Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ନୈଋତ କୋଣରେ ମା ବିମଳାଙ୍କ ମନ୍ଦିରରେ ଆମେ ପ୍ରବେଶ କରିଛେ। ଆସନ୍ତୁ ପ୍ରଥମେ ନାଟ ମଣ୍ଡପରେ ଥିବା ୪୪ ଯୋଗିନୀଙ୍କ ଚିତ୍ର ପ୍ରତିମା ସହ ଷୋଡଶ…

ଓଜନ ହ୍ରାସ କରିବ ଭୃସଙ୍ଗ ପତ୍ର…

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଭୃସଙ୍ଗ ପତ୍ର । ଭୃସଙ୍ଗପତ୍ର ପୋଷକ ତତ୍ତ୍ୱରେ ଭରପୁର। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟର ଅନେକ ଉପକାର ହୋଇଥାଏ। ଭୃସଙ୍ଗପତ୍ରରେ ଆଇରନ, କ୍ୟାଲସିୟମ, ଫସଫରସ, ଭିଟାମିନ ସି ଭଳି ପୋଷକ ତତ୍ତ୍ୱ ରହିଛି। ସାଧାରଣତଃ ଭୃସଙ୍ଗପତ୍ରର ବ୍ୟବହାର ବ୍ୟଞ୍ଜନର ସ୍ୱାଦକୁ…

ଚାଇନିଜ୍‌ ନୂଆବର୍ଷ ପାଳନ ବେଳେ ଗୁଳିକାଣ୍ଡ , ୯ ମୃତ

କାଲିଫୋର୍ଣ୍ଣିଆ: ଶନିବାର ଆମେରିକାର କାଲିଫୋର୍ଣ୍ଣିଆରେ  ଘଟିଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଗୁଳିକାଣ୍ଡରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୂଯାୟୀ ଏହି ଘଟଣା ଶନିବାର ରାତି ୧୦ ଟା ପରେ ହୋଇଥିଲା । ଗୁଳିମାଡ଼ କରିଥିବା ବ୍ୟକ୍ତି ହାତରେ ମେସିନ ଗନ୍…

ଘୁଷୁରୀ ମୃତ୍ୟୁ ପାଇଁ ଚକ୍ରବ୍ୟୁହ ରଚୁଥିଲେ ନିଜେ ଫସିଲେ

ନୂଆଦିଲ୍ଲୀ:ଏକ ଘୁଷୁରିକୁ ମାରିବାକୁ ଯାଇ  ହଙ୍ଗକଙ୍ଗରେ ଜଣେ ୬୧ ବର୍ଷିୟ କଂସେଇଙ୍କର ମୃତ୍ୟୁ ଘଟିଛି । ଏହି ଖବରଟି ପୁଲିସ ସୂତ୍ରରୁ ସୂଚନା ପାଇଁ ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ଚୀନ୍‌ର ମେନ୍‌ଲାଣ୍ଡ୍‌ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳ ଅନ୍ତର୍ଗତ ହଙ୍ଗକଙ୍ଗ ସହରର ଉତ୍ତରପାର୍ଶ୍ବ ଉପକଣ୍ଠରେ…

ବ୍ରାଜିଲରେ ଦଙ୍ଗା : ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଲା

ନୂଆଦିଲ୍ଲୀ : ବ୍ରାଜିଲର ସେନାମୁଖ୍ୟ ହେଲେ ବହିଷ୍କାର। ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲଭା । ଦୁଇ ସପ୍ତାହ ତଳେ ବ୍ରାଜିଲିଆରେ ଘଟିଥିବା ହିଂସା ଘଟଣାରେ ସେନାମୁଖ୍ୟ ଜୁଲିଓ ସେସାର ଆରୁଦ୍ଦାଙ୍କୁ ବହିଷ୍କାର କରିଛନ୍ତି ରାଷ୍ଟ୍ରପତି। ଆର୍ଜେଣ୍ଟିନା…

