Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ହାତୀଙ୍କ ଗାଁ ଆମେର, ଯେଉଁଠି ରହିଛି ହାତୀଙ୍କ ପାଇଁ ବଡ଼ ବଡ଼ କୋଠରୀ

ଜୟପୁର: ଯେତେବେଳେ ଦାଣ୍ଡରେ ହାତୀଟିଏ ଯାଏ ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦେଖିବାକୁ ଦୌଡ଼ିଥାନ୍ତି । କିନ୍ତୁ ଏମିତି ଏକ ଗାଁ ଅଛି, ଯେଉଁଠି ହାତୀ ପଲ ପଲ ରୁହନ୍ତି । ଏହି ଗାଁକୁ ହାତୀଙ୍କ ଗାଁ ବୋଲି କୁହାଯାଏ । ଏହି ହାତୀ ଗାଁ ହେଉଛି ବିଶ୍ୱର ତୃତୀୟ ଏବଂ ଭାରତର ପ୍ରଥମ…

ଛେଳି ପାଇଁ ଟିକେଟ କାଟି ଟ୍ରେନ୍‌ରେ ଯାତ୍ରା କଲେ ମହିଳା, ଭିଡ଼ିଓ ଭାଇରାଲ

ଅଧିକାଂଶ ଲୋକ ଘରେ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରିଥାନ୍ତି । କେହି ଘରେ କୁକୁର, ବିଲେଇ ରଖୁଥିବା ବେଳେ ଆଉ କିଏ ଗାଈ, ଛେଳି ବି ରଖିଥାନ୍ତି । ନିଜ ପରିବାର ସଦସ୍ୟଙ୍କ ଭଳି ସେମାନଙ୍କର ଯତ୍ନ ବି ନିଅନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ମଧ୍ୟ ନେଇକି ଯାଇଥାନ୍ତି । ଏବେ ସେମିତି ଏକ ଭିଡ଼ିଓ…

ଭୟଙ୍କର ଷ୍ଟଣ୍ଟ୍‌: ଯୁବତୀଙ୍କ ପିଠି ଉପରେ ସାଇକେଲ ପାର କଲେ ଯୁବକ

ମୁମ୍ବାଇ: ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆମେ ବିଶ୍ୱାସ କରି ପାରନ୍ତି ନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଥିରେ ଜଣେ ଯୁବତୀ ରାସ୍ତାରେ ଭୟଙ୍କର ଷ୍ଟଣ୍ଟ୍…

ଟୁଥ୍‌ପେଷ୍ଟ ସଂଗ୍ରହ କରି ବିଶ୍ୱ ରେକର୍ଡ କଲେ ଦନ୍ତ ବିଶେଷଜ୍ଞ

ଜର୍ଜିଆ: ପ୍ରତ୍ୟେକ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କେହି କେହି ବିଭିନ୍ନ ଦେଶ ବୁଲିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ଭିନ୍ନ ଭିନ୍ନ ବହି ପଢିବାକୁ ପସନ୍ଦ କରନ୍ତି । ସେମିତି ଆଉ କେହି କଏନ ବା ଡ଼ାକ ଟିକେଟ ସଂଗ୍ରହ କରିବାକୁ ରୁଚି ରଖିଥାନ୍ତି । ଏବେ ଜଜିଆର ଜଣେ ଦନ୍ତ ବିଶେଷଜ୍ଞ…

ଶ୍ରୀମନ୍ଦିରରେ ରାଧାଷ୍ଟମୀ, ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାଧାଷ୍ଟମୀ । ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବେ ପାଳନ…

ପୁଣି ସାମ୍ନାକୁ ଆସିଲା ସୀମା ପାର ପ୍ରେମ କାହାଣୀ : ୩୫ ବର୍ଷୀୟ ପ୍ରେମିକକୁ ବିବାହ କରିବାକୁ ପାକିସ୍ତାନରେ ପହଞ୍ଚିଲେ…

ନୂଆଦିଲ୍ଲୀ: ନିଜର ପ୍ରେମକୁ ପାଇବାପାଇଁ ଆଜି କାଲି ପ୍ରେମୀ ଯୁଗଳ କିଛି ବି କରୁଛନ୍ତି । କିଏ ସାତଦରିଆ ପାରି ହୋଇ ଆସି ନିଜ ପ୍ରେମ ପାଖରେ ପହଞ୍ଚୁଛି ତ ପୁଣି ଆଉ କିଏ ସୀମା ପାର ହେବାକୁ ବି ପଛାଉ ନାହିଁ । ଆପଣ ମାନେ ଜାଣିଥିବେ ଯେ ନିକଟରେ ସୀମା ସଚିନଙ୍କ ପ୍ରେମ ବିଷୟରେ । ଯିଏ କି…

ପବିତ୍ର ରାଧାଷ୍ଟମୀ: ସନ୍ତାନ ପାଇବାକୁ ଚାହୁଁଥିଲେ ରାଧାଷ୍ଟମୀରେ କରନ୍ତୁ ରାଧା କୁଣ୍ଡରେ ସ୍ନାନ

ବାରଣାସୀ: ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସୂର୍ଯ୍ୟ ପୂଜାର ନୀତି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଅନୁଷ୍ଠିତ ସୂର୍ଯ୍ୟ ପୂଜାର ସମ୍ପୂର୍ଣ ରୀତିନୀତି ଆଲୋଚନା କରିବା। ପୂଜକ ଆସନରେ ବସି ଅର୍ଘ୍ୟ ସଂସ୍କାର ସହ ଆସନ ଶୁଦ୍ଧିଠାରୁ…

ଆଜି ପବିତ୍ର ରାଧାଷ୍ଟମୀ: ଜାଣନ୍ତୁ ରାଧାଙ୍କ ଜନ୍ମ ବିଷୟରେ

ଭୁବନେଶ୍ଵର: ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”…

୩୩୨ ଟଙ୍କାର ପେଣ୍ଟିଂ ୧.୫୮କୋଟିରେ ବିକିଲେ ମହିଳା

ବିଟ୍ରେନ୍‌ : କଥାରେ ଅଛି ଭାଗ୍ୟ କାହାକୁ କେତେବେଳେ କେଉଁଠି ପହଞ୍ଚାଇବ କେହି କହିପାରିବେ ନାହିଁ । ଠିକ୍ ସେମିତି ବ୍ରିଟେନର ଜଣେ ମହିଳା ଏକ ପେଣ୍ଟିଂ ବିକି ରାତାରାତି କୋଟିପତି ହୋଇଯାଇଛନ୍ତି । ଏହି ପେଣ୍ଟିଂକୁ ପ୍ରସିଦ୍ଧ ଆର୍ଟିଷ୍ଟ ଏନ୍‌ସି ୱାୟେଥ ଆଙ୍କିଥିବା ଜଣାପଡ଼ିଛି । ୧୮୮୪…