Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏମିତି ସ୍କୁଲ: ଯେଉଁଠି ଅଧିକାଂଶ ପିଲା ଯାଆଁଳା

ପଞ୍ଜାବ: ଆପଣ ଅଧିକାଂଶ ଯାଆଁଳା ପିଲା ଦେଖିଥିବେ । ହେଲେ ବହୁ ପରିମାଣର ଯାଆଁଳା ପିଲାଙ୍କୁ ଏକାଠି ଦେଖିଛନ୍ତି ? ଏମିତି ଏକ ସ୍କୁଲ ଅଛି, ଯେଉଁଠି ଅଧିକାଂଶ ପିଲା ଯାଆଁଳା । ଏତେ ପରିମାଣର ଯାଆଁଳା ପିଲାଙ୍କୁ ଏକାଠି ଦେଖି ଶିକ୍ଷକ ଓ ଅନ୍ୟ ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ଷଣ୍ଢ ଲଢେଇ ହେଉନାହିଁ, ହେଲେ ସମ୍ପର୍କୀୟଙ୍କ ସ୍ମୃତିରେ ଲୋକେ ଘରେ ପାଳୁଛନ୍ତି ଷଣ୍ଢ

ରାଜସ୍ଥାନ: ମେକ୍ସିକୋ, ପେରୁ, କଲମ୍ବିଆ, ଭେନେଜୁଏଲା ଏବଂ ଲାଟିନ୍ ଆମେରିକା ଭଳି ଦେଶରେ ଷଣ୍ଢ ଲଢେଇ ହେଉଥିବା ଦେଖିବାକୁ ମିଳେ । କିନ୍ତୁ ରାଜସ୍ଥାନରେ ବି ଷଣ୍ଢ ଲଢେଇ ହେଉଥିଲା । ଏହା ଏବେ ବନ୍ଦ ହୋଇଯାଇଥିଲେ ବି ଏଠାକାର ଲୋକେ ନିଜ ପରିଜନଙ୍କ ସ୍ମୃତିରେ ଷଣ୍ଢ ପାଳୁଥିବା ଦେଖିବାକୁ ମିଳେ ।…

ଦର ବୃଦ୍ଧି ଯୋଗୁ ରୋଷେଇ ପାଇଁ ବିଦେଶରୁ ଟମାଟୋ ମଗାଇଲେ ମହିଳା

ଦୁବାଇ: ଏବେ ଟମାଟୋ ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ ୩୦୦ ଟଙ୍କାରୁ ଅଧିକ ରହିଛି । ଏଭଳିସ୍ଥିତିରେ ଜଣେ ଭାରତୀୟ ମହିଳା ଟମାଟୋକୁ ନେଇଏପରି କିଛି କରିଛନ୍ତି, ଯାହାକୁ ନେଇ ସେ ଚର୍ଚ୍ଚାରେ । ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋ ବ୍ୟବହାର କରିଥାନ୍ତି । ଏବେ ଏହାର ଦର ବୃଦ୍ଧି…

ବିରଳ ଘଟଣା: ୯ ମାସ ଗର୍ଭରେ ରଖି ସନ୍ତାନ ଜନ୍ମ ଦେଲେ ପୁରୁଷ

ଇଂଲଣ୍ଡ: ଜଣେ ମହିଳା ସନ୍ତାନ ଜନ୍ମ ଦେଉଥିବା ସମସ୍ତେ ଜାଣନ୍ତି । ହେଲେ ଗୋଟେ ପୁରୁଷ ୯ ମାସ ଗର୍ଭରେ ରଖି ସନ୍ତାନ ଜନ୍ମ ଦେବା ଦେଖିଛନ୍ତି ? ଏଭଳି ଏକ ବିରଳ ଘଟଣା ଏବେ ଇଂଲଣ୍ଡରେ ଦେଖିବାକୁ ମିଳିଛି । ଜଣେ ପୁରୁଷ ଏକ ସନ୍ତାନକୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଇଂଲଣ୍ଡର…

ବନ୍ଧୁ ହେବ ତ ଏମିତି : ବନ୍ଧୁର ଫୋନ ପାଇଁ ବରଫ ହ୍ରଦରେ ପଶିଲେ ଯୁବକ

ଆଜିକାଲି ସୋସିଆଲ ମିଡିଆରେ ବନ୍ଧୁତାକୁ ନେଇ ଅନେକ କାହାଣୀ ଦେଖିବାକୁ ମିଳେ । ଏହାକୁ ଦେଖିବା ପରେ ଅଧିକାଂଶ ଭାବପ୍ରବଣ ମଧ୍ୟ ହୋଇଯାଇଥାନ୍ତି । ଏବେ ସେମିତି ବନ୍ଧୁତାକୁ ନେଇ ଏକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ହଜିଯାଇଥିବା ଫୋନ୍ ଉଦ୍ଧାର…

