Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସୁନ୍ଦର ଦେଖାଯିବା ପାଇଁ ଘର ବିକି ପ୍ଲାଷ୍ଟିକ ସର୍ଜରି କଲେ ମହିଳା

ଫୋଇନିକ୍ସ: ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ସେଥିଲାଗି ଅନେକେ ପାଣି ପରି ଟଙ୍କା ଖର୍ଚ୍ଚ କରିଥାନ୍ତି । ପାର୍ଲର ଯିବା ସହ ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ନିକଟରେ ଜଣେ ୫୦ ବର୍ଷୀୟା ମହିଳା ସବୁଦିନ ପାଇଁ ଚୀରଯୌବନ ଦେଖାଯିବାକୁ ନିଜ ଘର ବିକି…

୪୬ ବର୍ଷ ସାନ ଯୁବକଙ୍କୁ ବିବାହ କଲେ ୮୩ ବର୍ଷୀୟା ବୃଦ୍ଧା, ଜେଜେମା-ନାତି ଯୋଡି ଭାବେ ବେଶ୍ ପରିଚିତ

ବ୍ରିଟେନ୍‌: କୁହାଯାଏ ପ୍ରେମ ଅନ୍ଧ, କାରଣ ପ୍ରେମରେ ଯିଏ ପଡ଼େ ଜାତି, ଧର୍ମ, ସମ୍ପ୍ରଦାୟ, ବୟସ, ରଙ୍ଗ, ଏବଂ ଲିଙ୍ଗ ମଧ୍ୟ ଦେଖନ୍ତି ନାହିଁ । କିନ୍ତୁ ବିଟ୍ରେନର ଏମିତି ଜଣେ ବୃଦ୍ଧା ପ୍ରେମରେ ଏତେ ଅନ୍ଧ ଯେ, ନାତି ବୟସର ପୁଅକୁ ଅର୍ଥାତ୍ ତାଙ୍କଠାରୁ ୪୬ ବର୍ଷ ସାନ ଜଣେ ଯୁବକଙ୍କୁ ଭଲ ପାଆନ୍ତି…

ବନେଟ୍‌ରେ ବସି ରିଲ୍‌ସ କରିବା ମହଙ୍ଗା ପଡ଼ିଲା; ପୋଲିସ ଜରିମାନା ଆଦାୟ କରିବା ସହ ଜବତ କଲା ଗାଡ଼ି

ପଞ୍ଜାବ: ସୋସିଆଲ ମିଡିଆର ଏହି ଯୁଗରେ ଲୋକମାନେ ଶୀଘ୍ର ପ୍ରସିଦ୍ଧି ଲାଭ କରିବା ପାଇଁ ଏପରି କାରନାମା କରନ୍ତି ଯେ, ସେମାନେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ । ଲୋକମାନେ ନିଜର ନିରାପତ୍ତାକୁ ଭୁଲି ଯାଆନ୍ତି । ସେମାନେ ଅନ୍ୟମାନଙ୍କ ସୁରକ୍ଷା ବିଷୟରେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଏପରି…

ଜାଣନ୍ତୁ ଏହି ରହସ୍ୟମୟ ମନ୍ଦିର ବିଷୟରେ, ଯେଉଁଠାରେ ରାତିରେ ଅଟକି ଯାଉଥିବା ଭକ୍ତ ହୋଇଯାଆନ୍ତି ପଥର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଏକ ମନ୍ଦିର ମାଳିନୀ ଦେଶ । ଏଠାରେ କୋଟି କୋଟି ଲୋକଙ୍କ ବିଶ୍ୱାସ ଓ ପରମ୍ପରା ହଜାର ହଜାର ବର୍ଷ ଧରି ମନ୍ଦିର ସହିତ ଜଡିତ ରହିଛି । ଯଦି ଆମେ ଭାରତରୁ ମନ୍ଦିର ହଟାଇଦେବା, ତେବେ ଏଠାରେ କିଛି ରହିବ ନାହିଁ । ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ମଧ୍ୟ ରହିଛି,…

