Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୁକୁରଙ୍କ ପାଇଁ ସ୍ୱତନ୍ତ୍ର ପାର୍କ ,ଯେଉଁଠି ରହିଛି ଅନେକ ସୁବିଧା

ଲୁଧିଆନା: ଦୁନିଆରେ ଅନେକ ଭିନ୍ନ ଭିନ୍ନ ପାର୍କ ଅଛି, ଯେଉଁଠାକୁ ଲୋକମାନେ ଅବସରବିନୋଦନ ପାଇଁ ଯାଇଥାନ୍ତି । ଆଉ ଛୋଟ ପିଲାମାନେ ଖେଳିବା ପାଇଁ ଯାଇଥାନ୍ତି । ଏମିତି କି ଭ୍ରମଣ, ଯୋଗ ଏବଂ ବ୍ୟାୟାମ ମଧ୍ୟ କରନ୍ତି । ଆଉ ପ୍ରିୟଜନମାନଙ୍କ ସହିତ ଶାନ୍ତିପୂର୍ଣ୍ଣ ମୁହୂର୍ତ୍ତ ପ୍ରକୃତି ନିକଟରେ…

ବିଶ୍ୱର ୨୦ଟି ଲୋକପ୍ରିୟ ଆପ୍, ସର୍ବାଧିକ ବ୍ୟବହାର କରନ୍ତି ସ୍ମାର୍ଟଫୋନ୍ ୟୁଜର୍ସ

ମୁମ୍ବାଇ: ଆଜିର ଦିନରେ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ବିଶେଷ କରି ମୋବାଇଲ୍ ଆପ୍ ବିନା ସ୍ମାର୍ଟଫୋନରେ କାମ କରିବା ସହଜ ନୁହେଁ। ଆଜି ଆମେ ଆପଣଙ୍କୁ ବିଶ୍ୱର ସର୍ବାଧିକ ବ୍ୟବହୃତ ଆପ୍ ବିଷୟରେ କହିବାକୁ ଯାଉଛୁ, ଯାହା ଟପ୍ ୨୦ ଲୋକପ୍ରିୟ ଆପ୍…

ଶରୀର ପାଇଁ ବରଦାନ ରୂପା କଡ଼ା : ପିନ୍ଧିକି ଦେଖନ୍ତୁ ମିଳିବ ଫାଇଦା….

ଭୁବନେଶ୍ବର: ଆଜିକାଲି ହାତରେ କଡ଼ା ପିନ୍ଧିବା ଏକ ଫ୍ୟାସନ ପାଲଟିଛି  ।  ଆମ ଭିତରୁ ଅନେକ ଅଛନ୍ତି  । ଯେଉଁମାନେ ଅଷ୍ଟଧାତୁରେ ତିଆରି ବ୍ରେସଲେଟ୍ କିମ୍ବା କଡ଼ା ପିନ୍ଧିଥାନ୍ତି। କିଛି ଲୋକ କଡ଼ାକୁ କେବଳ ଫ୍ୟାସନ୍ ଭାବରେ ପିନ୍ଧୁଥିବାବେଳେ କିଛି ଲୋକ ଜ୍ୟୋତିଷଙ୍କ ପରାମର୍ଶ ପରେ ଏହାକୁ…

ଦଶାହରେ କାହିଁକି ଲଣ୍ଡା ହୁଅନ୍ତି ପୁରୁଷ ? କଣ ରହିଛି କାରଣ , ଆସନ୍ତୁ ଜାଣିବା….

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ରୀତିନୀତି ଓ ପରମ୍ପରା ରହିଛି  ।  ମୃତ୍ୟୁ ପରେ ମଧ୍ୟ ମୃତକଙ୍କ ଆତ୍ମା ଶାନ୍ତି ପାଇଁ ୧୩ ଦିନ ପାଳନ କରାଯାଏ । ଅନ୍ତିମ ସଂସ୍କାରରେ ପାଳନ କରାଯିବାକୁ ଥିବା ଅନେକ ନିୟମ ମଧ୍ୟରୁ ଗୋଟିଏ ହେଉଛି ମୁଣ୍ଡନ ହେବା ବା ଚୁଟି କାଟିବା ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆଳତି ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତି ଆଲୋଚନା ପ୍ରସଙ୍ଗରେ ଆମେ ପ୍ରଥମେ ମନ୍ତ୍ର ଦ୍ୱାରା ଆଳତି ପାତ୍ର ବା ଦାନୀର ସଂସ୍କାର କଲେ। ତାପରେ ଆମେ ଆଳତି ମନ୍ତ୍ର ଉଚ୍ଚାରଣ କରି ଆଳତି କରିଲେ।…

