସବୁ ସ୍ଥାନରେ ଆପଣ ଗୋଟିଏ ଜିନିଷ ତ ନିଶ୍ଚୟ ଦେଖିଥିବେ । ଯେତେବେଳେ କୌଣସି ମତଦାତା ଭୋଟ୍ ଦେବାକୁ ମତଦାନ କେନ୍ଦ୍ରକୁ ଯାଆନ୍ତି ସେତେବେଳେ ସେ ମତଦାନ କରି ସାରିବା ପରେ ତାଙ୍କ ନଖରେ ଏକ ନୀଳ ରଙ୍ଗର କାଳି ଲଗାଯାଏ । ନିର୍ବାଚନ…

କେବେଠୁ ଆରମ୍ଭ ହେଉଛି ମାଘ ଗୁପ୍ତ ନବରାତ୍ରୀ, ୯ଦିନ ଯାଏଁ କରନ୍ତୁ ଏହି କାମ

ଭୁବନେଶ୍ଵର: ମାଘ ମାସର ଶୁକ୍ଳ ପକ୍ଷ ପ୍ରତୀପଦା ତିଥିରୁ ଆରମ୍ଭ ହେବାକୁ ଯାଉଛି ଗୁପ୍ତ ନବରାତ୍ରୀ । ଗୁପ୍ତ ନବରାତ୍ରୀ ସମୟରେ ଭକ୍ତମାନେ ଦେବୀ ମା’ଙ୍କ ୧୦ ମହାବିଦ୍ୟାକୁ ଗୁପ୍ତ ଭାବରେ ସାଧନା କରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ । ଚଳିତ ବର୍ଷ ମାଘ ଗୁପ୍ତ ନବରାତ୍ରୀ ୧୦ ଫେବୃଆରୀ ୨୦୨୪ ରୁ…

ପ୍ରପୋଜ୍ ଡେ: ଦୁରରେ ଥିବା ପାର୍ଟନର୍ କୁ ଏପରି କରନ୍ତୁ ପ୍ରପୋଜ୍, ଖାସ୍ ବନାନ୍ତୁ ସେହି ମୂହୁର୍ତ୍ତକୁ

ଭୁବନେଶ୍ଵର: ବର୍ତ୍ତମାନ ଭାଲେଣ୍ଟାଇନ୍‌ ଓ୍ବିକ୍‌ ବା ପ୍ରେମ ସପ୍ତାହ ଚାଲିଛି । ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି । ରୋଜ୍‌ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ ।…