Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶା ଶିଳ୍ପୀ ମହାସଙ୍ଘର କାରିଗର ସମାବେଶ

ଭୁବନେଶ୍ୱର : ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ କାରିଗର ସମାବେଶରେ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ରାଜ୍ୟ ସରକାର ମାସିକ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ, ବୋଲି ଓଡ଼ିଶା ଶିଳ୍ପୀ ମହାସଂଘ ଦାବୀ କରିଛି । ୨୦୧୯ ମସିହା ମାର୍ଚ୍ଚ ୫ ତାରିଖରେ…

ଏଆଇ ପ୍ରତି ସାବଧାନ! ନକଲି ଭଏସ କଲ ଦ୍ୱାରା ହେଉଛି ଫ୍ରଡ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟେକ୍ନୋଲୋଜି ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର ବହୁମାତ୍ରାରେ କରାଯାଉଛି। ଏହା ଭବିଷ୍ୟତରେ ଏକ ବଡ଼ ସମ୍ଭାବନା ଭାବରେ ଦେଖାଯାଉଛି। ଯେପରି ଇଣ୍ଟରନେଟ୍ ସମଗ୍ର ବିଶ୍ୱକୁ ବଦଳାଇଥିଲା, ଠିକ୍ ସେହିପରି ଏଆଇ ମଧ୍ୟ ସମଗ୍ର ବିଶ୍ୱକୁ ବଦଳାଇ ଦେବ।…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଗୋଷ୍ଠୀଙ୍କ ବିଷୟରେ ଆଲୋଚନା ପରେ, ଆମେ ଗୋଟିଏ କଥା ଜାଣିବା ନିତାନ୍ତ ପ୍ରୟୋଜନୀୟ ହୋଇପଡିଛି। ତାହା ହେଲା ପ୍ରଭୁଙ୍କର ନୀତିକାନ୍ତି ବିଷୟ। ଆଜିଠାରୁ…

ବାପାଙ୍କ ମୃତଦେହ ଦେଢ଼ ବର୍ଷ ଫ୍ରିଜ୍‌ରେ ରଖିଲା ପୁଅ

ନେଦରଲ୍ୟାଣ୍ଡ: ଯଦି କେହି ହଠାତ୍ ନିଜର ପ୍ରିୟଜନକୁ ହରାଏ, ତାହାକୁ ନେଇ ସେ ପୁରା ଭାଙ୍ଗି ପଡ଼ିଥାଏ । ତାର ଜୀବନ ପୁରା ନଷ୍ଟ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ । ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରିୟଜନଙ୍କ ମୃତ ଶରୀରକୁ…

ନିଆରା ବିଦାୟ ସମ୍ବର୍ଦ୍ଧନା: ବାଜା ବଜାଇ, ବାଣ ଫୁଟାଇ ଘୋଡ଼ାରେ ଆସିଲେ କର୍ମଚାରୀ

ଇନ୍ଦୋର: ବାଜା ବଜାଇ, ନାଚି ନାଚି ଘୋଡ଼ା ଉପରେ ବସି ଆସିଲେ ବ୍ୟକ୍ତି । ତାଙ୍କ ସହିତ ଆଉ କିଛି ଲୋକ ନାଚରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ଆସି ପହଞ୍ôଚଥିଲା ଇନ୍ଦୋରର ଦେବୀ ଅହିଲିଆ ବିଶ୍ୱବିଦ୍ୟାଳୟରେ । ବାଣ ଓ ନାଚ ଗୀତରେ ପରିବେଶ ପୂରା ବଦଳିଗଲା । ହେଲେ ବିଶ୍ୱବିଦ୍ୟାଳୟ ଭିତରେ ଏ କି…

୧୫୦ ବର୍ଷ ପୁରୁଣା ଖଟ: ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

ରାଜସ୍ଥାନ: ରାଜସ୍ଥାନସ୍ଥିତ ବିକାନେର୍ ଅଞ୍ଚଳ ତାହାର କଳା ସଂସ୍କୃତି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଏଠାରେ ଖଟ ସଂସ୍କୃତି ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିଛି । କିଛି କିଛି ସ୍ଥାନରେ ଚାରି ଗୋଡ଼ ଖଟ ତ ଆଉ କେଉଁଠି ସାତ ଗୋଡ ବିଶିଷ୍ଟ ଖଟ ଦେଖିବାକୁ ମିଳିଥାଏ । ବିକାନେରରେ ଏପରି ଏକ ଖଟ…