ଡିଜିଟାଲ୍ ଯୁଗରେ ବି ମୋବାଇଲ ଘୋଡା ଲାଇବ୍ରେରୀର କ୍ରେଜ୍

ଉତ୍ତରାଖଣ୍ଡ: ଆପଣ କେବେ ଚଳପ୍ରଚଳ ଲାଇବ୍ରେରୀ ଦେଖିଛନ୍ତି କି? ତାହା ପୁଣି ଘୋଡ଼ା ଲାଇବ୍ରେରୀ । ଆପଣ ଏବେ ଭାବୁଥିବେ ଲାଇବ୍ରେରୀ ତ ଲାଇବ୍ରେରୀ ପୁଣି ଘୋଡ଼ା ଲାଇବ୍ରେରୀ କ’ଣ ? ଆଜ୍ଞା ହଁ, ଉତ୍ତରାଖଣ୍ଡର କିଛି ଯୁବକ ଏକତ୍ର ଏପରି କିଛି କରି ଦେଖାଇଛନ୍ତି, ଯାହାକୁ ଦେଖି ଲୋକେ ତାଙ୍କୁ ପ୍ରଶଂସା…

ଜର୍ମାନୀର ସବୁଠାରୁ ସ୍ମାର୍ଟ ମହିଳା ପୋଲିସ୍‌, ସୌନ୍ଦର୍ଯ୍ୟ ପାଇଁ ଛାଡିବାକୁ ପଡିଲା ଚାକିରି

ଜର୍ମାନୀ: ପ୍ରତ୍ୟେକ ମହିଳା ନିଜକୁ ସୁନ୍ଦର ଓ ଫିଟ୍ ରଖିବାକୁ ଚାହାନ୍ତି । ସେଥିଲାଗି ଅନେକ ନିଜ ସୌନ୍ଦର୍ଯ୍ୟକୁ ନେଇ ମଡ଼େଲିଂରେ କ୍ୟାରିୟର କରିବାକୁ ରୁଚି ରଖିଥାନ୍ତି । କିନ୍ତୁ ଏହି ସୌନ୍ଦର୍ଯ୍ୟ ଯେ, ନିଜ କ୍ୟାରିୟରରେ ବାଧକ ସାଜିବ ତାହା କେହି କେବେ ଭାବି ନ ଥିବେ । ଏପରି କିଛି ଘଟିଛି…

ଦାନ ବାକ୍ସରୁ ମିଳିଲା ମାନବ ଖପୁରୀ, ଲୋକେ ଦେଖି ଭୟଭୀତ

ନ୍ୟୁୟର୍କ: ଦୁନିଆରେ ଦାତାମାନଙ୍କର କୌଣସି ଅଭାବ ନାହିଁ । ଲୋକମାନେ ଟଙ୍କା, ସୁନା-ରୂପା, ପୋଷାକ, ଜମି ଆଦି ଅନେକ ଜିନିଷ ଦାନ କରିଥାନ୍ତି । ସେହିପରି ଆମେରିକାରେ ଏକ ଦାନ ବାକ୍ସ ଖୋଲା ଯାଇଛି । ଯେଉଁଠାରେ ଦାନ କରାଯାଇଥିବା ଜିନିଷଗୁଡ଼ିକ ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ । କିନ୍ତୁ…

ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଠସ୍ଥଳୀ କୋରାପୁଟ, ଯେଉଁଠାରେ ଗୁପ୍ତେଶ୍ଵର ଶିବଲିଙ୍ଗ ସ୍ଥାପନ କରିଥିଲେ ସ୍ଵୟଂ ଶ୍ରୀରାମ

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଠସ୍ଥଳୀ କୋରାପୁଟ ଜିଲ୍ଲା । ଆଉ ସେଠାରେ ଥିବା ଗୁପ୍ତେଶ୍ୱର ପାହାଡ଼ରେ ରହିଛି ଗୁପ୍ତେଶ୍ୱର ଗୁମ୍ଫା । ଗୁମ୍ଫାର ଅନ୍ଧକାର ଭିତରେ ଅବସ୍ଥାନ କରୁଛନ୍ତି ଦେବାଧିଦେବ ମହାଦେବ । ପାହାଡ଼ର ଶୀର୍ଷ ଦେଶର ଏକ ଗୁମ୍ଫା ମଧ୍ୟରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମଙ୍ଗଳ ଆଳତି ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ପୂଜା ନୀତି ଆଲୋଚନା ଭିତରେ ଆମେ ପ୍ରତ୍ୟୁଷର ଦ୍ଵିତୀୟ ପର୍ଯାୟ ନୀତି "ମଙ୍ଗଳ ଆଳତି " ବିଷୟ ଚର୍ଚ୍ଚା କରୁଛେ। ଏହି ପର୍ଯ୍ଯାୟରେ ଆମେ ଜାଣିଲେ କେବଳ…