Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରିଲ୍ସ ମାନିଆ: ଯୁବତୀ ବିକିନ୍ ପିନ୍ଧି ଚିତା ବାଘ ସହ କଲେ ଭିଡ଼ିଓ

ନ୍ୟୁୟର୍କ: ଭିଡିଓ ଏବଂ ରିଲ୍ସ ବନାଇବା ପାଇଁ ଲୋକେଏପରି ଚିନ୍ତାଧାରା ଆପଣାଉଛନ୍ତି, ଯାହା ଭିନ୍ନ ହେବା ସହ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା । ଏହି କାରଣରୁ ପ୍ରତ୍ୟେକ ଦିନ ଏହିପରି ରିଲ୍ ଏବଂ ଭିଡିଓ ଦେଖିବାକୁ ମିଳିଥାଏ ଯାହା ବେଳେବେଳେ ଆଶ୍ଚର୍ଯ୍ୟ ହୋଇଯାଏ । ଅଧିକ ଲାଇକ୍ ଆଶାରେ ଲୋକମାନେ…

ପ୍ରବାସୀ ଓଡ଼ିଆ ବିକାଶ ସମିତିର ମହା ବିଷୁବ ସଂକ୍ରାନ୍ତି ମିଳନ

ନୂଆଦିଲ୍ଲୀ : ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ପ୍ରେକ୍ଷାଳୟରେ ମହା ବିଷୁବ ସଂକ୍ରାନ୍ତି ମିଳନ କାର୍ଯକ୍ରମ ଆୟୋଜିତ ହୋଇ ଯାଇଛି ।ଏହି ଅବସରରେ ଶୈଳେନ୍ଦ୍ର ସ୍ଵାଇଁଙ୍କ ଦ୍ଵାରା ସମ୍ପାଦିତ ପ୍ରବାସୀ ଓଡ଼ିଆ ସ୍ମରଣିକା ୨୦୨୩ ଉନ୍ମୋଚିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁପକାର ସେବାରେ ନିୟୋଜିତ ସେବକମାନଙ୍କ ବିଷୟରେ ଆଲୋଚନା ଜାରି ରହିଥିବା ସମୟରେ ମନକୁ ଏକ ପ୍ରଶ୍ନ ଆସେ ଏହି ରୋଷ କାର୍ଯ୍ୟରେ କିଛି ସହଯୋଗକାରି ସେବକ ମଧ୍ୟ ନିଶ୍ଚିତ…

କରୋନା ସଂକ୍ରମଣରେ ବଡ ହ୍ରାସ; ସକ୍ରିୟ ସଂଖ୍ୟା ବି କମିଲା

ନୂଆଦିଲ୍ଲୀ: ଗତ ପରଦିନ ଠାରୁ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ଆଜି(ଏପ୍ରିଲ ୨୪) ୭,୧୭୮ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧୦,୧୧୨ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଆଜି ସଂଖ୍ୟା ୭ ହଜାର ରହିଛି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁପକାର ଶ୍ରେଣୀର ସେବକମାନଙ୍କ ମଧ୍ୟରେ ବଡୁ ସୁଆରମାନଙ୍କ ସ୍ଥାନ ସ୍ୱତନ୍ତ୍ର, ସେବା ମଧ୍ୟ ସ୍ୱତନ୍ତ୍ର, କାରଣ ଭୋଜନ କ୍ଷେତ୍ରରେ ଭୋଜନ ପ୍ରିୟ ଠାକୁରଙ୍କ ବ୍ୟଞ୍ଜନ ଯଦି…

କଳା ଅଣ୍ଡା ଖାଇଲେ ବଢିଥାଏ ଆୟୁଷ

ଜାପାନ: ସାଧାରଣତଃ ଅଣ୍ଡାର ରଙ୍ଗ ଧଳା କିମ୍ବା ବାଦାମୀ ରଙ୍ଗର ହୋଇଥାଏ । କିନ୍ତୁ କଳା ରଙ୍ଗର ଅଣ୍ଡା ଯେ ଥାଇପାରେ ଏକଥା ଅନେକଙ୍କୁ ଅଜଣା । ଏବେ ଜାପାନରେ କଳା ରଙ୍ଗର ଅଣ୍ଡା ଦେଖିବାକୁ ମିଳୁଛି, ଯାହାକୁ ଖାଇଲେ ଆୟୁଷ ବଢିଥାଏ ବୋଲି ସେଠାକାର ଲୋକଙ୍କ ଧାରଣା । ଜାପାନର ମାଉଣ୍ଟ ହୋକେନ୍‌ରେ…

ସାମାନ୍ୟ ଆଶ୍ୱସ୍ତି; ଦୈନିକ କରୋନା ସଂକ୍ରମଣରେ ବଡ ହ୍ରାସ, କେତେ ଚିହ୍ନଟ ହେଲେ ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ରବିବାର ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ୩ ହଜାରରୁ ଅଧିକ ଦୈନିକ ସଂକ୍ରଣ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୧୦,୧୧୨ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ସକ୍ରିୟ ସଂଖ୍ୟା ୬୭,୮୦୬ ହୋଇଛି। ନୂଆ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବାର ଏକ ମୂଖ୍ୟ ଅଂଶ ହେଲା ଷlଠିଏ ପଉଟି ଭୋଗ ରନ୍ଧନ ଓ ଛପନ ଭୋଗ ପ୍ରସ୍ତୁତି। ଆପଣ ଏଥିରୁ ଅନୁମାନ କରିପାରୁଥିବେ ଯେ ଯେଉଁ ସୁଆର ସେବକମାନେ ଏହି ପାକ ପ୍ରକ୍ରିୟାରେ…

ଦାନ୍ତରେ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ସହିବା ଭାରି କଷ୍ଟ । ଯେତେବେଳେ ଦାନ୍ତରେ ଯନ୍ତ୍ରଣା ହୁଏ, କଥା ହେବା, ଖାଇବା ପିଇବା କଷ୍ଟକର ହୋଇଯାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୁଏ ଯେ, ପୁରା ପାଟି ଫୁଲି ଯାଏ । ଦାନ୍ତରେ କିଛି ଲାଖିଥିଲେ କିମ୍ବା ଥଣ୍ଡା କି…

ହଜିଗଲା ଝିଅର ଟେଡ଼ି ବିୟର: ଦୋକାନ ବାହାରେ ପୋଷ୍ଟର ଲଗାଇଲେ ବାପା

ବ୍ରିଟେନ୍‌:ପିଲାମାନେ ଯାହା କରନ୍ତି ସେଥିରେ ସବୁ ବାପାମାଆ ଖୁସି ହୁଅନ୍ତି । ପିଲାମାନଙ୍କର ସବୁକିଛି ଜିନିଷକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି ପ୍ରତ୍ୟେକ ବାପାମାଆ । ଯଦି ପିଲାଙ୍କର କୌଣସି ପ୍ରିୟ ଜିନିଷ ହଜିଗଲେ ପ୍ରତ୍ୟେକ ବାପାମାଆ ବ୍ୟସ୍ତ ହୋଇପଡ଼ନ୍ତି । ବ୍ରିଟେନ୍‌ର ଜଣେ ବ୍ୟକ୍ତି ନିଜ…