ଏପରି କୂଅ, ଯେଉଁଠୁ ବାହାରେ ଭିନ୍ନ ଭିନ୍ନ ସ୍ଵାଦର ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହନ୍ତି କୂଅ ପାଣି ଶିତଳ । ସମ୍ପ୍ରତି ସହରଗୁଡିକରେ କୂଅ ପାଣିର ବ୍ୟବହାର ବିଲୁପ୍ତ ହୋଇ ଆସିଲାଣି। ମାତ୍ର ଦୁର୍ଗମ ଗ୍ରାମାଞ୍ଚଳରେ ଆଜି ମଧ୍ୟ ଲୋକମାନେ ରାନ୍ଧିବା, ପିଇବା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ କୂଅ ପାଣିର ବହୁଳ ବ୍ୟବହାର କରନ୍ତି। ଧାର୍ମିକ ସ୍ଥାନରେ କୂଅ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମହାପ୍ରସାଦ ରନ୍ଧନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦର ମହିମା ବର୍ଣ୍ଣନା ବେଳେ ଆମେ ଜାଣିଲେ ଏହା ମା ଲଷ୍ମୀଙ୍କ ଦ୍ୱାରା ହେଉ ଅବା ମାତାଙ୍କ ଦ୍ୱାରା ରନ୍ଧନ ହେଉ, ଏହାର ମହନୀୟତା ବଜାୟ ରହେ କେବଳ ଏହାର…

ଅଜବ ଢଙ୍ଗରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର : କାନ୍ଦିବା ପରିବର୍ତ୍ତେ ଘରଲୋକେ ଡିଜେ ବଜାଇ ନାଚିଲେ

ଝାନସୀ: ଯଦି ଘରେ କାହାରି ମୃତ୍ୟୁ ହୁଏ, ଘରଲୋକ କାନ୍ଦିବା ସହ ପୁରା ଭାଙ୍ଗି ପଡ଼ନ୍ତି । ଏହାକୁ ନେଇ ସମ୍ପର୍କୀୟମାନେ ଶୋକପ୍ରକାଶ ମଧ୍ୟ କରିଥାନ୍ତି । ହେଲେ ଏବେ ଝାନ୍‌ସୀ ଜିଲ୍ଲାରେ ଏକ ଅନନ୍ୟ ଅନ୍ତିମ ସଂସ୍କାର କରାଯାଉଥିବା ଦେଖିବାକୁ ମିଳିଛି, ଯାହାକୁ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ…

ବାଇକ୍‌ରେ ଦୁଇ ଯୁବତୀଙ୍କ ଖୁଲମ୍‌ଖୁଲା ରୋମାନ୍ସ

ବାଇକ୍‌ରେ ପ୍ରେମୀ ଯୁଗଳ ରୋମାନ୍ସ କରିବାର ଭିଡ଼ିଓ ଆପଣ ନିଶ୍ଚୟ ଦେଖିଥିବେ । ହେଲେ ଦୁଇ ଯୁବତୀ ବାଇକ୍‌ରେ ଖୁଲମ୍‌ଖୁଲା ରୋମାନ୍ସ କରିବାର ଦେଖିଛନ୍ତି? ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଜଣ ଯୁବତୀ ବାଇକରେ ରୋମାନ୍ସ କରୁଛନ୍ତି । ଏହାକୁ ଦେଖିଲେ ଲାଗୁଛି…

କାଚ ପରିି ମାଛ: ଯିଏ ଦେଖୁଛି ସିଏ ତାଜୁବ

ଦୁନିଆରେ ଅନେକ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହାକୁ କି ବେଳେବେଳେ ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଜୀବ ଦେଖିବାକୁ ମିଳୁଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ସେମିତି ସୋସିଆଲ ମିଡ଼ିଆରେ ଏପରି ଏକ ମାଛର ଭିଡ଼ିଓ…

ସ୍କୁଲ ଯାଉଛନ୍ତି ୭୮ ବର୍ଷ ବୟସ୍କ ବୃଦ୍ଧ, ଛୋଟ ଛୋଟ ପିଲାଙ୍କ ସହ ବସି ପଢୁୁଛନ୍ତି ପାଠ

ମିଜୋରାମ: କୁହାଯାଏ ଶିକ୍ଷାଦାନ କରିବାର କୌଣସି ବୟସସୀମା ନାହିଁ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମିଜୋରାମର ଜଣେ ୭୮ ବର୍ଷୀୟ ବୃଦ୍ଧ । ସେ ଏହି ବୟସରେସ୍କୁଲରେ ନାମ ଲେଖାଇବା ସହ ଛୋଟ ଛୋଟ ପିଲାଙ୍କ ମେଳରେ ବସି ମଧ୍ୟ ପାଠ ପଢୁଛନ୍ତି । ଏଥିଲାଗି ତାଙ୍କୁ ୩ କିମି ରାସ୍ତା ଯିବାକୁ ବି…