Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦୁନିଆର ସବୁଠୁ ଛୋଟ ସହରଛ ଯେଉଁଠି ରୁହନ୍ତି ମାତ୍ର ୫୮ ଲୋକ, ସମସ୍ତେ କୋଟିପତି

ନ୍ୟୁୟର୍କ: ଦୁନିଆରେ ଅନେକ ସ୍ଥାନ ଅଛି ଯେଉଁଠାରେ ଏବେ ବି ମଣିଷ ବସବାସ କରନ୍ତି ନାହିଁ । ସେହି କାରଣରୁ ଆଜି ବି ଲୋକମାନେ ଏହି ସ୍ଥାନଗୁଡ଼ିକ ବିଷୟରେ ଅଜ୍ଞ । କିନ୍ତୁ ଏହି ସ୍ଥାନଗୁଡିକ ବିଷୟରେ ଲୋକେ ଯେତେବେଳେ ଜାଣିବାକୁ ପାଆନ୍ତି, ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆମେ ଆପଣଙ୍କୁ ଆମେରିକାର ଏପରି…

ଭାସମାନ ଦ୍ୱୀପ: ଏମିତି କିଛି କାରଣ ପାଇଁ ପ୍ରତିବର୍ଷ ଡଙ୍ଗାରେ ଠେଲିବାକୁ ପଡ଼େ

ନ୍ୟୁୟର୍କ: ଆମେରିକାର ୱିସ୍କୋନସିନ୍ ରାଜ୍ୟରେ ‘ଚିପ୍‌ୱା’ ନାମକ ଏକ ହ୍ରଦରେ ଅଛି ଭାସମାନ ଦ୍ୱୀପ । ଏହି ଦ୍ୱୀପ ୪୦ ଏକର ପରିମିତ ସ୍ଥାନରେ ବ୍ୟାପିଛି । ଅନେକ ସମୟରେ ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ପ୍ରତିବର୍ଷ ଏହି ଦ୍ୱୀପକୁ ଡଙ୍ଗା ସାହାଯ୍ୟରେ ଠେଲିବାକୁ ପଡ଼ିଥାଏ ।…

ମହିଳାଙ୍କ କାନରେ ପଶିଗଲା ଅସରପା, ବାହାର କରିବା ପରେ ଜୀବିତ ଥିଲା

ନ୍ୟୁୟର୍କ: ଆଜିକାଲି ଦୁନିଆରେ ଦିନକୁ ଦିନ ଅଜବ ଘଟଣା ସାମ୍ନାକୁ ଆସୁଛି । ଏଥିମଧ୍ୟରୁ କିଛି ସ୍ୱାଭାବିକ ମନେ ହୋଇଥାଏ । ଆଉ କିଛି ଏମିତି ଘଟଣା ଅଛି ଯାହା ବିଷୟରେ ଶୁଣିଲେ ଅଦ୍ଭୁତ ମନେ ହୋଇଥାଏ । ଆମେରିକାର କଲମ୍ବିଆରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ କାନରେ…

୧୬ ବର୍ଷ ହେଲା ନିର୍ମାଣ ଚାଲିଛି ବିଶ୍ୱର ସର୍ବବୃହତ ଜୈନ ମନ୍ଦିର : ବ୍ୟବହାର ହେଉନି ଲୁହା ଏବଂ ସିମେଣ୍ଟ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମୋହ ଜିଲ୍ଲା ।ରୁ ୩୬ କିଲୋମିଟର ଦୂର କୁଣ୍ଡଗପୁରରେ ନିର୍ମାଣ ହେଉଛିି ବିଶ୍ୱର ସର୍ବବୃହତ ଜୈନ ମନ୍ଦିର । ୫୦୦ ଫୁଟ ଉଚ୍ଚ ପାହାଡ ଉପରେ ନିର୍ମିତ ଏହି ମନ୍ଦିରର ଉଚ୍ଚତା ପ୍ରାୟ ୧୮୯ ଫୁଟ । କୁହାଯାଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ନାଗର ଶୈଳୀରେ ଏଭଳି ବଡ଼ ମନ୍ଦିର…