କୁକୁଡ଼ାର ଦାମ୍‌ ୧ଲକ୍ଷ ୬୨ ହଜାର ଟଙ୍କା

ବ୍ୟୁରୋ : ସମସ୍ତଙ୍କୁ ଚିକେନ୍‌ ଖାଇବାକୁ ପସନ୍ଦ ଥାଏ । ସେଥିପାଇଁ କୁକୁଡ଼ା ନାଁ ଶୁଣିଲେ ଲୋକଙ୍କ ପାଟିରୁ ଲାଳ ଗଡ଼େ । ଆଉ ଯଦି କୁକୁଡ଼ାକୁ ଭଲ ଭାବରେ ରନ୍ଧା ଯାଏ ତେବେ ଏହାକୁ ଖାଇବାର ଆନନ୍ଦ କିଛି ଅଧିକ ହୋଇଥାଏ। ଆପଣମାନେ ଭଲଭାବରେ ଜାଣିଥିବେ ଯେ କୁକୁଡ଼ା ଅନେକ ପ୍ରଜାତିର ଅଛନ୍ତି।…

କୂଅରେ ପଡ଼ି ନାବାଳକର ମୃତ୍ୟୁ

ଖୋର୍ଦ୍ଧା : ସାଇକେଲ ଚଲାଇବା ବେଳେ ଅଘଟଣ ।କୂଅରେ ପଡ଼ି ନାବାଳକର ମୃତ୍ୟୁ। ଅସାବଧାନତା କାରଣରୁ ନାବାଳକ ଜଣଙ୍କ ସାଇକଲ ସହ ପଡ଼ି ଯାଇଥିଲେ କୂଅରେ । ଏଭଳି ଅଭାବନୀୟ ଘଟଣା ଘଟିଛି ଘଟଣା ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତ ନାବାଳକ ହେଲେ ଦିବ୍ୟଜ୍ୟୋତି ବେହେରା । ସୂଚନା…

ଆପଣଙ୍କ ମୁଣ୍ଡ ବିନ୍ଧୁଛି କି !

ଆମ ଦୈନନ୍ଦିନ ଜୀବନରେ ଅନେକ ସମୟରେ ମୁଣ୍ଡବିଧା ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସମସ୍ୟାକୁ ସମସ୍ତେ ସାଧାରଣ ସମସ୍ୟା ବୋଲି ଭାବିଥାଆନ୍ତି । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ସେମାନଙ୍କୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର କ୍ଷେତ୍ରେଶ୍ୱରୀ ମା ବିମଳାଙ୍କ ମନ୍ଦିର ପାଖରେ ଆମେ ପହଞ୍ଚି ତାର ଇତିହାସ, ପୁରାଣ ବିବରଣୀ, ଓ ଗବେଷକ ମାନଙ୍କ ମତ କିଛି କିଛି ଜାଣିଲେ। ଆହୁରି ଆଗକୁ…

ଏହି ଦିନ ଭାରତରେ ଲଞ୍ଚ ହେବ ବିଶ୍ୱର ପ୍ରଥମ କୋଭିଡ୍-୧୯ ନାଜାଲ୍ ଭ୍ୟାକ୍ସିନ୍‌, ଦାମ କେତେ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କୋଭିଡ୍-୧୯ ନାସାଲ୍ ଭ୍ୟାକ୍ସିନ ଭାରତରେ ଲଞ୍ଚ୍ ହେବାକୁ ଯାଉଛି। ଏହାକୁ ପ୍ରସ୍ତୁତ କରିଛି ସ୍ୱେଦେଶୀ କମ୍ପାନୀ ଭାରତ ବାୟୋଟେକ୍। ଜାନୁଆରୀ ୨୬ ତାରିଖରେ ଏହି ଇଣ୍ଟ୍ରାନାସାଲ କୋଭିଡ୍ ଭ୍ୟାକ୍ସିନ iNCOVACC ଲଞ୍ଚ୍ ହେବ। ଶନିବାର କମ୍ପାନୀର ଚେୟାରମ୍ୟାନ୍ ତଥା…