Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜୟା ବଚ୍ଚନଙ୍କ ମିମିକ୍ରି କରି ଯୁବତୀଙ୍କ ଭିଡିଓ ଭାଇରାଲ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କର ଭିଡିଓକୁ ନେଇ ବେସ ଚର୍ଚ୍ଚା ଚାଲିଛି। ଭାଇରାଲ କ୍ଲିପ୍‌ରେ ଏହି ଯୁବତୀ ଜଣକ ବଲିଉଡ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କୁ ଅନୁକରଣ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଯୁବତୀ ଜଣକ ମିମିକ୍ରି କରିବା ସମୟରେ କେଉଁ…

ରହସ୍ୟରେ ପରିପୂର୍ଣ୍ଣ ଭାରତର ଐତିହାସିକ ଗୁମ୍ଫା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରର ଜଲଗାଓଁ ସହରରେ ଅବସ୍ଥିତ ଅଜନ୍ତା ଏବଂ ଏଲୋରା ଗୁମ୍ଫାର କୌଣସି ପରିଚୟର ଆବଶ୍ୟକତା ନାହିଁ। ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ଗୁମ୍ଫାଗୁଡ଼ିକୁ ଦେଖିବାକୁ ଆସନ୍ତି। ତେବେ ଏହି ଦୁଇଟି ଗୁମ୍ଫା ପରସ୍ପରଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟ ମଧ୍ୟରେ ମୂଖ୍ୟ ଆକର୍ଷଣ ଭାବେ ଆମ ଆଗରେ ଉଭା ହୋଇଛନ୍ତି ପ୍ରଭୂ "ପତିତପାବନ "। ନିଜକୁ ପତିତ ସଜାଇ ଆମେମାନେ ଭକ୍ତି ନିବେଦନ କରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ଗୁମୁଟ ମଧ୍ୟରେ ଆମେ ପ୍ରବେଶ କରିବା। ପ୍ରାୟ ତିରିଶ ଫୁଟ ଉଚ୍ଚା ଏହି ଗୁମୁଟ ମଧ୍ୟରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ନୃସିଂହ ଓ ଗଣେଶ…

ବାପା-ମାଆଙ୍କ ଏହି ଅଭ୍ୟାସ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭିଭାବକ ଏବଂ ସନ୍ତାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ବାପା ମାଆ ଯେଉଁ କାମ କରିବେ ତାହା ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ନିଜ ପିଲାଙ୍କ ଉପରେ ପ୍ରଭାବ ପକାଏ। ପିତାମାତାଙ୍କର ମଧ୍ୟ ଏପରି କିଛି ଭୁଲ କିମ୍ବା ଖରାପ ଅଭ୍ୟାସ ଅଛି ଯାହା…

୭୫ ବର୍ଷ ହେଲାଣି ଟ୍ରାଫିକ ଜାମ୍‌

ନୂଆଦିଲ୍ଲୀ : ଦୁନିଆରେ ଏଭଳି କିଛି ସ୍ଥାନ ରହିଛି ଯେଉଁ ସ୍ଥାନ ବିଷୟରେ ଆମେ ଅଜଣା । ଏପରି ଅନେକ ସ୍ଥାନ ଅଛି ଯାହା ବିଶେଷ କଥା ପାଇଁ ପ୍ରସିଦ୍ଧ ଥାଏ । ସେହି ସ୍ଥାନକୁ ଲୋକମାନେ ଦେଖିବାକୁ ବହୁତ ଆଗ୍ରହ ପ୍ରକାଶ ମଧ୍ୟ କରିଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ ..…

ସୂର୍ଯ୍ୟୋପରାଗ ସମୟରେ ଖାଦ୍ୟରେ ତୁଳସୀ ପତ୍ର କାହିଁକି ରଖାଯାଏ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ବର୍ଷରେ ବର୍ତ୍ତମାନ ଧନତେରସ ସହ ପଞ୍ଚଦିବସୀୟ ଦୀପୋତ୍ସବ ପର୍ବ ପାଳନ କରାଯାଉଛି। କିନ୍ତୁ ଆଜି ଅର୍ଥାତ୍ ଅକ୍ଟୋବର ୨୫ ତାରିଖ ଦିନଟି ବର୍ଷର ଦ୍ୱିତୀୟ ସୂର୍ଯ୍ୟୋପରାଗ। ଭାରତରେ ସୂର୍ଯ୍ୟୋପରାଗ ଦିନ ୨ଟା ୨୯ ମିନିଟରେ ଆରମ୍ଭ ହେବ । ପ୍ରାୟ ୪ ଘଣ୍ଟା ୩ ମିନିଟ୍…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ଓ ସିଂହଦ୍ୱାର ଭକ୍ତର ଚେତନାରେ ସେହି ଏକା ପରମ ପାବନ ଧାରା ସୃଷ୍ଟି କରେ। କାରଣ ସିଂହଦ୍ୱାର ଏଠି କେବଳ ଯିବା ଆସିବା ପଥ ଟିଏ ନୁହେଁ କି ଗୁମୁଟ ଟିଏ…

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ…

ଅକ୍ଟୋବରରେ ଏକ୍ସପ୍ଲୋର କରନ୍ତୁ ୟୁପିର ଏହି ସବୁ ସ୍ଥାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରପ୍ରଦେଶ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏହାର ଐତିହାସିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଯଦି ଆପଣ ମଧ୍ୟ ଆପଣଙ୍କର ବନ୍ଧୁ ଏବଂ ପରିବାର ସହିତ ଉତ୍ତରପ୍ରଦେଶକୁ ଏକ୍ସପ୍ଲୋର କରିବାକୁ ଯୋଜନା କରୁଛନ୍ତି, ତେବେ ଅକ୍ଟୋବର ମାସ…