Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଦେଶ ଯାତ୍ରା ଭିସା ପାଇବା ପାଇଁ ଏଠାକୁ ଆସନ୍ତି ଲୋକ….

ନୂଆଦିଲ୍ଲୀ : ଅଧିକାଂଶ ଲୋକ ନିଜର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ଭଗବାନଙ୍କ ଆଶ୍ରୟ ନିଅନ୍ତି । ଅନେକ ମଠ ମନ୍ଦିର ଯାଆନ୍ତି  । କିନ୍ତୁ  ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଲୋକେ ବିଦେଶ ଯାତ୍ରା ଭିସା ପାଇବା ପାଇଁ ଆସିଥାନ୍ତି। କଥା ଟା ଶୁଣିବାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ କର୍ମ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ କୌଣସି ଅଶ୍ଲୀଳ ଆଚରଣ କରିବା ନିଷେଧ ବୋଲି ଆମେ ଆଲୋଚନା କଲେ। ମୂଳ କଥା ହେଲା ଯଦି ଭକ୍ତଟିଏ ନିଜର ଭକ୍ତି ଭାବ ଓ ମାର୍ଜିତ ବ୍ୟବହାର ନେଇ…

ଆକାଶରେ ଉଡ଼ିଲେ ପ୍ରଭୁ ହନୁମାନ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଛତିଶଗଡ଼: ଦିନକୁ ଦିନ ସମୟ ବଦଳିବା ସହିତ ବିଜ୍ଞାନ ବି ଅଗ୍ରଗତି କରୁଛି । ପ୍ରତ୍ୟେକ ଦିନ ନୂଆ ନୂଆ ଟେକ୍ନୋଲୋଜି ବଜାରକୁ ଆସିଛି । ଏଥିମଧ୍ୟରେ ଏଆଇ, ଏମଏଲ ଓ ଡ୍ରୋନର ମଧ୍ୟ ଖୁବ ଚାହିଦା ବି ବଢ଼ି ଯାଇଛି । ଏଭଳି ଟେକ୍ନୋଲୋଜିକୁ ଅପଣାଇ ଡ୍ରୋନରେ ଭଗବାନ ହନୁମାନଙ୍କ ପ୍ରତିମାକୁ ଖଞ୍ଜି ଲୋକେ…

ସାଇକେଲରେ କୁକୁରକୁ ଝୁଲାଇ କାମକୁ ଯାଆନ୍ତି ସୁରକ୍ଷାକର୍ମୀ

ମୁମ୍ବାଇ: ଆଜିକାଲି ଅଧିକାଂଶ ଲୋକ ଘରେ କୁକୁର ରଖିବାକୁ ଭଲ ପାଆନ୍ତି । ସେମାନେ ତାଙ୍କ କୁକୁରକୁ ଘରର ସଦସ୍ୟ ଭାବେ ଯତ୍ନ ନେଇଥାନ୍ତି । ଆଉ ବାହାରକୁ ଯୁଆଡ଼େ ଗଲେ ବି ସାଙ୍ଗରେ ତାଙ୍କ ପୋଷା କୁକୁରକୁ ନେଇକି ମଧ୍ୟ ଯାଇଥାନ୍ତି । ଏବେ ମୁମ୍ବାଇର ଜଣେ ସୁରକ୍ଷାକର୍ମୀ ତାଙ୍କ ପୋଷା କୁକୁରକୁ…

ଜିଭରେ ବିରାଟ କୋହଲିଙ୍କ ଛବି ଆଙ୍କିଲେ ଯୁବକ

ଆଜିକାଲି ଦିନକୁ ଦିନ କ୍ରିକେଟ୍‌ର କେଜ୍ ବଢିବାରେ ଲାଗିଛି । ସେଥିପାଇଁ ସମସ୍ତେ ନିଜ ପସନ୍ଦର କ୍ରିକେଟରଙ୍କୁ ଫଲୋ କରନ୍ତି । କିନ୍ତୁ ବେଳେବେଳେ ଲୋକମାନେ ନିଜ ପ୍ରିୟ ଖେଳାଳିଙ୍କ ପାଇଁ ଏପରି କିଛି କରନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ…

