Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦୁନିଆର ସବୁଠୁ ଦାମୀ ଜୋତା, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇଟାଲି:ଅଧିକାଂଶ ମହିଳା ବିଭିନ୍ନ ପ୍ରକାର ଜୋତା ପିନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି । ଅନେକ ମହିଳା ଭିନ୍ନ ଭିନ୍ନ ଡ଼ିଜାଇନକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଅଧିକ ଦାମ୍‌ର ପିନ୍ଧିବାକୁ ପସନ୍ଦ କରିଥାନ୍ତି । ତେବେ ଦୁନିଆରେ ଏପରି ଏକ ଜୋତା ଅଛି, ଯାହା ଦେଖିବାକୁ ବହୁତ ସୁନ୍ଦର । ହେଲେ…

ଏମିତି ଗାଁ, ଯେଉଁଠି ୪୫ ବର୍ଷ ହେଲାଣି ଗୋଟିଏ ବି ମାମଲା ଥାନାରେ ହୋଇନି

ବିହାର: ଏମିତି ଏକ ଗାଁ ଯେଉଁଠି ମଦ ପ୍ରସ୍ତୁତ ହୁଏ ନାହିଁ କିମ୍ବା କେହି ପିଅନ୍ତି ବି ନାହିଁ । ଦୋକାନ ବି ନାହିଁ । ବର୍ଷେ କି ୫ ବର୍ଷ ନୁହେଁ, ଦୀର୍ଘ ୪୫ ବର୍ଷ ହେଲାଣି ଏହି ଗ୍ରାମରୁ ଗୋଟିଏ ମାମଲା ମଧ୍ୟ ଥାନାକୁ ଯାଇନାହିଁ । ଏମିତି କି ଏହି ଗାଁରେ କେହି ସରପଞ୍ଚଏବଂ ୱାର୍ଡ ସଦସ୍ୟ ଭାବେ…

ମହିଳା ଡ଼ାକ୍ତର ନିଜେ ନିଜର କଲେ ଏଣ୍ଡୋସ୍କୋପି

ନୂଆଦିଲ୍ଲୀ: ସାଧାରଣତଃ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଲେ ଏଣ୍ଡୋସ୍କୋପି କରିବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଏଣ୍ଡୋସ୍କୋପି ଦ୍ୱାରା ବିଭିନ୍ନ ରୋଗ ସହଜରେ ଚିହ୍ନଟ ହୋଇପାରିଥାଏ । ଏଣ୍ଡୋସ୍କୋପିରେ ଗଳା ବାଟେ ଏକ କ୍ୟାମେରା ଶରୀର ଭିତରକୁ ଯାଇ ଭିତରେ ଥିବା ରୋଗର ଚିହ୍ନଟ…

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯୁବତୀ ଶରୀରରେ ବୋଳି ହୁଅନ୍ତି କାଦୁଅ

ଆଜିକାଲି ସମସ୍ତେ ସୁନ୍ଦର ଦେଖାଯିବାକୁ ଇଚ୍ଛା କରନ୍ତିିଁ । ଏଥିପାଇଁ କିଛି ମହିଳା ପ୍ରତି ମାସରେ କେବଳ ସୌନ୍ଦର୍ଯ୍ୟ ସାମଗ୍ରୀରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି । ବେଳେବେଳେ କେହି ଏଥିରୁ ଲାଭବାନ ହେଉଥିବା ବେଳେ ଆଉ କିଛିଙ୍କ ଶରୀରରେ କୁପ୍ରଭାବ ପକାଇଥାଏ । କିନ୍ତୁ ଆଜିର ଦୁନିଆରେ…

