Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିରଳ ଅସ୍ତ୍ରୋପଚାର: କଟା ହାତକୁ ଜୀବନ୍ତ ରଖିବାକୁ ଗୋଡରେ ଲଗାଇଲେ ଡ଼ାକ୍ତର

ଚୀନ୍‌: ସାଧାରଣତଃ ଡାକ୍ତରମାନଙ୍କୁ ଦୁନିଆରେ ଈଶ୍ୱରଙ୍କ ମାନ୍ୟତା ଦିଆଯାଇଛି । କାରଣ ସେମାନେ ହିଁ ଶେଷ ମୁହର୍ତ୍ତରେ ରୋଗୀର ଜୀବନ ରକ୍ଷା କରନ୍ତି । କିନ୍ତୁ ଚୀନର ଏକ ଡ଼ାକ୍ତରୀଦଳ ଗୋଟିଏ ପାଦ ଆଗକୁ ଯାଇ ଏପରି କିଛି ଚମତ୍କାରିତା କରି ଦେଖାଇଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ…

ବୟସ୍କଙ୍କ ପାଇଁ ଏୟାରବ୍ୟାଗ: ଦେବ ତାଙ୍କୁ ସୁରକ୍ଷା , ତଳେ ପଡ଼ିଲେ ଭାଙ୍ଗିବ ନାହିଁ ହାଡ଼

ଚୀନ: ସାଧାରଣତଃ ବୟସ ବଢିଲେ ମଣିଷର ହାଡ ଦୁର୍ବଳ ହୋଇଯାଏ । ମଣିଷ ନିଜ ଉପରେ ନିୟନ୍ତ୍ରଣ ହରାଇଥାଏ । ଯଦି ବାର୍ଦ୍ଧକ୍ୟ ଅବସ୍ଥାରେ କେହି ଅସାବଧାନତା ଯୋଗୁ ତଳେ ପଡ଼ିଯାଆନ୍ତି, ସଙ୍ଗେ ସଙ୍ଗେ ସେମାନଙ୍କର ହାଡ଼ ଭାଙ୍ଗି ଯାଇଥାଏ । ଆଉ ବୃଦ୍ଧାବସ୍ଥାରେ ଏହି ଭଙ୍ଗା ହାଡ଼କୁ ଯୋଡ଼ିବା ପ୍ରାୟତଃ ସମ୍ଭବ…

ଦମ୍ପତ୍ତିଙ୍କ ଅଜବ ସଉକ: କାରରେ ୧୧୬ ଟି ଦେଶ ଭ୍ରମଣ କରି କଲେ ବିଶ୍ୱ ରେକର୍ଡ

ନ୍ୟୁୟର୍କ: ସାଧାରଣତଃ ଲୋକଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କିଏ ପଢିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ନାଚିବା ବା ଗାଇବାକୁ ପସନ୍ଦ କରିଥାନ୍ତି । ଆଉ କିଏ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଭଲ ପାଇଥାନ୍ତି । କିଏ ଫ୍ଲାଇଟ୍‌ରେ ଯିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ନିଜ କାରରେ…

ଦୁନିଆର ସବୁଠୁ ବଡ କବରସ୍ଥାନ, ଏଠାରେ ରହିଛି ଲକ୍ଷ ଲକ୍ଷ ସମାଧି

ଇରାକ୍‌: ମଣିଷ ଜନ୍ମ ହୁଏ ଏବଂ ମୃତ୍ୟୁବରଣ କରେ । ଏହି ଦୁଇଟି ଦିଗ ହେଉଛି ଜୀବନର ସତ୍ୟ, ଯାହା କେବେ ବି ପରିବର୍ତ୍ତନ ହୋଇପାରିବ ନାହିଁ । ପରିବାରରେ କାହାର ମୃତ୍ୟୁ ହେଲେ ଘରର ସଦସ୍ୟମାନେ ତାଙ୍କର ଶେଷ ରୀତି ଠିକ୍ ଭାବେ ପାଳନ କରିବାକୁ ଚେଷ୍ଟା କରିଥାନ୍ତି । ଆଉ ଏପରି ସ୍ଥାନରେ କରାଯିବା…

