Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପଥରରେ ପ୍ରସ୍ତୁତ ଖାଦ୍ୟର ବେଶ୍ ଚାହିଦା

ଚୀନ: ଆପଣ ନିଶ୍ଚିତ ଭାବରେ ଅନେକ ପ୍ରକାରର ଚାଇନିଜ୍ ଖାଦ୍ୟ ଖାଇଥିବେ । ଯେପରି- ଚାଉମେନ୍‌, ରୋଲ,ଚିକେନ ପକୋଡ଼ା, ମଞ୍ଚୁରିଆନ୍ ଏବଂ ସ୍ପ୍ରିଙ୍ଗ୍ ରୋଲ୍ ଇତ୍ୟାଦି । କିନ୍ତୁ ଆପଣ ସେହି ଚାଇନିଜ୍ ଖାଦ୍ୟ ବିଷୟରେ ଜାଣିଛନ୍ତି, ଯାହା ପଥରରେ ପ୍ରସ୍ତୁତ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ…

ସଜ୍ଜେଇ ହେଲା ଝିଟିପିଟି: ଭିଡ଼ିଓ ଭାଇରାଲ

ଦୁନିଆରେ ଅନେକ ଜୀବଜନ୍ତୁ ରହିଛନ୍ତି । ସେଥି ମଧ୍ୟରୁ ଏମିତି କିଛି ଜୀବ ଅଛନ୍ତି, ଯାହାକୁ ଆମେ ଭୟ କରିବା ସହ ଘୃଣା କରିଥାନ୍ତି । ସେଥିମଧ୍ୟରେ ଝିଟିପିଟି ଅନ୍ୟତମ । ଯଦି ଭୁଲରେ କେବେ ଝିଟିପିଟି କାହାରି ସାମ୍ନାକୁ ଆସିଯାନ୍ତି, ଲୋକେ ତାକୁ ଦେଖି ଡ଼େଇଁପଡ଼ିବା ସହ ଦୂରେଇ ଯାଆନ୍ତି । ଏହି…

ମହିଳାଙ୍କ କୋଳରେ ବସି ମୟୂର କରୁଛି ବିମାନ ଯାତ୍ରା, ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି

ସାଧାରଣତଃ ପୋଷା କୁକୁର, ବିଲେଇକୁ କୋଳରେ ଧରି ଅନେକ ସମୟରେ ଲୋକେ ବିମାନ ଯାତ୍ରା କରିବାର ନଜିର ଅଛି । ଏହା ମଧ୍ୟ ଏକ ସାଧାରଣ କଥା ବୋଲି କୁହାଯାଇପାରେ । କିନ୍ତୁ ବିମାନରେ ପାଳିତ ମୟୁରକୁ କୋଳରେ ଧରି ଯାତ୍ରା କରିବା ହୁଏତ ଆମ ଭିତରୁ ଅନେକ ଦେଖି ନ ଥିବେ । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ…

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳିଲେ ବୃଦ୍ଧ ଦମ୍ପତ୍ତି: ଚଢିଲେ ସର୍ବୋଚ୍ଚ ପର୍ବତଶୃଙ୍ଗ

ନ୍ୟୁୟର୍କ: ଅଧିକାଂଶ ଲୋକ ନିଜ ବିବାହ ଓ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଆପଣାଇଥାନ୍ତି । କିନ୍ତୁ ନ୍ୟୁୟର୍କର ଏକ ବୃଦ୍ଧ ଦମ୍ପତି ସେମାନଙ୍କର ୬୬ ତମ ବିବାହ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏହା…

‘ଏଲିଏନ୍’ ପରି ଏକ ସନ୍ତାନକୁ ଜନ୍ମ ଦେଲେ ମହିଳା, ଯାହାକୁ ଦେଖି ଡାକ୍ତରମାନଙ୍କର ମଧ୍ୟ ଉଡ଼ିଗଲା ହୋସ୍

ନୁଆଦିଲ୍ଲୀ: ଜଣେ ମା ପାଇଁ ତାର ସନ୍ତାନ ହେଉଛି ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ସବୁଠାରୁ ସୁନ୍ଦର ଉପହାର । ପିଲାଟି ଯେପରି ହେଉନା କାହିଁକି, ପ୍ରସବ କରୁଥିବା ମା ଏହାକୁ ଦୁନିଆର ସମସ୍ତ ଅସୁବିଧାରୁ ରକ୍ଷା କରିବାରେ ଆଗରେ ରହିଥାଏ । କିନ୍ତୁ ଯେତେବେଳେ ଈଶ୍ୱର ସନ୍ତାନକୁ ଏକ ଅଜବ ରୋଗ କିମ୍ବା…

