Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୁକୁର ପାଇଁ ଚାକିରି ଛାଡ଼ିଲେ ଯୁବତୀ

ଅଷ୍ଟ୍ରେଲିଆ: ଆମ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଘରେ ପଶୁ ପକ୍ଷୀ ରଖିବାକୁ ପସନ୍ଦ କରନ୍ତି । ସେମାନଙ୍କ ଭିତରେ ଏମିତି ବି କିଛ ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନଠାରୁ ପାଳିତ ପଶୁପକ୍ଷୀଙ୍କୁ ବେଶୀ ଭଲ ପାଇଥାନ୍ତି । ଏପରିକି ଏହି ପଶୁପକ୍ଷୀ ପ୍ରେମ ପାଇଁ ଅନେକ ନିଜ କ୍ୟାରିୟର…

ଶିକ୍ଷୟିତ୍ରୀ ବର୍ଷକୁ ରୋଜଗାର କରନ୍ତି ୧୦ କୋଟି , ଶିକ୍ଷାଦାନ କରି ନୁହେଁ, ଭିନ୍ନ ଉପାୟରେ

ଆମ ଦେଶରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ଦରମା ଘରୋଇ ଶିକ୍ଷକଙ୍କଠାରୁ ବହୁତ ଅଧିକ । ଏତେ ବଡ ଦାୟିତ୍ୱ ତୁଲାଉଥିବା ଶିକ୍ଷକମାନେ ଯେତେ ରୋଜଗାର କରନ୍ତୁ ନା କାହିଁକି, ସେମାନେ ଗୋଟିଏ ବର୍ଷରେ ଅତି କମରେ ଏକ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ ନାହିିଁ । ଭାବନ୍ତୁ, ଏପରି…

ଯବାନଙ୍କ ପାରା ସଉକ: ୩୫ ବର୍ଷ ହେଲାଣି ପାଳୁଛନ୍ତି ପାରା, ରଖିଛନ୍ତି ୮୦ ପ୍ରଜାତିର

ରାଜସ୍ଥାନ: ପ୍ରତ୍ୟେକ ବ୍ୟକ୍ତିଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କେହି କୁକୁର, ବିଲେଇ, ଠେକୁଆ ବା ଶୁଆ ରଖିବାକୁ ଭଲ ପାଇଥାନ୍ତି । ସେମାନେ ତାଙ୍କର ପ୍ରିୟ ପଶୁ-ପକ୍ଷୀଙ୍କ ପାଇଁ ସବୁକିଛି କରିଥାନ୍ତି । ସେମାନେ ନିଜ ପିଲାଙ୍କ ପରି ଯତ୍ନ ନେଇଥାନ୍ତି । ସେମିତି ରାଜସ୍ଥାନର ଜଣେ ଯବାନ ୩୫…

ଦୁନିଆର ସବୁଠୁ ଦାମୀ ମହୁ; ଯାହାର କିଲୋ ୯ ଲକ୍ଷ ଟଙ୍କା

ତୁର୍କୀ: ମହୁ ଆମ ଶରୀରରେ ଅନେକ ରୋଗରୁ ରକ୍ଷା କରିଥାଏ । ସେଥିପାଇଁ ଶୁଦ୍ଧ ମହୁର ମୂଲ୍ୟ ବହୁତ ଅଧିକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ମହୁର ମୂଲ୍ୟ ? ଏହାର ଦାମ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆଉ ଭାବିବେ ଏହା ଏତେ ମହଙ୍ଗା କାହିଁକି ? ଆସନ୍ତୁ ଜାଣିବେ ।…

ନିଆରା ଢଙ୍ଗରେ ବାହାରିଲେ କାଉଡ଼ିଆ: ଷଣ୍ଢ ରୂପରେ ସଜ୍ଜାଇଲେ ବାଇକ୍‌, ପଛରେ ବସିଲେ ଶିବ, ହନୁମାନ