ବିରଳ ଧଳା ରଙ୍ଗର ମୟୂର, ଲୋକେ ଦେଖି ଆଶ୍ଚର୍ଯ୍ୟ

ଭାରତର ଜାତୀୟ ପକ୍ଷୀ ହେଉଛି ମୟୂର । ଏହା ଦେଖିବାକୁ ବହୁତ ସୁନ୍ଦର । ମୟୂରକୁ ଦେଖିଲେ ମନ ଖୁସି ହୋଇଯାଏ । ବିଶେଷକରି ଶ୍ରାବଣ ମାସରେ ମୟୁରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଇଥାଏ । ଯେତେବେଳେ ବର୍ଷା ଆସେ ସେମାନେ ପୁଚ୍ଛ ମେଲାଇ ନାଚିବା ଆରମ୍ଭ କରନ୍ତି । ଆଉ ଏହି ଦୃଶ୍ୟକୁ ଶବ୍ଦରେ ବର୍ଣ୍ଣନା…

ରହସ୍ୟମୟ ଗୋଲକୋଣ୍ଡା ଦୁର୍ଗ: ଏମିତି ଥିଲା ନିର୍ମାଣଶୈଳୀ, ଜାଣନ୍ତୁ ପୂରା କାହାଣୀ…

ହାଇଦ୍ରାବାଦ: ପ୍ରାଚୀନ କାଳରୁ ଭାରତକୁ ଦୁର୍ଗ ଏବଂ ସ୍ମାରକୀ ଦେଶ ଭାବରେ ଜଣାଯାଇଥାଏ । କାରଣ ଆମ ଦେଶରେ ବ୍ରିଟିଶମାନଙ୍କ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଅନେକ ରାଜା ଶାସନ କରୁଥିଲେ । ଆଉ ଏହି ସମୟ ମଧ୍ୟରେ ସେମାନେ ଅନେକ ଦୁର୍ଗ ନିର୍ମାଣ କରିଥିଲେ । ଆଜି ଆମେ ଏମିତି ଏକ ଦୁର୍ଗ ବିଷୟରେ…

ଟ୍ୱିଟରରେ ଲାଗୁ ହେଲା ନୂତନ ନିୟମ, ସିଧାସଳଖ ମେସେଜିଂ ପାଇଁ ଦେୟ ଦେବେ ୟୁଜର୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ୱିଟରର ମାଲିକ ହେବା ପରଠାରୁ ଏଲୋନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସବୁଠାରୁ ବଡ ପରିବର୍ତ୍ତନ ହେଉଛି ବ୍ଲୁ ଟିକ୍ ସଦସ୍ୟତା ଯୋଜନାର ପରିଚୟ। ନିକଟରେ ସେ ଟ୍ୱିଟରରେ ଦୈନିକ ଟ୍ୱିଟ୍ ପଠନ ସୀମା ମଧ୍ୟ…

ରହସ୍ୟମୟ: ଏମିତି ଏକ ମନ୍ଦିର ଯେଉଁଠି ରାତିରେ ଶୁଭେ ମୂର୍ତ୍ତିମାନଙ୍କ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିର ପଶ୍ଚାତରେ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ। ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକଙ୍କ ବିଶ୍ୱାସ ଉପରେ ପର୍ଯ୍ୟବେସିତ। ଏମିତି କିଛି ମନ୍ଦିର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବିଷୟରେ ଆଲୋଚନା କରିବା ସମୟରେ ଗୋଟିଏ କଥା ମନକୁ ଆସେ ଭକ୍ତମାନଙ୍କ ପାଇଁ ଶ୍ରୀମହାପ୍ରସାଦର ଆକର୍ଷଣ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଶ୍ରଦ୍ଧାଠାରୁ ଅଧିକ…

ଛାତରେ ବସିଥିବା ବେଳେ ମହିଳାଙ୍କ ଉପରେ ଖସିଲା କଳା ପଥର , ତା’ପରେ କ’ଣ ହେଲା ଜାଣନ୍ତୁ

ଫ୍ରାନ୍ସ: ଜଣେ ମହିଳା ନିଜ ସାଙ୍ଗ ସହିତ ଛାତରେ ବସି କଫି ପିଉଥିଲେ । ଏହି ସମୟରେ ଆକାଶରୁ ହଠାତ୍ ଏକ କଳାପଥର ତାଙ୍କ ଉପରେ ପଡ଼ିଥିଲା । ଫଳରେ ସେ ଆହତ ହେବା ସହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୋଧହୁଏ କେହି ଏହାକୁ ତାଙ୍କ ଉପରକୁ ଫୋପାଡିଛନ୍ତି ଭାବି ସେ ଚାରିପଟକୁ ବୁଲି ଦେଖିଲେ । ହେଲେ କାହାକୁ…