Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଧନୀ ହୋଇଥାନ୍ତି ଡିସେମ୍ବରରେ ଜନ୍ମିତ ଶିଶୁ, ଜାଣନ୍ତୁ ସେମାନଙ୍କର ସ୍ଵଭାବ

ଭୁବନେଶ୍ଵର: ଯେଉଁ ଶିଶୁମାନେ ଡିସେମ୍ବର ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନଙ୍କର ସ୍ଵଭାବ ସମସ୍ତଙ୍କଠାରୁ ଅଲଗା ହୋଇଥାଏ । ସେମାନେ ସାଧାରଣତଃ ଉଚ୍ଚାଭିଳାଶୀ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଡିସେମ୍ବର ମାସରେ ଜନ୍ମିତ ଶିଶୁଙ୍କ ସ୍ଵାଭାବ ବିଷୟରେ … ଯେଉଁ ଲୋକମାନଙ୍କର ଜନ୍ମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗଜବେଶ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ବିଷୟରେ ଅଳ୍ପ କିଛି ଆଲୋଚନା କରିଥିଲେ । ଆଜି ସ୍ନାନ ପରେ ଅନୁଷ୍ଠିତ ହେଉଥିବା ଗଜବେଶ ବା ଗଜାନନ ବେଶ ସମ୍ପର୍କରେ ଜାଣିବା । ଇତିହାସ କହେ ଗଙ୍ଗବଂଶର ଶେଷ…

ପ୍ରଭୁ ଶ୍ରୀରାମଙ୍କ ପ୍ରିୟ, ଶନି ଦୋଷ କରିଥାଏ କ୍ଷୟ ଏହି ଗଛ

ନୂଆଦିଲ୍ଲୀ: ସନାତନ ଧର୍ମରେ ପ୍ରକୃତି ସେତିକି ପୁଜନୀୟ ଯେତିକି ଭଗବାନଙ୍କୁ ପୂଜାକରାଯାଏ । ସେଥିପାଇଁ ହିନ୍ଦୁ ଧର୍ମର ସଂସ୍କୃତି ସବୁଠାରୁ ଭିନ୍ନ ଅଟେ । ଆପଣ ଜାଣିଥିବେ ହିନ୍ଦୁ ଧର୍ମରେ ମଧ୍ୟ ଅନେକ ଗଛ ପୂଜା କରାଯାଏ । ପୂଜା କରାଯାଉଥିବା କିଛି ଗଛ ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବାର…

ପୃଥିବି ତଳେ ରହିଛି ଦ୍ଵିତୀୟ ଦୁନିଆ, ବୈଜ୍ଞାନିକଙ୍କୁ ମିଳିଲା ପାତାଳ ଲୋକ, ଯେଉଁଠାରେ ବସବାସ କରୁଛନ୍ତି ଅଜବ ଜୀବ

ନୂଆଦିଲ୍ଲୀ: ଆମ ଶାସ୍ତ୍ରରେ ଆକାଶ ଠାରୁ ଆରମ୍ଭ କରି ପାତାଳ ଲୋକ ପର୍ଯ୍ୟନ୍ତ ସବୁକିଛି ବର୍ଣ୍ଣନା କରାଯାଇଛି । ଶାସ୍ତ୍ର ଅନୁସାରେ ଆକାଶ ଦେବତାଙ୍କ ବାସସ୍ଥଳ ହୋଇଥିବା ବେଳେ ପାତାଳ ରାକ୍ଷାସ ମାନଙ୍କର ବାସସ୍ଥଳ । ତେବେ କଣ ଆପଣମାନେ କେବେ ପ୍ରକୃତରେ ପାତାଳଲୋକ ଦେଖିଛନ୍ତି ? ତେବେ ଆମ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ମହାପ୍ରଭୁଙ୍କ ଯାତ୍ରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି, ଏଠାରେ ପ୍ରଶ୍ନ ଉଠେ ମହାପ୍ରଭୁ ତ ପ୍ରତିଦିନ ସ୍ନାନ କରନ୍ତି, ତେବେ ଏ ସ୍ୱତନ୍ତ୍ର ସ୍ନାନ ଉତ୍ସବ କଣ ପାଇଁ ? ଏଇଠି ଗୋଟିଏ କଥା…

ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟା, ମଞ୍ଚସ୍ଥ ହେଲା ‘ଆଦିକବି’

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ସୀତେଶ ତ୍ରିପାଠୀଙ୍କ ରଚିତ ତଥା ଦର୍ପ ନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ନାଟକ ଆଦିକବି ମଞ୍ଚସ୍ଥ…

ଛାତ୍ରୀଙ୍କ ସହ ‘ଗୁଲାବୀ ସାରାରା’ ଗୀତରେ ଡ଼୍ୟାନ୍ସ କଲେ ଶିକ୍ଷୟିତ୍ରୀ, ପ୍ରଶଂସା କଲେ ଲୋକ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀଙ୍କ ପାଇଁ ରିଲ୍ସ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ଏମିତି କି ରିଲ୍ସ ପାଇଁ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଇଥାନ୍ତି । ଆଉ କିଛି ସ୍ଥାନ,କାଳ, ପାତ୍ର ବି ଭୁଲି ଯାଆନ୍ତି । ମନଛୁଆଁ ଗୀତର ତାଳେ ତାଳେ ନୃତ୍ୟ କରି ଭିଡିଓ କରିଥାନ୍ତି । ଏବେ ସେମିତି ଏକ…

ଏପରି ରେଷ୍ଟୁରାଣ୍ଟ,ଯେଉଁଠିକି ଗଲେ ୱେଟର ମାରନ୍ତି ଚାପୁଡା, ତଥାପି ଏଠାରେ ଲାଗିରହେ ଲୋକଙ୍କ ଭିଡ

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟରେ ଖାଇବା କାହାକୁ ବା ଭଲ ନ ଲାଗେ । ରେଷ୍ଟୁରାଣ୍ଟରେ ଖାଇବାକୁ ଯିବାବେଳେ ଅନେକ ରେଷ୍ଟୁରାଣ୍ଟ ଗ୍ରାହକ ମାନଙ୍କର ସ୍ଵତନ୍ତ୍ର ଢଙ୍ଗରେ ସ୍ଵାଗତ କରାଯାଏ । କିନ୍ତୁ ଦୁନିଆରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠାରେ ଗ୍ରାହକମାନେ ପ୍ରବେଶ କରିବା ମାତ୍ରେ ୱେଟରମାନେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପୁରୁଷୋତ୍ତମ କ୍ଷେତ୍ରର ଯାତ୍ରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରରେ ବାର ମାସରେ ତେର ଯାତ୍ରା ହୁଏ ବୋଲି ଲୋକମୁଖରେ ପ୍ରଚଳିତ ପ୍ରବାଦରୁ ଜଣାଯାଏ । ପ୍ରାଚୀନ ଗ୍ରନ୍ଥ ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦିରେ ଏ ବିଷୟରେ…

ରାସ୍ତାରେ ପଡ଼ିଥିବା ମୃତ ଜୀବଜନ୍ତୁଙ୍କ ମାଂସ ଖାଆନ୍ତି ମହିଳା, କାରଣ ଜାଣିଲେ ହୋଇଯିବେ ଚକିତ

ନ୍ୟୁୟର୍କ: ସାଧାରଣତଃ ରାସ୍ତାରେ ଅନେକ ପଶୁପକ୍ଷୀଙ୍କର ମୃତ ଦେହ ପଡ଼ିଥିବା ଆପଣ ଦେଖିଥିବେ । ଏହି ମୃତଦେହଗୁଡ଼ିକ ପଡ଼ି ପଡ଼ି ନଷ୍ଟ ହୋଇଯାଏ ତ କେବେ ଚିଲ ଶାଗୁଣାଙ୍କର ଆହାର ପାଲଟିଯାଏ । ଏହାର ଦୁର୍ଗନ୍ଦରେ ସେହି ରାସ୍ତା ଦେଇ ଯିବା ଆସିବା କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼େ । ହେଲେ…