Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାକ୍ଷୀ ପିନ୍ଧିଲେ ମହାପ୍ରଭୁ, ବଳଭଦ୍ର ମହାପ୍ରଭୁଙ୍କ ଜନ୍ମ ପାଇଁ ଶ୍ରୀମନ୍ଦିରରେ ହେଉଛି ସ୍ଵତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହୋଇଛି ରକ୍ଷା ବନ୍ଧନ ଓ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି । ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ସ୍ନେହ ଓ ବିଶ୍ୱାସର ଏହି ପର୍ବରେ ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଵିଶାଳ ଓ ସ୍ୱତନ୍ତ୍ର ରାକ୍ଷୀକୁ ବଡ଼ ଭାଇ ବଳଭଦ୍ର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପୂଜା ଓ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଆଲୋଚନା କରିବା ଏତେ ସରଳ ବ୍ୟାପାର ନୁହେଁ । କାରଣ ଶ୍ରୀଜଗନ୍ନାଥଙ୍କ ପୂଜା ସେବା ବିଧି ଦ୍ୱେତ, ଅଦ୍ୱେତ ଆଦି ଯେତେ ସିନ୍ଧାନ୍ତ ଅଛି ସେ ସବୁ…

ଆଖି ଝଲସିଲା ପରି ପିଆନୋ ଆକୃତିର ଗ୍ଲାସ ବିଲ୍ଡିଂ

ଚୀନ: ବିଶ୍ୱରେ ଏମି୍‌ତି କିଛି ସୁଦୃଶ୍ୟ ଅଟ୍ଟାଳିକା ନିର୍ମାଣ କରାଯାଇଛି, ଯାହାର ସୂକ୍ଷ୍ମ କାରିଗରି ବିଶ୍ୱବାସୀଙ୍କୁ ଚମକୃତ କରି ଆସୁଛି । ଚୀନର ହୁଇନାନ୍ ସହରର ଶାନନ ଜିଲାରେ ରହିଛି ଆଖି ଝଲସିଲା ପରି ପିଆନୋ ଆକୃତିର ଏକ ଗ୍ଲାସ ବିଲ୍ଡିଂ । ଯାହାକୁ ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର…

ଶାଢ଼ି ପିନ୍ଧି ସ୍କେଟିଂ କଲେ କୁନି ଝିଅ, ସମସ୍ତଙ୍କୁ ଚମକାଇ ଦେଲେ

କେରଳ: ଖେଳିବା କୁଦିବା ବୟସରେ ଏପରି କିଛି କରି ଦେଖାଇଛି କୁନି ଝିଅଟିଏ, ଯାହା ଏବେ ଖୁବ୍ ଚର୍ଚ୍ଚାରେ । ଶାଢି ପିନ୍ଧି କରିଛନ୍ତି ଚମତ୍କାର ସ୍କେଟିଂ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । କେରଳରେ ମଙ୍ଗଳବାର ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା ଓନମ ପର୍ବ । ଏହି…

ଅନନ୍ୟ ପରିବାର : ଚାଲନ୍ତି ଚାରି ହାତ ଗୋଡରେ, ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ

ତୁର୍କୀ: ତୁର୍କୀରେ ରହୁଥିବା ଏକ ପରିବାର ଏବେ ଚର୍ଚ୍ଚାରେ । କାରଣ ଏହି ପରିବାରର ସଦସ୍ୟମାନେ ଚାରି ହାତ ଗୋଡରେ ଚାଲନ୍ତି । ଏହି ପରିବାରର ନାମ ହେଉଛି ‘ଉଲ୍ଲାସ ପରିବାର' । ଏପରି ଚାଲି କରି ଏହି ପରିବାର ଦୁନିଆକୁ ଚକିତ କରିଦେଇଛନ୍ତିି । ଏମାନଙ୍କୁ ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ…

