Latest Odisha News
Browsing Category

ଅନ୍ୟାନ୍ୟ

ରାଜଧାନୀରେ ଅନୁଷ୍ଠିତ ହେଲା ଢେଙ୍କାନାଳ ଉତ୍ସବ

ଭୁବନେଶ୍ୱର : ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଢେଙ୍କାନାଳ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା  ତଥା ରାଜ୍ୟରେ…

ଟାଇଟାନିକ ଜାହାଜ ପରି ଘର ତିଆରି କଲେ ଚାଷୀ

ପଶ୍ଚିମବଙ୍ଗ: ଅଧିକାଂଶ ଲୋକ ନିଜର ଏକ ସୁନ୍ଦର ଘର ତିଆରି କରିବାକୁ ସ୍ୱପ୍ନ ଦେଖନ୍ତି । ଯାହାକୁ ସେମାନେ ନିଜ ମନ ମୁତାବକ ଡ଼ିଜାଇନ୍ କରିବେ । ହେଲେ ଏହି ସ୍ୱପ୍ନ କାହାର ପୂରଣ ହେଉଥିବା ବେଳେ ଆଉ କାହାର ହୋଇ ନ ଥାଏ । ତେବେ ପଶ୍ଚିମବଙ୍ଗର ଜଣେ ଚାଷୀ ନିଜର ସ୍ୱପ୍ନର ଘର ତିଆରି କରି ଚର୍ଚ୍ଚାକୁ…

ଏମିତି ଏକ ଗାଁ: ଯେଉଁଠି ସନ୍ଧ୍ୟା ହେଲେ ମହିଳା ହୁଅନ୍ତି ‘କମାଣ୍ଡୋ’

ଛତିଶଗଡ଼: ସନ୍ଧ୍ୟା ହେଲେ ମହିଳା ହୁଅନ୍ତି କମାଣ୍ଡୋ । ଗାଁକୁ ଦିଅନ୍ତି ସୁରକ୍ଷା । ରାତି ଅନିଦ୍ରା ହୋଇ ଜଗି ରୁହନ୍ତି ଗାଁକୁ । ଏହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଭାବୁଥିବେ ମହିଳା ପୁଣି କମାଣ୍ଡୋ ହୋଇ ସୁରକ୍ଷା କେମିତି ଦେବେ । ବାସ୍ତବରେ ଛତିଶଗଡ଼ରେ ଏମିତି ଏକ ଗାଁ ରହିଛି,…

ନିଆରା ଢଙ୍ଗରେ ପ୍ରପୋଜ କଲେ ପ୍ରେମିକ: ବାଥରୁମ୍‌ରେ ରଖିଲେ ହୀରାର ରିଙ୍ଗ୍

ନ୍ୟୁୟର୍କ: ଯୁବକମାନେ ବିବାହ ପାଇଁ ଗର୍ଲଫ୍ରେଣ୍ଡକୁ ପ୍ରସ୍ତାବ ଦେବାବେଳେ ନିଜକୁ ପରିମାର୍ଜିତ ବୋଲି ଦର୍ଶାନ୍ତି । ପ୍ରସ୍ତାବ ଦେବା ପାଇଁ ସେମାନେ ଏକ ମହଙ୍ଗା ରିଙ୍ଗ ଦିଅନ୍ତି, ରାତ୍ରି ଭୋଜନ ପାଇଁ ବଡ଼ ରେଷ୍ଟୁରାଣ୍ଟକୁ ଯାଆନ୍ତି, କିଛି ସୁନ୍ଦର ସ୍ଥାନରେ ଆଣ୍ଠୁମାଡି ରିଙ୍ଗ ଦିଅନ୍ତି ଏବଂ…

ଉଚ୍ଚା କପାଳକୁ ନେଇ ଚିନ୍ତିତ ଯୁବତୀ: ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କଲେ ହେୟାର ଟ୍ରାନ୍ସପ୍ଲାଣ୍ଟ

ବ୍ରିଟେନ: ଅନେକ ଲୋକ ମୁଣ୍ଡରେ କମ୍ କେଶ ହେଉ ବା ଚନ୍ଦାପଣକୁ ନେଇ ଚିନ୍ତାଗ୍ରସ୍ତ ହୋଇଥାନ୍ତି । ଆଉ କିଏ ନିଜର ଉଚ୍ଚା କପାଳକୁ ନେଇ ମଧ୍ୟ ଖୁସି ନ ଥାନ୍ତି । କାରଣ ଅନେକ ଲୋକ ତାଙ୍କୁ ଥଟ୍ଟା ପରିହାସ କରିଥାନ୍ତି । ତେବେ ବ୍ରିଟେନର ଜଣେ ଯୁବତୀ ନିଜର କପାଳ ଉଚ୍ଚାକୁ ନେଇ ଚିନ୍ତିତ ହେବା ସହ…

