Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାଓ୍ୱାର । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ସେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି । ନିକଟ…

ଓଡ଼ିଶାରେ ଦୁଇ ହଜାର ମୁହାଁ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦୁଇ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ୧୮୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୩୦ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟିନରୁ ୧୧୦୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥି ୭୯୧ । ୧୮…

ଉଦଘାଟିତ ହେଲା ସୋମା ବାଗଚୀଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର : ବ୍ରହ୍ମେଶ୍ୱର ପାଟଣା ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀରେ ଶିଳ୍ପୀ ସୋମା ଏମ. ବାଗଚୀଙ୍କର ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। । ଲୋକସଭା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ତ୍ୱରିତ ବରଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କ ବିଷୟ ଆଲୋଚନା ଜାରିଥିବା ସମୟରେ ଏକ ପ୍ରଶ୍ନ ଉଠିଛି । ଯଥା : ୧. ସମୁଦ୍ରରେ ଭାସୁଥିବା ଶ୍ରୀକୃଷ୍ଣଙ୍କ ଦେହାବଶେଷ ବ୍ରହ୍ମ…

ଦେଶରେ ୨୧୦୦ ଟପିଲା ଓମିକ୍ରନ୍‌ ମାମଲା; ମହାରାଷ୍ଟ୍ରରୁ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି ଓମିକ୍ରନ୍‌। ବୁଧବାର ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍‌ରୁ ୮୨୮ ରୋଗୀ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଓମିକ୍ରନ୍‌ ମାମଲା ସର୍ବାଧିକ ରହୁଥିବା ରିପୋର୍ଟ ହୋଇଛି।…

ଜାନୁଆରୀ ଶେଷ ଆଡକୁ ଭାରତରେ ଓମିକ୍ରନ୍ ପିକ୍, ଦୈନିକ ସଂକ୍ରମଣ କେତେ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ଦେଖାଇଲାଣି ନାଲି ଆଖି । କାୟା ବିସ୍ତାର କରି ଚାଲିଛି । ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ନୂଆ ଭାରିଆଣ୍ଟ ଯୋଗୁ ସଂକ୍ରମଣ ପୁଣି ଥରେ ଶିଖର ମୁହାଁ ହେଲାଣି । ଜାନୁଆରୀ ଶେଷ କିମ୍ବା ଫେବ୍ରୁଆରୀ ଆରମ୍ଭରେ ଭାରତରେ ଓମିକ୍ରନ୍ ସଂକ୍ରମ ପିକ୍ ଛୁଇଁବ । ପିକ୍ ବେଳେ…

ଓଡ଼ିଶାରେ ୫ ଜିଲ୍ଲାରେ ମାଡୁଛି କରୋନା, ଖୁବଶୀଘ୍ର ଫେରିପାରେ କଟକଣା

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ସଂକ୍ରମଣ ପାଖାପାଖି ଦୁଇ ଗୁଣା ବଢ଼ିଛି । ଗତକାଲି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୮୦ ଥିଲା । ଆଜି ୧୨ଶହ ପାର କରିଛି । ଦ୍ରୁତ କାୟା ମେଲାଉଛି କରୋନା । ଏଭଳି ମାଡ଼ିଲେ ଚଳିତମାସରେ ସଂକ୍ରମଣ ପିକ୍ ଛୁଇଁବା ଆଶଙ୍କା କରାଯାଉଛି । ଓଡ଼ିଶା ଚିନ୍ତା ବଢ଼ିଇଛି ୫…

ଫେରୁଛି କଡ଼ା କଟକଣା: ଶୁକ୍ରବାରଠୁ ଏହି ରାଜ୍ୟରେ ସପ୍ତାହାନ୍ତ କର୍ଫ୍ୟୁ

ବେଙ୍ଗାଳୁରୁ: ବଢୁଛି ସଂକ୍ରମଣ । କଟକଣା ବି ବଢୁଛି । ବିଭିନ୍ନ ରାଜ୍ୟରେ କଡ଼ାକଡ଼ି ହେଲାଣି କର୍ଫ୍ୟୁ । କରୋନା କେସ୍ ବଢୁଥିବାରୁ ଦିଲ୍ଲୀ ପରେ କର୍ଣ୍ଣାଣ୍ଟକରେ ଲାଗିବ ସପ୍ତାହାନ୍ତ କର୍ଫ୍ୟୁ । ରାଜ୍ୟରୁ ୧୪୯ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କୁ ସାକ୍ଷାତ ଶ୍ରୀଜଗନ୍ନାଥ ରୂପେ ପ୍ରତିପାଦନ କରିବାରେ ମୁଖ୍ୟ ହେଉଛନ୍ତି, ଚୈତନ୍ୟ ଓ ଗୌଡିୟ ବୈଷ୍ଣବମାନେ ତେଣୁ ବର୍ଣ୍ଣନା ଅଛି…

କରୋନା କବଳରେ କୋଲକାତା, ୮୦ ପୋଲିସ କର୍ମଚାରୀ ସଂକ୍ରମିତ

ଭୁବନେଶ୍ୱର: କୋଲକାତାରେ କରୋନା ଖେଳୁଛି ମୃତ୍ୟୁର ଖେଳ । ଗତକାଲି ଶତାଧିକ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଖବର ଚାଂଚଲ୍ୟ ସୃଷ୍ଟି କରିଥିଲା । ଆଜି ଅତ୍ୟଧିକ ସଂଖ୍ୟାରେ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହେବା ଘଟଣା ପଶ୍ଚିମବଙ୍ଗ ପ୍ରଶାସନକୁ ଚିନ୍ତାରେ ପକାଇଛି । କରୋନା କବଳରେ…