Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏହି ମନ୍ଦିରରେ ଭାଇ-ଭଉଣୀଙ୍କୁ ପ୍ରବେଶ ନିଷେଧ, ଜାଣନ୍ତୁ କାହିଁକି ?

ଦିଲ୍ଲୀ: ଭାରତରେ ରହିଛି ଅନେକ ଧାର୍ମିକ ସ୍ଥଳ  । ମାତ୍ର ଆପଣମାନେ କେବେ ଶୁଣିଛନ୍ତି କି ଏମିତି ବି ଏକ ମନ୍ଦିର ଅଛି , ଯେଉଁଠାକୁ ଭାଈ ଭଉଣୀ କେବେ ଏକାଠି ଯିବା ଉଚିତ୍ ନୁହେଁ  । ଏହି ମନ୍ଦିର ସହିତ ଜଡିତ କେତେକ ଧାର୍ମିକ ବିଶ୍ବାସ ଏବଂ କାହାଣୀ ରହିଛି  । ଆସନ୍ତୁ ଜାଣିବା । ଛତିଶଗଡରେ…

ଆପଣଙ୍କ ଫୋନ୍‌କୁ ବି ଆସିଛି କି ଏମାର୍ଜେନ୍ସି ଆଲର୍ଟ ମେସେଜ ? କ୍ଲିକ୍ କରିବା ପୂର୍ବରୁ ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ହଠାତ୍ ଏକ ଏମର୍ଜେନ୍ସି ଆଲର୍ଟ ମେସେଜ ପାଇଛନ୍ତି। ଏହି ଆଲର୍ଟ ମେସେଜ ପାଇବା ମାତ୍ରେ ଅନେକ ସ୍ମାର୍ଟଫୋନ୍ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଏହି ମେସେଜ୍ ହେଉଛି ସେଲ୍ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ଭାରତ ସରକାରଙ୍କ ଟେଲିକମ୍ ବିଭାଗ ଦ୍ୱାରା…

ରହସ୍ୟମୟ ଦୁର୍ଗ: ଏଠାକୁ ଯିବା ତ ସହଜ କିନ୍ତୁ ଫେରିବା କଷ୍ଟ

ମୁମ୍ବାଇ: ଭାରତରେ ଏପରି ଅନେକ ଦୁର୍ଗ ଅଛି ଯାହା ରହସ୍ୟରେ ଘେରି ହୋଇ ରହିଛି । ଯାହା ଦେଖିବାକୁ ତ ବହୁତ ସୁନ୍ଦର ଲାଗିଥାଏ ମାତ୍ର ସେଠାକୁ ଗଲେ ଲୋକ ମୃତ୍ୟୁ ମୁଖରେ ପଟିଥାନ୍ତି । ତେବେ ଆମ ଦେଶରେ ଏପରି ଏକ ଦୁର୍ଗ ଅଛି ଯେଉଁଠିକି କେହିବି ତ ସହଜରେ ଯାଇପାରିବ ମାତ୍ର ସେଠାରୁ ଫେରିବା ଏତେ ସହଜ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ( ୨ )

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ 'ଅବକାଶ ନୀତି' ଆଲୋଚନା ପୂର୍ବରୁ ଆମେ ଏଥିପାଇଁ ଦରକାରୀ ପଦାର୍ଥ ଓ ତାର ରଖିବା ବିଧି ସହ ପୂଜକଙ୍କ ବସିବା ବିଧି ପ୍ରଭୃତି ଟିକିନିକି ଭାବରେ ଆଲୋଚନା କରିଛେ। ବର୍ତ୍ତମାନ ଜାଣିବା ସମ୍ପୂର୍ଣ ପୂଜା ବିଧି। ଏଠାରେ ଗୋଟିଏ କଥା କହିରଖେ ଶ୍ରୀମନ୍ଦିରରେ ତିନିଜଣ ପୂଜକ…

ରାସ୍ତାରେ ପ୍ରବାହିତ ହେଲା ୨୨ ଲକ୍ଷ ଲିଟର ମଦର ବନ୍ୟା, ପଶିଗଲା ଲୋକଙ୍କ ଘରେ

ପର୍ତ୍ତୁଗାଲ: ଦୁନିଆରେ ଏମିତି କିଛି ଘଟଣା ଘଟେ ଯାହାକୁ ଆଖି ଦେଖିଲେ ବି ବିଶ୍ୱାସ କରି ହୁଏନାହିଁ । କେଉଁଠି ଆକାଶରୁ ମାଛ ବର୍ଷା ହୁଏ ତ ଆଉ କେଉଁଠି ରାସ୍ତାରେ ବିଡ଼ା ବିଡ଼ା ନୋଟ୍ ଫିଙ୍ଗାଯାଏ । ନିକଟରେ ପର୍ତ୍ତୁଗାଲରେ ମଧ୍ୟ ଏଭଳି ଏକ ଅଦ୍ଭୁତ ଘଟଣା ଘଟିଛି, ଯେଉଁଠାରେ ଏକ ଛୋଟ ସହରର…