ଧରାପଡ଼ିଲା ଦୁନିଆର ସବୁଠୁ ବିରାଟକାୟ କୁମ୍ଭୀର, ଲୋକେ ଦେଖି ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଧରାପଡ଼ିଲା ଦୁନିଆର ସବୁଠୁ ବିରାଟକାୟ କୁମ୍ଭୀର । ଆମେରିକାର ମିସିସିପିରେ ଥିବା ୟାଜୁ ନଦୀରୁ ଶିକାରୀମାନେ ଉଦ୍ଧାର କରିଛନ୍ତି ଏହି ବିରାଟକାୟ କୁମ୍ଭୀରକୁ । ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରିବା ପରେ ଏହି କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲେ ଶିକାରୀମାନେ । ଏହାର ଲମ୍ବ…

ବଜାରକୁ ଆସିଲା କିବୋର୍ଡ଼ ଜ୍ୟାକେଟ୍‌, ଏହାର ମୂଲ୍ୟ ଜାଣିଲେ ହୋସ ଉଡ଼ିଯିବ

ଆପଣ ବିଭିନ୍ନ ପ୍ରକାରର ଜ୍ୟାକେଟ ଦେଖିଥିବେ । ସେ ଦାମୀ ହେଉ ବା ଶସ୍ତା । କିନ୍ତୁ ଆଜିକାଲି ଏକ ଜ୍ୟାକେଟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛି । ଏହି ଜ୍ୟାକେଟ୍‌ଟି ଦେଖିବାକୁ ଠିକ୍ କମ୍ପ୍ୟୁଟର କିବୋର୍ଡ୍ ପରି । ଏଥିରେ କିବୋର୍ଡ୍ ପରି ବଟନ୍ ସବୁ ରହିଛି । କିନ୍ତୁ ଏହାର ମୂଲ୍ୟ ଜାଣିଲେ…

ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ

ଲକ୍ଷ୍ମଣ ସାହୁ ଶ୍ରାବଣ ପୂର୍ଣ୍ଣିମା ହେଉଛି ଶ୍ରାବଣ ଏବଂ ଭାଦ୍ରବ ମାସକୁ ସଂଯୁକ୍ତ କରୁଥିବା ଏକ ପବିତ୍ର ତିଥି । ଗୋସ୍ୱାମୀ ତୁଳସୀ ଦାସଙ୍କ ‘ରାମଚରିତମାନସ’ରେ, ଏହି ଦୁଇ ମାସ ହେଉଛି ‘ରାମ’ ନାମକ ଦୁଇଟି ଚରିତ୍ର, ଯାହା ଭକ୍ତମାନଙ୍କ ଜୀବନର ଆଧାର ଅଟେ । ଯାହା ବହୁ ଶତାବ୍ଦୀ ଧରି ଭାରତୀୟ…

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: କେତେବେଳେ ବାନ୍ଧିବେ ରାକ୍ଷୀ,ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବେ ଭଉଣୀ । ରାଖି ବାନ୍ଧିବାର ଶୁଭ ମୁହୂର୍ତ୍ତକୁ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଲାଗିଥିବାବେଳେ ଦିନ ୧୧ଟା ୨୨ ପରେ ରାଖି ବାନ୍ଧିବେ ବୋଲି ଜ୍ୟୋତିଷ ବିଷାରଦମାନେ କହିଛନ୍ତି । ଶାସ୍ତ୍ରବିଦଙ୍କ କହିବା ଅନୁଯାୟୀ, ଆଜି ଦିନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସେବକ ଶୁଦ୍ଧି (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ବିଧି ବିଧାନ ପୂର୍ବରୁ ପୂଜକ ନିଜକୁ ଶୁଦ୍ଧପୂତ କରି ଆରାଧ୍ୟ ଦେବତାଙ୍କ ସମ୍ମୁଖରେ ବା ସମୀପରେ ଆସନ ପକାଇ ଉପବେଶନ କରିବେ। ଅତି କମରେ ଗୋଟିଏ କୁଶକୁ ମଧ୍ଯ…