ମାଲିକାନା ବଦଳିବା ପରେ ଏନଡିଟିଭି ଖୋଲିଲା ପ୍ରଥମ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ, ଆଗକୁ ଏହି ସବୁ ରାଜ୍ୟରେ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ଦ୍ବାରା ପରିଚାଳିତ ଏନଡି ଟିଭି ଆଜି ନିଜର ପ୍ରଥମ ଆଞ୍ଚଳିକ ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ଆରମ୍ଭ କରିଛି। ଏନଡିଟିଭି ମଧ୍ୟପ୍ରଦେଶ ଓ ଛତିଶଗଡ ନାମରେ ନାମିତ ହୋଇଛି ଏହି ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ। ଏନଡିଟିଭି ମାଲିକାନା ହାତେଇବା ପୂର୍ବରୁ ଆଲୋଚନା ହେଉଥିଲା ଯେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପଣା ପ୍ରସ୍ତୁତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଣା ଭୋଗ ବିଷୟେ ଆଲୋଚନା ଜାରି ରହିଛି। ଏହି ପ୍ରସଙ୍ଗରେ ଦୈନଦିନ ଲାଗି ହେଉଥିବା ପଣା ଭୋଗ ଓ ବର୍ଷ ମଧ୍ୟରେ ପଡୁଥିବା କିଛି ନିର୍ଦ୍ଧିଷ୍ଟ ପର୍ବ ପର୍ବାଣୀମାନଙ୍କରେ…

ଅଜଗରଙ୍କ ମେଳରେ ବ୍ୟକ୍ତି, ଲୋକେ ଦେଖି ଆଶ୍ଚର୍ଯ୍ୟ

ସାପ ବିଷଧର ହେଉ ବା ବିଷହୀନ ତାର ନାଁ ଶୁଣିଲେ ଯେ କେହି ଭୟ କରନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି, ଯିଏ କି ସାପକୁ ଆଦୌ ଭୟ କରନ୍ତି ନାହିଁ । ସାହସର ସହିତ ସାପକୁ ଧରନ୍ତି ଓ ସେମାନଙ୍କ ସହିତ ମଧ୍ୟ ରୁହନ୍ତି । ଏବେ ଏପରି ଜଣେ ବ୍ୟକ୍ତିଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ବଡ଼…

୬୩ ବର୍ଷ ବୟସରେ ୮୭ଟି ଦେଶ କରିଥିଲେ ଭ୍ରମଣ : ଏବେ ବାହାରିଛନ୍ତି ମାଳଦ୍ୱୀପ ଭ୍ରମଣରେ

ନୂଆଦିଲ୍ଲୀ: ଯେଉଁ ବୟସରେ ଲୋକେ ଘରେ ବସି ନିଜ ନାତି ନାତୁଣୀଙ୍କ ସହ ଦିନ କାଟିବାକୁ ଚାହାଁନ୍ତି, ସେହି ବୟସରେ ଟର୍ବାନ ଟ୍ରାଭେଲରର ଖ୍ୟାତି ଅର୍ଜନ କରିଥିବା ଦିଲ୍ଲୀର ଅମରଜିତ ସିଂ ଚାୱଲା ପୁଣି ତାଙ୍କ କାରରେ ବିଶ୍ୱ ଭ୍ରମଣରେ ବାହାରିଛନ୍ତି । କିନ୍ତୁ ଏଥର ଅମରଜିତ ବିଶ୍ୱ ଭ୍ରମଣରେ ଏକୁଟିଆ…

ଏପରି ଜାଗା, ଯେଉଁଠି ଓଲଟା ବହିଥାଏ ପାଣି: ବୈଜ୍ଞାନିକମାନେ ବି ଜାଣିପାରି ନାହାନ୍ତି ରହସ୍ୟ

ଛତିଶଗଡ: ବର୍ତ୍ତମାନ ସମୟରେ ବିଜ୍ଞାନ ବହୁତ ପ୍ରଗତି କରି ସାରିଲାଣି । ସବୁ କ୍ଷେତ୍ରରେ ବିଜ୍ଞାନ ଦ୍ଵାରା କରାଯାଇଥିବା ଉପଲବ୍ଧି ବିଷୟରେ ସମସ୍ତେ ଅବଗତ ଅଛନ୍ତି । କିନ୍ତୁ ଆଜି ବି ପୁରା ଦୁନିଆରେ ଏମିତି କେତେକ ସ୍ଥାନ ଏବଂ ରହସ୍ୟ ଅଛି ଯାହାଙ୍କ ବିଷୟରେ ଆଜି ବି ବିଜ୍ଞାନ ମଧ୍ୟ ଭେଦ କରିପାରି…