୫ ଟି ଫୁଟବଲ୍‌ରେ କୌଶଳ ଦେଖାନ୍ତି ଯୁବକ, ଲୋକେ କରନ୍ତି ପ୍ରଶଂସା

ଜୟପୁର : ସୋସିଆଲ ମିଡ଼ିଆରେ ଆମେ ଅନେକ ଭିଡ଼ିଓ ଦେଖିବାକୁ ପାଇଥାଉ ଯେଉଁଥିରେ, ଲୋକମାନେ ଭିନ୍ନ ଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥାନ୍ତି । ଯାହାକୁ ଦେଖି ଆମେ ବହୁତ ଖୁସି ହେବା ସହ ପ୍ରଶଂସା ବି କରିଥାଉ । ତେବେ ଜୟପୁରର ଜଣେ ଯୁବକ ୫ଟି ବଲରେ ବିଭିନ୍ନ ପ୍ରକାରର କୌଶଳ ଦେଖାଇଥାନ୍ତି, ଯାହାକୁ…

ମୋଟା ବିଲେଇ ପ୍ରତିଯୋଗିତା: ବହୁ ଭାଗ ନେଲେ, ପୁରସ୍କୃତ ହେଲେ

ମାଲେସିଆ: ଆଜିର ସମୟରେ ଲୋକମାନେ ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ମେଦବହୁଳତା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ଏହି କାରଣରୁ, ଲୋକମାନେ ସେମାନଙ୍କର ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି । ଏହା କେବଳ ମଣିଷମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବରଂ ପଶୁମାନଙ୍କ କ୍ଷେତ୍ରରେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ ଆଲୋଚନା କରିବା ସମୟରେ ମନରେ ଉତ୍କଣ୍ଠା ଆସେ ଯେ ଏପରି ସେବାର ନିର୍ଦ୍ଧାରଣ କିଏ କରିଥିଲା? କାରଣ ପ୍ରତ୍ୟେକ ସେବାର ଢାଞ୍ଚା ସ୍ୱତନ୍ତ୍ର ଓ ସେବକ…

ଏମିତି ଏକ ଦେଶ: ଯେଉଁଠି ଡ଼୍ରଗ୍ସ ରଖିବା ଆଇନଗତ, ତଥାପି ଏହା ଦୁନିଆର ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶ

ପର୍ତ୍ତୁଗାଲ : ପ୍ରତ୍ୟେକ ଦେଶରେ ବିଭିନ୍ନ ଅବକାରୀ ଜିନିଷ ଖୁଲମ୍‌ଖୁଲା ବିକ୍ରି କରାଯାଇ ନ ଥାଏ । ଏଥିଲାଗି ବହୁ କଟକଣା ମଧ୍ୟ ରହିଛି । କିନ୍ତୁ ଏପରି ଏକ ଦେଶ ଅଛି, ଯେଉଁଠି ଡ୍ରଗ୍ସ ରଖିବା ମଧ୍ୟ ଆଇନଗତ ଅଟେ । ତେଣୁ ଏହା ଦୁନିଆର ସବୁଠାରୁ ମଦ୍ୟପ ଦେଶ ଭାବେ ପରିଚିତ । ଜାଣିକି ଆଶ୍ଚର୍ଯ୍ୟ…

କୁନି ଝିଅର କମାଲ: ୪ ମିନିଟ୍‌ରେ ୨୫୪ ଟି ଦେଶର ପତାକା ଚିହ୍ନି ବିଶ୍ୱ ରେକର୍ଡ

ମାଲେସିଆ: କୌଣସି ଦେଶ ପାଇଁ ଏହାର ଜାତୀୟ ପତାକା ଅତ୍ୟନ୍ତ ସମ୍ମାନଜନକ । ଏହି ଜାତୀୟ ପତାକା ଦେଶର ସ୍ୱାଭିମାନ ଓ ଗୌରବମୟ ଐତିହ୍ୟର ପରିଚିତି ବହନ କରେ । ବିଭିନ୍ନ ଦେଶର ଜାତୀୟ ପତାକାକୁ ଚିହ୍ନିବା ସମସ୍ତଙ୍କ ପାଇଁ ସହଜ ହୋଇ ନ ଥାଏ । କିନ୍ତୁ ମାଲେସିଆର ଜଣେ ମାତ୍ର ଆଠ ବର୍ଷର କୁନି ଝିଅ କମ…