Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ନୀଳମାଧବଙ୍କ କଥା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଷୟରେ ସ୍କନ୍ଦ ପୁରାଣ ଏହି କଥା କହିଥାଏ। ଏକାମ୍ର କାନନଠାରୁ ତିନି ଯୋଜନ ଦକ୍ଷିଣରେ ଅବସ୍ଥିତ ଶ୍ରୀକ୍ଷେତ୍ର, ପ୍ରାଚୀନ କାଳରେ ବିଶ୍ୱାବସୁ ଶବରଙ୍କ ଦ୍ୱାରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ବିଗ୍ରହମାନଙ୍କ ଉପାସନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଲୋଚନା ପୁରାଣ ଯୁଗରେ ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ନାରଦ ପୁରାଣରେ ବିଷଦ ଭାବରେ ବର୍ଣ୍ଣିତ ହୋଇଛି ଏଥିରେ ପୁରୁଷୋତ୍ତମ କ୍ଷେତ୍ର ଦାରୁମୟ ପୁରୁଷୋତ୍ତମ ବିଗ୍ରହ ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ମୂର୍ତ୍ତି ତତ୍ତ୍ୱ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ତତ୍ତ୍ୱ ଉପରେ ଅନୁଶୀଳନ କଲେ ଜଣାଯାଏ ଯେ ସାଧାରଣରେ ବିଷ୍ଣୁ ପ୍ରତିମାଙ୍କ ମନ୍ୟୁଷାକୃତି ବିଗ୍ରହ ପରି ଏହି ବିଗ୍ରହମାନେ ଗଠିତ ହୋଇ ନାହାନ୍ତି, କେବଳ…

ମହିଳାମାନେ ଖାଆନ୍ତୁ କଞ୍ଚା ଅମୃତଭଣ୍ଡା, ଏହି ସବୁ ରୋଗରୁ ମିଳିବ ଉପଶମ

ନୂଆଦିଲ୍ଲୀ: କଞ୍ଚା ଅମୃତଭଣ୍ଡା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ସେହିପରି ପାଚିଲା ଅମୃତଭଣ୍ଡା ମଧ୍ୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବିଶେଷକରି ମହିଳାମାନେ କଞ୍ଚା ଅମୃତଭଣ୍ଡା ଖାଇବା ଜରୁରୀ । କଞ୍ଚା ଓ ପାଚିଲା ଅମୃତଭଣ୍ଡା ଯେତିକି ସ୍ୱାଦିଷ୍ଟ ତାହା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ମୂର୍ତ୍ତି ତତ୍ତ୍ୱ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱଗୁଡିକ ଅନୁସନ୍ଧାନ କଲେ ଅନେକ ପରସ୍ପର ବିରୋଧି ତଥ୍ୟ ଦୃଷ୍ଟି ଗୋଚର ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ବିଗ୍ରହ ତତ୍ତ୍ୱ, ଉପାସନାର ଇତିହାସ, ଉପାସନା ବିଧି, ଉପାସନା ଆରମ୍ଭର କାଳ, ଏଭଳି କି ମନ୍ଦିର ପ୍ରତିଷ୍ଠାର…

ଉଦଯାପିତ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର : ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା-୨୦୧୪ ସୋମବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଓରମାସ ତରଫରୁ ପ୍ରସ୍ତୁତ ମନ୍ଥନ ପୁସ୍ତିକାର ଉନ୍ମୋଚନ ମଧ୍ୟ କରାଯାଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀଜଗନ୍ନାଥଙ୍କ ସେବକ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜକଟିଏ ବା ସେବକ ଟିଏ ହେବା ଅତ୍ୟନ୍ତ ଦୁର୍ଲ୍ଲଭ ଓ ସୌଭାଗ୍ୟର କଥା।।କାରଣ ଏ ଜଗତରେ ମଣିଷ ଜନ୍ମ ଯେପରି ଦୁର୍ଲ୍ଲଭ ଓ ଅନେକ ଜନ୍ମର ତପ ବଳରେ ମିଳିଥାଏ। ପ୍ରଥମେ…

ସଂକ୍ରାନ୍ତିର ଶ୍ରେଷ୍ଠ ପର୍ବ ମକର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ‘ପର୍ବପର୍ବାଣୀ’  ବାର ମାସରେ ବାରଟି ସଂକ୍ରାନ୍ତି ; ତନ୍ମଧ୍ୟରୁ ମକର ସଂକ୍ରାନ୍ତି ହେଉଛି ଭାରତୀୟମାନଙ୍କ ନିମନ୍ତେ ଏକ ନିଆରା ପର୍ବ । କାରଣ ସବୁ ସଂକ୍ରାନ୍ତି ଭିତରେ ଏହାର ମହତ୍ତ୍ଵ ଓ ଗୁରୁତ୍ୱ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ରହିଛି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବୋତ୍ତ ଭାବ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବା ପାଇଁ ଯୁଗେ ଯୁଗେ ସାଧକ ମାନେ ସାଧନା କରିଆସୁଛନ୍ତି। କିନ୍ତୁ ତାଙ୍କ (ସାଧକ ମାନଙ୍କ )ଅନ୍ତରର ଜିଜ୍ଞାଂ କେବେ ପୂରଣ ହୋଇନି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭାବର ଠାକୁର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମବ୍ରହ୍ମ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଦେବତା, ବିଭବର ନୁହଁନ୍ତି। ସେହିପରି ତାଙ୍କୁ ପାଇହୁଏ ଭକ୍ତିରେ, ଶକ୍ତି ଦ୍ୱାରା ନୁହେଁ। ସାଂସାରିକ କ୍ଷେତ୍ରରେ ଦୁଇଟି ବଡ଼ ସମ୍ପଦ, ବିଭବ (ଧନ ସମ୍ପତି )ଓ…