ଭାରତର ୩ ଟି ରହସ୍ୟମୟ ମନ୍ଦିର: ଯେଉଁଠି ମୂର୍ତ୍ତିମାନେ ହୁଅନ୍ତି କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ହଜାର ହଜାର ସଂଖ୍ୟାରେ ମନ୍ଦିର ରହିଛି। ପ୍ରତି ମନ୍ଦିର ଭିନ୍ନ ଭିନ୍ନ ମାନ୍ୟତା ଏବଂ ଚମତ୍କାରିତା ପାଇଁ ପ୍ରସିଦ୍ଧ ଅଟେ। ଏହାଛଡ଼ା ଭାରତରେ ଏମିତି କିଛି ମନ୍ଦିର ଅଛି, ଯାହା ରହସ୍ୟମୟ ଏବଂ ବିଚିତ୍ର। ତେବେ ଏମିତି ୩ଟି ବିଚିତ୍ର ଏବଂ ରହସ୍ୟମୟ ମନ୍ଦିର ବିଷୟରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏକ ମୂଖ୍ୟ ଆକର୍ଷଣ ହେଲା ପ୍ରଭୁଙ୍କ ପ୍ରସାଦ। ତାହା ଅନ୍ନ ପ୍ରସାଦ (ମହାପ୍ରସାଦ ) ହେଉ ଅବା ବିଭିନ୍ନ ପିଷ୍ଟକ ଆଦି ସୁମିଷ୍ଟ ଭୋଗ ପଦାର୍ଥ(ଶୁଖିଲି…

ଫ୍ଲେମିଙ୍ଗୋସ୍ ଚଢେଇର ଅଜବ ଜୀବନଶୈଳୀ: ନିଆରା ଢଙ୍ଗରେ କରାଏ ସ୍ତନ୍ୟପାନ

ଦୁନିଆରେ ଭିନ୍ନ ଭିନ୍ନ ପ୍ରଜାତିର ଜୀବ ଅଛନ୍ତି । ପ୍ରତ୍ୟେକ ଜୀବ ବିଷୟରେ ଏବେ ବି ସୂଚନା ଅଜଣା ହୋଇ ରହିଛି । ଏବେ ସୋସିଆଲ ମିଡିଆରେ ଫ୍ଲେମିଙ୍ଗୋସ୍‌ର ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହାକୁ ଯେତେବେଳେ ଦେଖିବେ ଭାବିବେ ଫ୍ଲେମିଙ୍ଗୋସ୍ ୍ ପରସ୍ପରର ରକ୍ତ…

ଘରେ ପଶିଗଲା ୧୪ ଫୁଟ ଲମ୍ବା କିଙ୍ଗ୍ କୋବ୍ରା, ଧରିବାକୁ ୬ ଜଣଙ୍କୁ ଲାଗିଲା ୨ ଘଣ୍ଟା

ବିହାର: ସାପ ବିଷାକ୍ତ ହେଉ ବା ନ ହେଉ ତାର ନାଁ ଶୁଣିଲେ ଲୋକେ ଭୟ କରନ୍ତି । ଆଉ ପ୍ରତ୍ୟେକ ସାପଠାରୁ କିଙ୍ଗ୍ କୋବ୍ରା ସବୁଠୁ ବେଶୀ ବିଷାକ୍ତ । ସେଥିଲାଗି ଲୋକେ ସାପଠୁ ଦୂରେଇ ରହିଥାନ୍ତି । ହେଲେ ଏବେ ବର୍ଷା ଦିନରେ ଅନେକଙ୍କ ଘରେ ସାପ ପଶି ଛୁଆ ଦେଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକେ…

ଭିନ୍ନ ପରମ୍ପରା: ବିବାହ ସମୟରେ ମାଛ ଭସାନ୍ତି ବରକନ୍ୟା

ମଣିପୁର: ମଣିପୁର ଏବେ ହିଂସାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି । ନିକଟରେ ସେଠାର ଏକ ଭୟାନକ ଭିଡିଓ ଲୋକଙ୍କୁ ଚକିତ କରିଛି, ଯେଉଁଥିରେ ଅନେକ ପୁରୁଷ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ନେଉଛନ୍ତି । ଏହି କାରଣରୁ ବିଶ୍ୱ ସ୍ତରରେ ଭାରତର ଏହି ରାଜ୍ୟ ଚର୍ଚ୍ଚାରେ ରହିଛି । ଏଭଳି ଘଟଣାକୁ…