Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦ୍ୱାରଫିଟା ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ସର୍ବପ୍ରଥମ ନୀତି ହେଉଛି "ଦ୍ୱାରଫିଟା ନୀତି "। ଏହା କେବଳ ଦ୍ୱାରଫିଟା ପାଇଁ ଉଦ୍ଦିଷ୍ଟ ନୁହେଁ ମହାପ୍ରଭୁଙ୍କର ନିଦ୍ରାଭଙ୍ଗ ପାଇଁ ପାର୍ଥନା…

ଜନ୍ମାଷ୍ଟମୀରେ ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା, ଜାଣନ୍ତୁ ଏହାର ବିଶେଷତ୍ବ

ଭୁବନେଶ୍ବର: ସମଗ୍ର ଦେଶରେ ବେଶ୍ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ । ଏହାକୁ ନେଇ ବିଭିନ୍ନ ମଠ ଓ ମନ୍ଦିରରେ ଖୁବ୍ ଆଡମ୍ବରରେ ପାଳନ କରାଯାଉଛି ଜନ୍ମାଷ୍ଟମୀ ବ୍ରତ। ସବୁ ବର୍ଷ ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ସାଜିଥାଏ ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର…

ଦୁନିଆର ସବୁଠୁ ବୟସ୍କ କୁକୁଡ଼ା, କରିଛି ବିଶ୍ୱ ରେକର୍ଡ଼, ବିତାଉଛି ବିଳାସପୂର୍ଣ୍ଣ ଜୀବନ

ୱାଶିଂଟନ:ଦୁନିଆରେ ଅନେକ ପଶୁପକ୍ଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବିଭିନ୍ନ କାରଣରୁ ଚର୍ଚ୍ଚାକୁ ଆସିବା ସହିତ ବିଶ୍ୱ ରେକର୍ଡ଼ ବି କରିଥାନ୍ତି । ସେହିପରି ଆପଣ ଦୁନିଆର ସବୁଠୁ ବୟସ୍କ କୁକୁଡ଼ା ବିଷୟରେ ଜାଣିଛନ୍ତି କି? ଯିଏକି ଗିନିଜ୍ ୱାର୍ଲ୍ଡ ରେକର୍ଡ଼ କରିିଛି । ଆଉ ତାର ଜୀବନଶୈଳୀ…

ଛାତ ଉପରେ କାର ଷ୍ଟଣ୍ଟ୍ କରିବା ପଡ଼ିଲା ଭାରି, ଭିଡିଓ ଦେଖିଲେ ଥରି ଉଠିବ ଛାତି

ଦୁନିଆରେ କିଛି ଲୋକ ଅଛନ୍ତି, ଯେଉଁମାନେ ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ସେମାନେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ ଦେଖାଇଥାନ୍ତି । ସେଥିମଧ୍ୟରୁ କିଛି ଲୋକ ବାଇକ୍ ହେଉ ବା କାରରେ ଦୁଃସାହସିକ ଷ୍ଟଣ୍ଟ କରିବାକୁ ଭଲ ପାଇଥାନ୍ତି । ବେଳେବେଳେ ଏହି ଷ୍ଟଣ୍ଟ ସେମାନଙ୍କ ପାଇଁ…

ଗୋଟିଏ ଛାତ ତଳେ ରହୁଛନ୍ତି ୬୫ ସଦସ୍ୟ, ବଡ଼ ପରିବାର ଭାବେ ବେଶ୍ ପରିଚିତ

ମଧ୍ୟପ୍ରଦେଶ: ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ । ହେଲେ ଆଜିର ସମୟରେ କେହି ଯୌଥ ପରିବାରରେ ରହିବାକୁ ଇଛା କରୁନାହାନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତ୍ରୀ ଓ ପିଲାଙ୍କୁ ନେଇ ରହିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ବି ଦୁନିଆରେ ଅନେକ ଯୌଥ ପରିବାର ରହିଛି,…

ଗୁୁରୁ ଦିବସରେ ଛାତ୍ରଙ୍କ ଥଟ୍ଟା ମହଙ୍ଗା ପଡ଼ିଲା, ଶିକ୍ଷକ ରାଗିଯାଇ ଛେଚି ପକାଇଲେ

ବିହାର: ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀକୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଗୁରୁ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷକମାନଙ୍କୁ ପୂଜାର୍ଚ୍ଚନା କରିବା ସହ ବିଶେଷ ଉପହାର ଦେଇଥାନ୍ତି । କିନ୍ତୁ…

ପବିତ୍ର ଜନ୍ମାଷ୍ଟମୀ: ଉତ୍ସବମୁଖର ରାଜ୍ୟର କୋଣ ଅନୁକୋଣ

ଯାଜପୁର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେବେ ଶ୍ରୀକୃଷ୍ଣ ଭଗବାନ । ଏନେଇ ସବୁଠି ଉତ୍ସାହ ଉଲ୍ଲାସ । କୃଷ୍ଣ ପ୍ରେମରେ ଭିଜିଛନ୍ତି ଭକ୍ତ । ସବୁଠି ସ୍ବତନ୍ତ୍ର ପ୍ରସ୍ତୁତି ସହ ଚାଲିଛି ପୂଜାର୍ଚ୍ଚନା । ପ୍ରଭୁ ଶ୍ରୀକୃଷ୍ଣଙ୍କ…

ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭକୁ ନେଇ ଉଠୁଛି ପ୍ରଶ୍ନ: ପୁଣି ଥରେ ହୋଇପାରେ ଲକ୍ଡ଼ାଉନ୍

ନୁଆଦିଲ୍ଳୀ: ଜିଲ୍ ବାଇଡେନ୍ କରୋନା ପଜିଟିଭ୍: ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭ୍ ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ଏଥି ସହିତ ଆମେରିକାରେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ଆମେରିକାର…

ଅଦ୍ଭୁତ, ଅବିଶ୍ୱସନୀୟ, ଅଲୌକିକ, ବୃନ୍ଦାବନର ନିଧି ବନ: ଯେଉଁଠି ଆଜି ବି ଆସନ୍ତି ଭଗବାନ କୃଷ୍ଣ

ଉତ୍ତରପ୍ରଦେଶ: ଭାରତରେ ଏମିତି ଅନେକ ସ୍ଥାନ ଅଛି,  ଯାହାକୁ ନେଇ ଅନେକ ରହସ୍ୟମୟ ଓ ଅଲୌକିକ କାହାଣୀ ରହିଛି।  ପ୍ରଭୁ କୃଷ୍ଣଙ୍କର ପିଲା ବେଳ ସହ ଜଡ଼ିତ ଅନେକ କଥା ସଭିଁଙ୍କୁ ଜଣା। ମାତ୍ର କ’ଣ ଆପଣ ଜାଣନ୍ତି , ପୃଥିବୀ ପୃଷ୍ଠରେ ଆଜି ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାକୁ ପ୍ରଭୁ କୃଷ୍ଣ ସ୍ୱୟଂ…

ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସୁଛି ମଥୁରା ନଗରୀ, ଅଧ ରାତ୍ରୀରେ ଜନ୍ମ ନେବେ ପ୍ରଭୂ ଶ୍ରୀକୃଷ୍ଣ

ନୂଆଦିଲ୍ଲୀ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଏଥିପାଇଁ ଦେଶର କୋଣ ଅନୁକୋଣରେ ଥିବା ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଦ୍ଵାରିକାନଗରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ପ୍ରଭୂ…