ଯାଆଁଳା ଭଉଣୀ: ପିନ୍ଧୁଛନ୍ତି ସମାନ ପୋଷାକ, ଏକାଠି ନିଜ ସ୍ୱାମୀଙ୍କୁ ଦେଇଛନ୍ତି ଛାଡପତ୍ର

ନ୍ୟୁୟର୍କ : ଯମଜ ବା ଯାଆଁଳା ଚରିତ୍ରକୁ ନେଇ ଅନେକ ଚର୍ଚ୍ଚା ହୁଏ । ଜଣକୁ ଆଘାତ ଦେଲେ ଅନ୍ୟ ଜଣେ ଯାଆଁଳା କଷ୍ଟ ପାଏ ବୋଲି ଅନେକ କାହାଣୀରେ ସ୍ଥାନିତ ହୋଇଛି । ଉଭୟେ ସମାନ ରଙ୍ଗର ପୋଷାକ ପିନ୍ଧିବା, ସମାନ ଷ୍ଟାଇଲ କରିବା ଦେଖିବାକୁ ମିଳେ । ଅନେକ ମନେ କରୁଥିବେ ହୁଏତ ଏହା କାହାଣୀର ଦୃଶ୍ୟୟାନ…

ବାହାରିଲା ମାଁ ଶୁରେଶ୍ଵରୀଙ୍କ ନୁଆଁଖାଇ ଲଗ୍ନ

ସୋନପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ନୁଆଁଖାଇ ଲଗ୍ନ ବାହାରିଥିବା ବେଳେ ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ଶୁରେଶ୍ଵରୀଙ୍କର ନୁଆଁଖାଇ ଲଗ୍ନ ବାହାରିଛି । ସୋନପୁର ଗଡଜାତ…

ଏଠାରେ ଯୋଡି ହୁଏ ଭଙ୍ଗା ହାଡ : ହସ୍ପିଟାଲ ନ ଯାଇ ମନ୍ଦିର ଆସନ୍ତି ଲୋକ !

ଦିଲ୍ଲୀ: ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି…

ମନ ମୋହୁଛି ନନ୍ଦନବନ, ଲାଗୁଛି ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ

ବୌଦ୍ଧ: ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ପାର୍କ ଭାବରେ ମାନ୍ୟତା ପାଇଛି ବୌଦ୍ଧ ଜିଲ୍ଲା ବୀରନରସିଂପୁରରୁ ପ୍ରାୟ ୧୫ଶହ ଏକର ପରିମିତ ଅଞ୍ଚଳର ଥିବା ନନ୍ଦନବନ ସଫାରୀ । ରାତି ପାହିଲେ ଏହି ସଫାରୀରେ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ ଭିଡ । ଏଠାକାର ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମଙ୍ଗଳ ଆଳତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଭିତରେ ସର୍ବ ପ୍ରଥମ ନୀତି ଦ୍ୱାରଫିଟା ସମ୍ପନ୍ନ ହେବା ପରେ ପରେ ଯେଉଁ ଆଳତି ହୋଇଥାଏ। ତାହାକୁ "ମଙ୍ଗଳ ଆଳତି "କହନ୍ତି। ସୂର୍ଯ୍ୟ ଉଦୟ ପୂର୍ବରୁ…

ଆସନ୍ତୁ ଜାଣିବା କେଉଁଠାରେ ଜନ୍ମାଷ୍ଟମୀ ଅବସରରେ ରାଧାକୃଷ୍ଣ ପିନ୍ଧିଲେ ୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଆଭୂଷଣ

ଗ୍ୱାଲିୟର: ଜନ୍ମାଷ୍ଟମୀ ଅବସରରେ ସାରା ଦେଶ ଏବେ ଶ୍ରୀକୃଷ୍ଣମୟ ହୋଇ ଉଠିଛି । ଗ୍ୱାଲିୟରର ଫୁଲବାଗରେ ଐତିହାସିକ ଗୋପାଳ ମନ୍ଦିରରେ ଏହାକୁ ଧୂମଧାମରେ ପାଳନ କରାଯାଉଛି । ଏଠାରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାରାନୀଙ୍କୁ ମୂଲ୍ୟବାନ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ରିପୋର୍ଟ ମୁତାବକ ୧୦୦ କୋଟିରୁ…