Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୭ ବର୍ଷ ହେଲା ସାଉଁଟୁଛନ୍ତି ଗର୍ଭଧାରଣର ଅନୁଭୂତି: ଏବେ ଜନ୍ମ ଦେବେ ୧୦ମ ସନ୍ତାନ

ଅଷ୍ଟ୍ରେଲିଆ: କିଛି ବର୍ଷ ପଛକୁ ଗଲେ ଲୋକ ସଂଖ୍ୟାର ହାର କେତେ ଥିଲା ତାହା ଆମ ସମସ୍ତଙ୍କୁ ଜଣା । ବିଭିନ୍ନ ହସପିଟାଲରେ ସେ ସମୟରେ ଗର୍ଭଧାରଣ ଓ ସନ୍ତାନସନ୍ତତି ପାଇଁ ଚିକିତ୍ସା ହେବାର ସୁବିଧା ନ ଥିଲା । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିଭିନ୍ନ ପରିବାରରେ ଅତିକମରେ ୫ କିମ୍ବା ୬ ପିଲା ଜନ୍ମ…

ଆକାଶରେ ଦୃଶ୍ୟମାନ ହେଲା ସବୁଜ ଆଲୋକ, ଭିଡ଼ିଓ ଭାଇରାଲ

ୟୁରୋପ: ଆକାଶ ନୀଳ, ଧଳା କିମ୍ବା ବେଳେବେଳେ ଲାଲ ହୋଇଥିବାର ଆପଣ ନିଶ୍ଚୟ ଦେଖିଥିବେ । ଯେତେବେଳେ ବଜ୍ରପାତ ହୁଏ, ଏହା କଳା ଏବଂ ଧଳା ରଙ୍ଗରେ ମଧ୍ୟ ଦେଖାଯାଏ । କିନ୍ତୁ ଆପଣ କେବେ ଆକାଶରେ ସବୁଜ ଆଲୋକ ଦେଖିଛନ୍ତି କି? ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସବୁଜ ରଙ୍ଗ ଆକାଶରେ…

ମାଆଙ୍କୁ ଭାର କରି ୧୬୦ କିଲୋମିଟର ତୀର୍ଥ ଯାତ୍ରାରେ ନେଲେ ଦୁଇ ପୁଅ

ବିହାର: ରାମାୟଣର ଏକ ଚର୍ଚ୍ଚିତ ଚରିତ୍ର ଶ୍ରବଣ କୁମାର, ଯିଏ ନିଜ ଦୃଷ୍ଟିହୀନ ବାପାମାଆଙ୍କୁ ଭାରରେ ବସାଇ ତୀର୍ଥ ଯାତ୍ରା କରାଇଥିଲେ । ବର୍ତ୍ତମାନ ସମୟରେଏଭଳି ବି ଚରିତ୍ର ଅଛନ୍ତି,ଯିଏ ନିଜ ବାପାମାଆଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି ଚରିତ୍ର ହେଲେ ବିହାରର ଦୁଇ ଭାଇ,…

ବିଚିତ୍ର ବୁଡ଼ିଆଣୀ: ମୟୂର ପରି ପୁଚ୍ଛ ମେଲାଇ ନାଚୁଛି

ଯେତେବେଳେ ବର୍ଷା ଆସେ ମୟୂରମାନେ ସେମାନଙ୍କ ଡେଣା ଖୋଲି ନାଚିବା ଆରମ୍ଭ କରନ୍ତି । କିନ୍ତୁ ଆପଣ କେବେ ବୁଡ଼ିଆଣୀ ପୁଛ ମେଲାଇ ନାଚୁଥିବାର ଦେଖିଛନ୍ତି । ଏବେ ସେମିତି ଏକ ବୁଡ଼ିଆଣୀର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠି ଗୋଟେ ବୁଡ଼ିଆଣୀ ଠିକ୍ ମୟୂର ସଦୃଶ ପୁଚ୍ଛ ମେଲାଇ ନାଚୁଛି । ଲୋକ…

ଅନନ୍ୟ ବାର୍ଡ଼ ଟାୱାର: ୭ ମହଲା ବିଶିଷ୍ଟ ୭୦୦ ଫ୍ଲାଟରେ ରୁହନ୍ତି ୪ ହଜାର ପକ୍ଷୀ

ହରିୟାଣା: ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ନିଜର ଏକ ସୁନ୍ଦର ଘର ତିଆରି କରିବାକୁ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ କୌଣସି ବ୍ୟକ୍ତି ପକ୍ଷୀମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳି ତିଆରି କରିବାକୁ ଚେଷ୍ଟା କରନ୍ତି ନାହିଁ । କିନ୍ତୁ ଗୁଜୁରାଟ ସୁରଟର ଜଣେ ବ୍ୟବସାୟୀ ପକ୍ଷୀମାନଙ୍କ ପାଇଁ ଲକ୍ଷ ଲକ୍ଷ…

