Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୫୩ ଦିନରେ ୨୩ଟି ଦେଶ ଭ୍ରମଣ, ଆମେରିକାରୁ ଭାରତ ଆସିଲେ କାରରେ

ନ୍ୟୁୟର୍କ: ଅନେକ ଲୋକ ବିଭିନ୍ନ ଦେଶ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ବିମାନ ବା ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଆଉ କିିଛି ଲୋକ ଚାରିଚକିଆ ଯାନରେ ଲଙ୍ଗ୍ ଡ଼୍ରାଇଭ୍‌ରେ ଯିବାକୁ ପସନ୍ଦ କରିଥାନ୍ତି । ସେହିପରି ଅନେକ ଲୋକ କାରରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ଭଳି…

ଯୁବକଙ୍କ ଶରୀରରେ ବ୍ଲଡ଼ ସୁଗାର ୨୬୫୬: କଲେ ଗିନିଜ୍ ୱାଲ୍‌ର୍ଡ଼ ରେକର୍ଡ଼

ନ୍ୟୁ ଜର୍ସି: ଏବେ ଅଧିକାଂଶ ଲୋକ ଡ଼ାଇବେଟିସ୍ ବା ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଡ଼ାଇବେଟିସ୍ ନାଁ ଶୁଣିବା ମାତ୍ରେ ଲୋକ ଭୟଭୀତ ହେବା ସହ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରନ୍ତି । ଏମିତି କି ଡାକ୍ତରଙ୍କ ପରାମର୍ଶ ନେବା ସହ ଘରୋଇ ଉପଚାର କରିବାକୁ ଲାଗିପଡ଼ନ୍ତି । ସାଧାରଣତଃ…

ନିଆଁରେ ଜଳିଗଲା ଶରୀରର ୯୬ ପ୍ରତିଶତ, ୨୦୦ ଅସ୍ତ୍ରୋପଚାର ପରେ ସାଜିଗଲେ ମଡ଼େଲ

ବ୍ରିଟେନ୍‌: କଥାରେ ଅଛି ଦୃଢ ମନୋବଳ ଥିଲେ ସଫଳତା ନିଶ୍ଚୟ । ଅନେକ ଲୋକ ଛୋଟ ଦୁର୍ଘଟଣାରେ ହାର ମାନି ଯାଆନ୍ତି । କିନ୍ତ ବ୍ରିଟେନ୍‌ର ଜଣେ ଯୁବତୀ ତାଙ୍କ ଜୀବନରେ ବଡ଼ ଦୁର୍ଘଟଣାର ସାମ୍ନା କରିଥିଲେ ବି କେବେ ହାର ମାନି ନ ଥିଲେ । ଏବେ ଏହି ମହିଳା ଅନେକ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।…

ବଦଳିଲା ‘ଟାଇମ୍ସ ଅଫ୍ ଇଣ୍ଡିଆ’ ଏବଂ ‘ଟାଇମ୍ସ ନାଓ’ ଚ୍ୟାନେଲର ମାଲିକାନା, ଜାଣନ୍ତୁ ନୂଆ…

ମୁମ୍ବାଇ: ଦେଶରେ ବହୁଳ ପ୍ରସାରିତ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ଇଂରାଜି ନ୍ୟୁଜ ଚ୍ୟାନେଲ ଟାଇମ୍ସ ନାଓର ମାଲିକାନା ବଦଳିଛି। ଯାହା ଟାଇମ୍ସ ଗ୍ରୁପ ଦ୍ବାରା ପରିଚାଳିତ ହେଉଥିଲା। ଦୀର୍ଘ ଦିନ ହେବ ସାହୁ ଜୈନ ପରିବାରର ପାରିବାରିକ ବ୍ୟବସାୟ (ଟାଇମ୍ସ ଗ୍ରୁପ)କୁ  ନେଇ ଯେଉଁ ବିବାଦ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକଙ୍କ କଥା ଆଲୋଚନା କରିବା ସମୟରେ, ମନରେ ପ୍ରଶ୍ନ ଆସେ, ଦୈନିକ ସେବା ଓ ପର୍ବପର୍ବାଣୀର ସେବା ଛଡା କିଛି ବିଶେଷ ସେବା ତ ନିଶ୍ଚୟ ଥିବ। ତେବେ ସେଗୁଡିକ କଣ…