ବିହାର: ଏବେ ଶ୍ରାବଣ ମାସ ଚାଲିଛି । ଜଳାଭିଷେକ କରିବା ପାଇଁ ପ୍ରତ୍ୟେକ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମୁଛି । ଅନେକ ଭକ୍ତ ନିଷ୍ଠାର ସହିତ କଷ୍ଟ କରି ଚାଲି ଚାଲି ଜଳ ନେଇ ଯାଉଥିବା ବେଳେ ଆଉ କିଏ ଗାଡ଼ିରେ ଯାଉଛନ୍ତି । କିନ୍ତୁ ଏବେ ଜଳ ନେଇକି ଯିବା ଏକ ପ୍ରକାର ଫ୍ୟାଶନ ପାଲଟିଗଲାଣି । ସାଙ୍ଗ…

ରହସ୍ୟମୟୀ ମନ୍ଦିର! ଯେଉଁଠି ପ୍ରତିଦିନ ରୂପ ବଦଳାନ୍ତି ଠାକୁରାଣୀ

ଡେରାଡୁନ; ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିର ଗୁଡ଼ିକର ଅଭାବ ନାହିଁ। ଏହି ରହସ୍ୟମୟ ମନ୍ଦିରଗୁଡ଼ିକର ଇତିହାସ ବି କାହାକୁ ମଧ୍ୟ ଜଣାନାହିଁ । ଏହିପରି ଗୋଟିଏ ମନ୍ଦିର ଉତ୍ତରାଖଣ୍ଡର ଶ୍ରୀନଗରଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠାରେ ପ୍ରତିଦିନ ଏକ ଚମତ୍କାର ଘଟଣା ଘଟେ ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : କୈବଲ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଅବସ୍ଥିତ ରୋଷଶାଳ ବିଷୟରେ ଆଲୋଚନା ଜାରି ରହିଛି। ଦୈନିକ ରାଜ ଭୋଗ ବା କୋଠ ଭୋଗ ପ୍ରସ୍ତୁତ ହେବା ସହ ଭୋଗ ମଣ୍ଡପରେ ସମର୍ପିତ ହେଉଥିବା ବରାଦି…

ବୁରହାନପୁରର ଡ଼ବାବାଲା: ଦିନକୁ ବାଣ୍ଟନ୍ତି ୧୫୦ରୁ ଅଧିକ ଟିଫିନ୍‌

ମଧ୍ୟପ୍ରଦେଶ: ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୁମ୍ବାଇରେ ଅନେକ ଡବାବାଲା ଅଛନ୍ତି । କିନ୍ତୁ ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ପ୍ରତ୍ୟେକ ଦିନ ଠିକ୍ ସମୟରେ ୧୫୦ ରୁ ଅଧିକ ଟିଫିନ୍ ଯୋଗାଇଥାନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା, ଏହି ବ୍ୟକ୍ତି ଜଣକ ଆଜି ପର୍ଯ୍ୟନ୍ତ ଟିଫିନ୍…

ବନ୍ୟାରେ ଭାସିଗଲା ପୁରା ମନ୍ଦିର, ହେଲେ ଦେବତାଙ୍କ ମୂର୍ତ୍ତି ଅକ୍ଷୂର୍ଣ୍ଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମୋହରେ ନିକଟରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ଗାଁରେ ବନ୍ୟା ପାଣି ପଶିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଘର ପାଣିରେ ଧୋଇ ଯାଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏସବୁ…

ଅଜବ ଚାକିରି: ଅଫିସରେ କେବଳ ଖେଳିବେ, ଏଥିଲାଗି ମିଳିବ ମୋଟା ଅଙ୍କର ଦରମା

ନ୍ୟୁୟର୍କ: ଯଦି ଆପଣ ଖେଳିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ସର୍ବୋତ୍ତମ ଚାକିରି ରହିଛି । ଏମିତି ଏକ ଅଫିସ ଅଛି, ଯେଉଁଠିକି ଆସି ଆପଣ କେବଳ ଖେଳିବା ସହ ମୋଟା ଅଙ୍କର ସାଲାରି ବି ପାଇବେ । ତାହା ପୁଣି ସପ୍ତାହରେ ଚାରି ଦିନ । ଏପରିକି ଦିନସାରା ଖେଳି ନ ଥିଲେ, କେବଳ ୪ ଘଣ୍ଟା…