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଉପମା ଜଳଖିଆ ପାଇଁ ଏକ ଭଲ ବିକଳ୍ପ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ଉପମା ହେଉଛି ଏକ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଜଳଖିଆ ।  ଯାହା ସେମୋଲିନା କିମ୍ବା ଚାଉଳ ସେମୋଲିନାରୁ ପ୍ରସ୍ତୁତ। ବିଶେଷକରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ କେରଳରେ ଏହା ବହୁତ ଲୋକପ୍ରିୟ । ଏବେ ଏହାକୁ ଉତ୍ତର ଭାରତରେ ମଧ୍ୟ ପସନ୍ଦ କରାଯାଉଛି  । ଆଜିକାଲି ଲୋକମାନେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିମ୍ବସ୍ନାନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ପାଳନର ମୂଖ୍ୟ ହେଲା ମନ୍ତ୍ର ଉଚ୍ଚାରଣ। ଏ ବିଷୟରେ ଆମେ ସମ୍ୟକ ଆଲୋଚନା କଲେ। ସଠିକ ଉଚ୍ଚାରିତ ମନ୍ତ୍ରର ତିନୋଟି ଶକ୍ତି ବିଷୟରେ ମଧ୍ଯ ଜାଣିଲେ। ଜଣେ…

ପକ୍ଷୀଙ୍କ ସହ ମିଶିବାକୁ ବୈଜ୍ଞାନିକଙ୍କ ନୂଆ ପ୍ରୟାସ : ବର୍ଷେ ହେଲାଣି ପକ୍ଷୀ ମୁଖା ପିନ୍ଧି ଜଙ୍ଗଲରେ

ଜାପାନ: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଲକ୍ଷ୍ୟ ହାସଲ କରିବାକୁ ସବୁକିଛି କରିବାକୁ ପ୍ରସ୍ତୁତ । ନିକଟରେ ଜାପାନର ଏମିତି ଜଣେ ବୈଜ୍ଞାନିକ ନିଜ ଲକ୍ଷ୍ୟ ହାସଲ କରିବାକୁ ଏପରି କିଛି କରିଛନ୍ତି, ଯେଉଁଥିପାଇଁ ସେ ଏବେ ଖୁବ୍ ଚର୍ଚ୍ଚାରେ । ସେ ମାସେ କି ଛଅ ମାସ ନୁହେଁ ଦୀର୍ଘ ଏକ…

ଚଳନ୍ତି ବଗିଚା: ଅଟୋରେ ପରିବେଶର ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରୁଛନ୍ତି ଚାଳକ

ଚେନ୍ନାଇ: ଦିନକୁ ଦିନ ଲୋକସଂଖ୍ୟା ବଢିବା ସହ ଯାନବାହନର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଫଳରେ ଅହେତୁକ ଭାବେ ବୃଦ୍ଧି ପାଉଛି ଦିନର ତାପମାତ୍ରା । ପରିବେଶ ଅନୁସାରେ ଋତୁର ନାମକରଣ କରାଯାଇଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି ।…

‘ବ୍ଲୁ ଡ୍ରାଗନ୍ ସି ସ୍ଲଗ୍‌’ ଜୀବ ଦେଖିବାକୁ ଯେତିକି ସୁନ୍ଦର ସେତିକ ସାଂଘାତିକ

ଥାଇଲାଣ୍ଡ: ଗଭୀର ସମୁଦ୍ରରେ ଅନେକ ପ୍ରକାର ବିଷାକ୍ତ ଜୀବ ଅଛନ୍ତି । ସେଥିମଧ୍ୟରୁ ବ୍ଲୁ ଡ଼୍ରାଗନ୍ ସି ସ୍ଲଗ୍ ହେଉଛି ଅନ୍ୟତମ । ଏହା ଦେଖିବାକୁ ବହୁତ  ଛୋଟ ହୋଇଥିବା ବେଳେ ଅଧିକ ବିଷାକ୍ତ । ସାଧାରଣତଃ ସନ୍ତରଣକାରୀ ଓ ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କଠାରୁ ଦୂରେଇ ରହିବା ଓ ନ ଛୁଇଁବା ପାଇଁ…