Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୧୦୦ ଏକରରେ ୧୦୦ ରୁ ଅଧିକ କିସମର ଆମ୍ବ ଚାଷ କରନ୍ତି ଚାଷୀ : ସାରା ଦେଶକୁ ଯୋଗାଉଛନ୍ତି ଆମ୍ବ

ରେୱା : ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ଆମ୍ବ ମିଳିଥାଏ । କଲମ୍ବୀ, ଲାଙ୍ଗଡାଠାରୁ ଆରମ୍ଭ କରି ଦୁସେହେରୀ ଆମ୍ବ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ମଧ୍ୟପ୍ରଦେଶର ରେୱା ଜିଲାରେ ଜଣେ ବ୍ୟକ୍ତି ୧୦୦ କିସମର ଆମ୍ବ ଉତ୍ପାଦନ କରି ଲାଭବାନ ହୋଇଥାନ୍ତି । ମଧ୍ୟପ୍ରଦେଶର…

୨୫ ସେକେଣ୍ଡରେ ୭୫ ପାହାଚ ହାତରେ ଓହ୍ଲାଇ ବିଶ୍ୱ ରେକର୍ଡ

ନେପାଳ: ଦୁନିଆର ଅନେକ ଲୋକ ଏମିତି କିଛି କୌଶଳ ଦେଖାନ୍ତି, ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ନେପାଳର ଏମିତି ଜଣେ ଯୁବକ ଅଛନ୍ତି, ଯିଏ ଗୋଡ଼ ଉପରକୁ କରି ହାତ ସାହାଯ୍ୟରେ ସିଡ଼ି ଓହ୍ଲାଇ ବିଶ୍ୱ ରେକର୍ଡ଼ କରିଛନ୍ତି । ତାହାପୁଣି ୨୫ ସେକେଣ୍ଡରେ ୭୫ ପାହାଚ ତଳକୁ ଓହ୍ଲାଇ ଗିନିଜ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ପରିପ୍ରେକ୍ଷୀରେ ଆମେ ବିଶେଷ ଦିନ ଗୁରୁବାର ମାଜଣା ନୀତି ବିଷୟରେ ଜାଣିଲେ। ସେହି ଗୁରୁବାର ରାତ୍ରରେ ଅନୁଷ୍ଠିତ ହେଉଥିବା ଏକାନ୍ତ ନୀତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ପୂଜା ବିଧିର ସମ୍ପୂର୍ଣ ତଥ୍ୟ ଜାଣିବା ଅବସରରେ ଆମେ ଜାଣିଲେ ନିତ୍ୟ -ବିଧି ଗୋଟିଏ ସାଧାରଣ ଦିବସ ପାଇଁ ଯାହା ଗୋଟିଏ ବିଶେଷ ଦିବସ ପାଇଁ ତାହା ନୁହେଁ। ସେହିଭଳି…

ଏତେ ବଡ଼ ଖଟ, ଯେଉଁଥିରେ ୧୦ ଜଣ ଶୁଅନ୍ତି, ଚଢିବା ପାଇଁ ଲାଗିଛି ସିଡି

ହରିୟାଣା: ସାଧାରଣତଃ ଗୋଟିଏ ଖଟରେ ୪ରୁ ୫ ଜଣ ଶୋଇଥାନ୍ତି । କିନ୍ତୁ ହରିୟାଣାରେ ଏତେ ବଡ଼ ଖଟ ଅଛି, ଯେଉଁଥିରେ ୧୦ ଜଣ ଆରାମରେ ଶୋଇପାରିବେ । ଆଉ ସେହି ଖଟ ଉପରକୁ ଚଢିବା ପାଇଁ ସିଡ଼ି ଲାଗିଛି । ହରିୟାଣାର ନୁହର ପୁଣାନା ବ୍ଲକର ଲୁହିଙ୍ଗକାଲାନ ଗ୍ରାମର ନୁହର ମହମ୍ମଦ ହନିଫ ନାମକ ଜଣେ…