ଲିଚୁକୋଳି ଖାଇଲେ ଏହି ସବୁ ରୋଗରୁ ମୁକ୍ତି ପାଇବା ସହ ଚମକିବ ତ୍ୱଚା

ଖରାଦିନେ ଲିଚୁ କୋଳିର ଚାହିଦା ସବୁଠୁ ଅଧିକ । ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଲିଚୁରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ ଓ ଭିଟାମିନ ରହିଥାଏ । ଯାହା ସ୍ୱାସ୍ଥ୍ୟପାଇଁ ଖୁବ୍‌ ଉପକାରୀ । ଲିଚୁରେ ମୁଖ୍ୟତଃ କାର୍ବୋହାଇଡ୍ରେଟ ଓ ଜଳ ରହିଥାଏ । ଏହାସହ ଏଥିରେ ବହୁ…

ଏମିତି ଚାକରି ବର୍ଷକୁ ୨ କୋଟି ଦରମା, ହେଲେ ମିଳୁ ନାହାନ୍ତି ଲୋକ

ଚୀନ୍‌: ଆମ ଦେଶରେ ବେକାରୀ ସମସ୍ୟା ଏତେ ଅଧିକ ଯେ, ଲୋକମାନେ ଚାକିରି କରି ଟଙ୍କା ରୋଜଗାର ପାଇଁ ଯେ କୌଣସି ସ୍ଥାନକୁ ଯିବାକୁ ପ୍ରସ୍ତୁତ । ଏପରି ଏକ ଚାକିରୀ ଅଛି, ଯାହା ୨ କୋଟି ଟଙ୍କା ପ୍ରଦାନ କରୁଛି, କିନ୍ତୁ ଏହାକୁ କରିବାକୁ କେହି ରାଜି ହେଉନାହାନ୍ତି । ସବୁଠୁ ବଡ଼କଥା, ଏହି ଚାକିରି ପାଇଁ…

କୁମ୍ଭୀର ରକ୍ତ ପିଅନ୍ତି ବ୍ୟବସାୟୀ, ଚଢା ଦରରେ ବିକ୍ରି ହୁଏ ଏହି ରକ୍ତ

ଥାଇଲାଣ୍ଡ: ବଲିଉଡ ଅଭିନେତା ଅନିଲ କପୁର ଯୁବକ ରହିବାକୁ ସାପ ରକ୍ତ ପିଉଛନ୍ତି ବୋଲି କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏଥିରେ କେତେ ସତ୍ୟତା ଅଛି ଜଣାନାହିଁ । କିନ୍ତୁ ଥାଇଲ୍ୟାଣ୍ଡର ଜଣେ ବ୍ୟବସାୟୀ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଦୁଇଥର କୁମ୍ଭୀର ରକ୍ତ…

ଇନ୍ଦ୍ରଧନୁ ସାପ : ଦେଖିବାକୁ ସୁନ୍ଦର, ଜାଣନ୍ତୁ ଏହା କେତେ ବିପଜ୍ଜନକ

ନ୍ୟୁୟର୍କ: ଦୁନିଆରେ ଅନେକ ସାପ ଅଛନ୍ତି । ଆଉ ସେ ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । କିଙ୍ଗ କୋବ୍ରା ପରି ଅନେକ ସାପ ଏତେ ବିପଜ୍ଜନକ ଯେ, ଯଦି ସେମାନେ ମଣିଷକୁ କାମୁଡ଼ନ୍ତି, ତେବେ କିଛି ମିନିଟ୍‌ରେ ମଣିଷର ମୃତ୍ୟୁ ହେବା ନିଶ୍ଚିତ । କିନ୍ତୁ…

୭୭ ବର୍ଷ ବୟସରେ ଜେଜେମା’ଙ୍କ ଅନନ୍ୟ ବିବାହ

ନ୍ୟୁୟର୍କ: ଆଜିକାଲି ଲୋକମାନେ ବିଭିନ୍ନ ଉପାୟରେ ବିବାହ କରିବା ଆରମ୍ଭ କରିଛନ୍ତି । ଅଧିକାଂଶ ନିଜ ପସନ୍ଦରେ ବିବାହ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ଏବେ ଲୋକମାନେ ଏକାକୀ ବିବାହ କରୁଥିବା ଏକପ୍ରକାର ଟ୍ରେଣ୍ଡ୍ ପାଲଟିଛି । ଜଣେ ଆମେରିକୀୟ ଜେଜେମା ମଧ୍ୟ ସମାନ କାର୍ଯ୍ୟ କରି ଏବେ ଖୁବ୍…