ଅଜବ ଚାକିରି: ମାଗଣାରେ ପିଜା, ପନିର ଖାଆନ୍ତୁ, ମୋଟା ଦରମା ପାଆନ୍ତୁ

ସମସ୍ତେ ନିଜ ପସନ୍ଦର ଚାକିରି କରିବାକୁ ଚାହାଁନ୍ତି । ଯେଉଁମାନେ ଖାଇବା ପିଇବାକୁ ଭଲ ପାଆନ୍ତି ସେମାନେ ଇଚ୍ଛା କରନ୍ତି ଯେ, ସେମାନେ ଏପରି ଏକ ସ୍ଥାନରେ ଚାକିରି କରିବେ ଯେଉଁଠାରେ ବହୁତ ସୁସ୍ୱାଦୁ ଖାଦ୍ୟ ମିଳିପାରୁଥିବ । ତଥାପି ସବୁ ସୁବିଧା ମିଳି ନ ଥାଏ । କେଉଁଠି ଦରମା ଭଲ ଥିଲେ ପରିବେଶ…

ଏବେ ଅଛନ୍ତି ୩ ପତ୍ନୀ ଓ ୬୦ ପିଲା … ତଥାପି ଆହୁରି ଇଛା

ପାକିସ୍ତାନ: ଆଜିକାଲି ସମସ୍ତଙ୍କ ପାଇଁ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଯଥେଷ୍ଟ । କାରଣ ପିଲାମାନଙ୍କ ପାଠପଢା ତଥା ଖାଦ୍ୟପେୟ ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ଖାସ୍ ଏହି କାରଣରୁ ନିଜର ଗୋଟିଏ କି ଦୁଇଟି ସନ୍ତାନ ଭିତରେ ସୀମିତ ରହୁଛନ୍ତି ଦମ୍ପତ୍ତି । କିନ୍ତୁ ଏମିତି ବି ଜଣେ…

ଚା’ ଉତ୍ପାଦନ କ୍ଷେତ୍ରରେ ବିହାର ଦେଶର ପଞ୍ଚମ ବୃହତ୍ତମ ରାଜ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାରରେ ଚା' ଚାଷ କରୁଥିବା ଚାଷୀଙ୍କ ପାଇଁ ଏକ ଖୁସି ଖବର। ଚା' ଉତ୍ପାଦନ କ୍ଷେତ୍ରରେ ବିହାର ଦେଶର ପଞ୍ଚମ ବୃହତ୍ତମ ରାଜ୍ୟ। କିନ୍ତୁ ରାଜ୍ୟରେ ପର୍ଯ୍ୟାପ୍ତ ସଂଖ୍ୟକ ପ୍ରକ୍ରିୟାକରଣ ୟୁନିଟ୍ ନଥିବାରୁ ୭୦ ପ୍ରତିଶତରୁ ଅଧିକ ସବୁଜ ଚା' ବା ଗ୍ରୀନ୍ ଟି ପତ୍ର…

ଆପଲ୍ ସ୍ୱିଫ୍ଟ ଷ୍ଟୁଡେଣ୍ଟ ଚ୍ୟାଲେଞ୍ଜ: ୨୦ ବର୍ଷର ଭାରତୀୟ ଛାତ୍ରୀଙ୍କୁ ପ୍ରଶଂସା କଲେ ଆପଲ୍ ସିଇଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଲ୍ ସିଇଓ ଟିମ୍ କୁକ୍ ଭାରତର ସ୍ୱିଫ୍ଟ ଷ୍ଟୁଡେଣ୍ଟ ଚ୍ୟାଲେଞ୍ଜ ବିଜେତା ଅସ୍ମି ଜୈନ ସହ ସାକ୍ଷାତ କରିଛନ୍ତି। ଅସ୍ମି ଜୈନ ସ୍ୱାସ୍ଥ୍ୟସେବା ଉପରେ ଏକ ଆପ୍ ପ୍ଲେଗ୍ରାଉଣ୍ଡ ତିଆରି କରି ଡବ୍ଲୁଡବ୍ଲୁଡିସି( WWDC)ପୁରସ୍କାର ଜିତିଛନ୍ତି। ତାଙ୍କୁ ମାତ୍ର ୨୦ ବର୍ଷ ବୟସ।…