ବୁଲା କୁକୁରକୁ ମିଳିଲା ନୂଆ ପରିଚୟ, ଯିବ ନେଦରଲ୍ୟାଣ୍ଡ

ଉତ୍ତର ପ୍ରଦେଶ : ଉତ୍ତରପ୍ରଦେଶର ବାରାଣସୀରେ ରାସ୍ତାରେ ବୁଲୁଥିବା ଏକ ବୁଲା କୁକୁରର ଭାଗ୍ୟ ବଦଳିଯାଇଛି । ତାକୁ ମିଳିଛି ନୂଆ ପରିଚୟ । ଏବେ ସେ ଭାରତ ଛାଡ଼ି ନେଦରଲ୍ୟାଣ୍ଡ ଯିବାକୁ ପୁରା ପ୍ରସ୍ତୁତ ହୋଇସାରିଛି । ତାପାଇଁ ଉପଯୁକ୍ତ ଭିଜା ଏବଂ ପାସପୋର୍ଟ ପ୍ରସ୍ତୁତ ହୋଇସାରିିଛିି । ଏହାର ଏକ…

ଏଣିକି ଶସ୍ତା ହେବ ସାବୁନ, ଡିଟରଜେଣ୍ଟ ଓ ବଡି ୱାଶ୍ ଭଳି ଦ୍ରବ୍ୟ: ଯୋଜନା ପ୍ରସ୍ତୁତ କରିଛି ଅଗ୍ରଣୀ କମ୍ପାନୀ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଭାରତରେ ପ୍ରିମିୟମ୍ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ଉତ୍ପାଦର ମୂଲ୍ୟ ହ୍ରାସ ହେବାକୁ ଯାଉଛି। ଭାରତରେ ହିନ୍ଦୁସ୍ତାନ ୟୁନିଲିଭରର ପ୍ୟାରେଣ୍ଟ୍ ଫାର୍ମ ୟୁନିଲିଭର ଆସନ୍ତା ସମୟରେ ଅନେକ ବର୍ଗର ଉତ୍ପାଦର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି ଏବଂ…

ଭିନ୍ନ ପ୍ରକାରର ଗଣେଶ ମନ୍ଦିର , ଯେଉଁଠି ଓଲଟା ସ୍ବସ୍ତିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା…

ନୂଆଦିଲ୍ଲୀ : ବିବିଧତାର ଦେଶ ଭାରତ । ଏଠାରେ ବାର ମାସ ରେ ତେର ପର୍ବ ପାଳିତ ହୁଏ  । ଭାରତରେ ଏପରି ଅନେକ ମନ୍ଦିର ରହିଛି , ଯାହା ପଛରେ  ବିଭିନ୍ନ ଚମତ୍କାର ଭରା କାହାଣୀ ରହିଛି। ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ସେହିପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ  । ହଁ ଆଜ୍ଞା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ କର୍ମ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିସରରେ କିଛି କର୍ମକୁ ନିଷେଧ କରାଯାଇଛି। କେବଳ ଶ୍ରୀମନ୍ଦିର ନୁହେଁ ପୃଥବୀର ସମସ୍ତ ମନ୍ଦିର ଓ ଦେବ ପୀଠରେ ଏହା ନିଷେଧ ଅଟେ। ସାଧାରଣ ଭାବରେ…

ଥକ୍କା ଓ ଚିଡିଚିଡାପଣର ହେଉଛନ୍ତି କି ଶିକାର? ଆପଣାନ୍ତୁ ଏହି ଉପାୟ…ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: ଭଲ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ନିଦ ଶୋଇବା ପରେ ମଧ୍ୟ କିଛି ବ୍ୟକ୍ତି ଦିନସାରା କ୍ଳାନ୍ତ ଏବଂ ଦୁର୍ବଳ ରହିଥାନ୍ତି । ଯଦି ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଥାଏ, ତେବେ ବ୍ୟକ୍ତିଙ୍କ ଠାରେ ଚିଡିଚିଡାପଣ ଆରମ୍ଭ ହୋଇଯାଇଥାଏ । ଯଦି ଆପଣଙ୍କ ସହିତ ସମାନ ଘଟଣା ଘଟୁଛି ତେବେ…