ନିଲାମ ହେବ ଚା କେଟଲ୍‌, କିଣିବାକୁ ଲୋକଙ୍କ ଭିଡ଼, ଦାମ ଜାଣିଲେ ଚକିତ ହୋଇଯିବେ

ବ୍ରିଟେନ: ସାଧାରଣତଃ ସମସ୍ତଙ୍କ ଘରେ ଚା ’କେଟଲ ନିଶ୍ଚୟ ଥିବ । ଏହା ଆଲୁମିନିୟମ୍ କିମ୍ବା ସିରାମିକ୍ ଦ୍ୱାରା ନିର୍ମିତ ହୋଇଥାଏ, ଯାହା ବଜାରରେ ଅତି ସହଜରେ ଶହେରୁ ହଜାର ଟଙ୍କା ମଧ୍ୟରେ ଉପଲବ୍ଧ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କେଟଲ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ…

ଲଳିତ କଳା ପୀଠର ୬୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ନିରନ୍ତର ଭାବରେ କଳାର ପ୍ରଚାର ପ୍ରସାର ସହ କଳାକାର ସୃଷ୍ଟିକରି ଚାଲିଥିବା ସର୍ବ ପୁରାତନ ଅନୁଷ୍ଠାନ ଲଳିତ କଳା ପୀଠର ୬୭ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଦିବସବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୀତି କାନ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବାପୂଜା ଓ ପର୍ବ ଉତ୍ସବ ଆଦିର ସମଗ୍ର ବିଧି ବ୍ୟବସ୍ଥା ମହାରାଜ ଇନ୍ଦ୍ରଦ୍ୟୁମ୍ନ ହିଁ ପ୍ରଚଳନ କରିଥିଲେ। କୁହାଯାଏ ବେଦବ୍ୟାସ ବିରଚିତ ସ୍କନ୍ଦ ପୁରାଣ…

୭ ବର୍ଷ ହେଲା ସାଉଁଟୁଛନ୍ତି ଗର୍ଭଧାରଣର ଅନୁଭୂତି: ଏବେ ଜନ୍ମ ଦେବେ ୧୦ମ ସନ୍ତାନ

ଅଷ୍ଟ୍ରେଲିଆ: କିଛି ବର୍ଷ ପଛକୁ ଗଲେ ଲୋକ ସଂଖ୍ୟାର ହାର କେତେ ଥିଲା ତାହା ଆମ ସମସ୍ତଙ୍କୁ ଜଣା । ବିଭିନ୍ନ ହସପିଟାଲରେ ସେ ସମୟରେ ଗର୍ଭଧାରଣ ଓ ସନ୍ତାନସନ୍ତତି ପାଇଁ ଚିକିତ୍ସା ହେବାର ସୁବିଧା ନ ଥିଲା । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିଭିନ୍ନ ପରିବାରରେ ଅତିକମରେ ୫ କିମ୍ବା ୬ ପିଲା ଜନ୍ମ…

ଆକାଶରେ ଦୃଶ୍ୟମାନ ହେଲା ସବୁଜ ଆଲୋକ, ଭିଡ଼ିଓ ଭାଇରାଲ

ୟୁରୋପ: ଆକାଶ ନୀଳ, ଧଳା କିମ୍ବା ବେଳେବେଳେ ଲାଲ ହୋଇଥିବାର ଆପଣ ନିଶ୍ଚୟ ଦେଖିଥିବେ । ଯେତେବେଳେ ବଜ୍ରପାତ ହୁଏ, ଏହା କଳା ଏବଂ ଧଳା ରଙ୍ଗରେ ମଧ୍ୟ ଦେଖାଯାଏ । କିନ୍ତୁ ଆପଣ କେବେ ଆକାଶରେ ସବୁଜ ଆଲୋକ ଦେଖିଛନ୍ତି କି? ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସବୁଜ ରଙ୍ଗ ଆକାଶରେ…

ମାଆଙ୍କୁ ଭାର କରି ୧୬୦ କିଲୋମିଟର ତୀର୍ଥ ଯାତ୍ରାରେ ନେଲେ ଦୁଇ ପୁଅ

ବିହାର: ରାମାୟଣର ଏକ ଚର୍ଚ୍ଚିତ ଚରିତ୍ର ଶ୍ରବଣ କୁମାର, ଯିଏ ନିଜ ଦୃଷ୍ଟିହୀନ ବାପାମାଆଙ୍କୁ ଭାରରେ ବସାଇ ତୀର୍ଥ ଯାତ୍ରା କରାଇଥିଲେ । ବର୍ତ୍ତମାନ ସମୟରେଏଭଳି ବି ଚରିତ୍ର ଅଛନ୍ତି,ଯିଏ ନିଜ ବାପାମାଆଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି ଚରିତ୍ର ହେଲେ ବିହାରର ଦୁଇ ଭାଇ,…