ଅନନ୍ୟ ସ୍କୁଲ, ଯେଉଁଠି ପିଲା ଏକାସାଙ୍ଗରେ ଦୁଇ ହାତରେ ଲେଖନ୍ତି

ଭୋପାଳ: ଏମିତି ସ୍କୁଲ ରହିଛି ,ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଶିକ୍ଷା ପ୍ରଦାନ କରାଯାଇଥାଏ । ତାହାସହିତ ଏମିତି କୌଶଳ ଶିକ୍ଷା ଦିଆଯାଏ ତାହା ଯେ କୌଣସି ଲୋକ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ । ଏହି ସ୍କୁଲରେ ଲେଖିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଏକାଥରକେ ଦୁଇଟି ହାତରେ ଲେଖିବା…

‘ଜାହାଜର କବରସ୍ଥାନ’, ଯେଉଁଠି ଏବେ ବି ପଡ଼ି ରହିଛି ୮୦ ଜାହାଜ

ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ । ତେବେ ମଣିଷ, ଜୀବଜନ୍ତୁ କି ଉଦ୍ଭିଦର ମୃତ୍ୟୁ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ମଣିଷର ମୃତ୍ୟୁ ପରେ ପରିବାର ଲୋକେ ତାଙ୍କୁ ଶ୍ମଶାନରେ ପୋଡିଥା’ନ୍ତି କିମ୍ବା କବରରେ ପୋତି ଦେଇଥା’ନ୍ତି । କେବେ ନିର୍ଜୀବ ବସ୍ତୁର ମୃତ୍ୟୁ ହେବା ଓ ତାକୁ କବର ଦେବା…

ବର୍ଷାରେ ଭିଜି ଡ଼୍ରେନ ସଫା କଲେ ମହିଳା ପୋଲିସ, ମିଳିଲା ଢେର ପ୍ରଶଂସା

ହାଇଦ୍ରାବାଦ: ଯେଉଁମାନେ ପ୍ରକୃତରେ ଦେଶର କଲ୍ୟାଣ ଚାହାଁନ୍ତି, ସେମାନେ ନିଜର ବ୍ୟକ୍ତିଗତ କାର୍ଯ୍ୟକୁ ଅଣଦେବା କରନ୍ତି । ସେମାନେ ଏପରି କିଛି କାର୍ଯ୍ୟ କରନ୍ତି ଯାହା ଅନ୍ୟମାନଙ୍କ ଦୃଷ୍ଟିକୋଣ ବାହାରେ, କାରଣ ସେମାନେ ଦେଶ ପାଇଁ ଚିନ୍ତିତ । ଏହିପରି ଲୋକଙ୍କୁ ବହୁତ କ୍ୱଚିତ୍ ଦେଖିବାକୁ ମିଳେ…

ଏମିତି ବୃକ୍ଷ, ଯାହା ହଜାର ହଜାର ବର୍ଷ ଜୀବିତ ରୁହେ

ଆଫ୍ରିକା: ପୌରାଣିକ ଲୋକକଥାରେ ଆପଣ ଅମୃତ ବିଷୟରେ ଶୁଣିଥିବେ । ଏହି ଅମୃତ ଯୋଗୁ ମଣିଷର ଆୟୁଷ ବଢିଥାଏ । ଯଦି କେହି ଅମର ରହିବାକୁ ଚାହାଁନ୍ତି, ତେବେ ସେ ଭଗବାନଙ୍କଠାରୁ ଅମୃତ ମାଗିଥାନ୍ତି । କଳିଯୁଗରେ ଏହିପରି ଅମୃତ କେବଳ କଳ୍ପନା କରାଯାଇପାରେ । କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ…

ବର୍ଷକରେ ସର୍ବାଧିକ ଫିଲ୍ମ ଦେଖି ରେକର୍ଡ କଲେ ଯୁବକ

ନ୍ୟୁୟର୍କ: ଦୁନିଆର ଅନେକ ଲୋକ ଅଛନ୍ତି, ବିଭିନ୍ନ କୌଶଳ ହେଉ ବା କିଛି ସ୍ୱତନ୍ତ୍ର କାରନାମା କରି ବିଶ୍ୱ ରେକର୍ଡ଼ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଅଜବ ଜିନିଷ କରି ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି । ସେହିପରି ଆମେରିକାର ଜଣେ ବ୍ୟକ୍ତି ବର୍ଷକରେ ସିନେମା…