ସ୍ପାଇଡରମ୍ୟାନ୍ ପୋଷାକ ପିନ୍ଧିଥିବା ଯୁବକଙ୍କୁ ଆକ୍ରମଣ କଲେ ଯୁବତୀ, ପୋଲିସ କଲା ଗିରଫ

ନ୍ୟୁୟର୍କ : ସୋସିଆଲ ମିଡିଆରେ ଏମିତି ଭିଡ଼ିଓ ଭାଇରାଲ ହୁଏ, ଯାହା ଦେଖିଲେ ମନରେ କ୍ରୋଧ ଆସିଥାଏ । ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ୧୫ ବର୍ଷର ବାଳକ ସ୍ପାଇଡରମ୍ୟାନ୍ ପୋଷାକରେ ବୁଲୁଥିବା ବେଳେ ଜଣେ ଯୁବତୀ ତାଙ୍କ ପ୍ରତି ଏପରି ବ୍ୟବହାର କରିଛନ୍ତି ,ଯାହାକୁ ଦେଖି ଲୋକେ…

ପତ୍ନୀଙ୍କୁ ଉପହାର ଦେଲେ ବାର୍ବୀ ଡଲ୍ ଓ ଚିଠି : କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ନ୍ୟୁୟର୍କ : ସାଧାରଣତଃ ବାର୍ବି ଡଲ୍‌କୁ୍ ଛୋଟ ଝିଅମାନେ ବେଶୀ ପସନ୍ଦ କରିଥାନ୍ତି । ଛୋଟ ଛୋଟ ଝିଅମାନେ ତାକୁ ପୋଷାକ ପରିଧାନ କରାନ୍ତି, ପୋଷାକ ବଦଳାନ୍ତି, କେଶକୁ ସାଇଜ କରି ଖେଳୁଥିବା ସମସ୍ତେ ଦେଖିଥିବେ । କିନ୍ତୁ ବୟସ୍କା ମହିଳା ହୁଅନ୍ତୁ ବା ପତ୍ନୀଙ୍କୁ କେହି ବାର୍ବି ଡଲ୍ ଉପହାର ଦେବା…

୬୦ ବର୍ଷ ପରେ ଦେଖାହେଲେ ଗର୍ଲଫ୍ରେଣ୍ଡ: ଦେଲେ ବିବାହ ପ୍ରସ୍ତାବ

ଫ୍ଲୋରିଡ଼ା: କୁହାଯାଏ ଯେ, ଜଣେ ବ୍ୟକ୍ତି ନିଜର ପ୍ରଥମ ପ୍ରେମକୁ କେବେବି ଭୁଲି ପାରେ ନାହିଁ । ସେ ଜୀବନରେ ସବୁ ଖୁସିପାଇଥିଲେ ବି ପ୍ରତ୍ୟେକ ମୁହର୍ତ୍ତରେ ସେ ନିଜ ପ୍ରଥମ ପ୍ରେମଙ୍କୁ ମନେ ପକାନ୍ତି । ଥରେ ଭାବନ୍ତୁ, ଯଦି ତୁମେ ପିଲାଦିନରେ ଭଲ ପାଉଥିବା ବ୍ୟକ୍ତିଙ୍କୁ ପାଇବ ଓ ତାଙ୍କ ସହିତ…

ସୋସିଆଲ ମିଡିଆରୁ ମିଳିଥିବା ସହାୟତାରେ ଝିଅର ହେଲା ବିବାହ, କନଷ୍ଟେବଳ ସାଜିଲେ ଭାଇ

ରାଜସ୍ଥାନ:ଆଜିର ଯୁଗରେ ସୋସିଆଲ ମିଡିଆରେ ସବୁକିଛି ସମ୍ଭବ । ରାଜସ୍ଥାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେ, ଜଣେ ପୋଲିସ କନଷ୍ଟେବଳ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଲୋକେ ସାହାଯ୍ୟର ହାତ ଏମିତି ବଢାଇଲେ ଯେ, ଜଣେ ଗରିବ ଝି÷ଅକୁ ସେ ଧୁମ୍‌ଧାମ୍‌ରେ ବିବାହ କରାଇ…

ଅଧାରାସ୍ତାରେ ଅଚାନକ ଅଦୃଶ୍ୟ ହୋଇଯାଏ ଏହି ନଦୀର ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଜବ ଏ ଦୁନିଆ। ଏହି ବ୍ରହ୍ମାଣ୍ଡରେ ଏପରି ଅନେକ ରହସ୍ୟ ଲୁଚି ରହିଛି ଯାହା ଶୁଣିଲେ କିମ୍ବା ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। କେଉଁଠି ପାହଡ଼, ପର୍ବତ, ଜଙ୍ଗଲକୁ ନେଇ ରହସ୍ୟ ରହିଛି ତ ଆଉ କେଉଁଠି ନଦୀକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ହେଲେ ଆଜି ଆମେ ଆପଣଙ୍କୁ…