Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

[ଭିଡ଼ିଓ] ଦେବାଦେବୀଙ୍କ ଦେହରୁ ବାହାରୁଛି ଝାଳ!

ଭୋପାଳ: କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଆମ ଆଖି ସାମନାରେ ଘଟୁଛି ଘଟଣା ସବୁ। ଯାହା ଆମେ ବିଶ୍ୱାସ ନକରିଲେ ବି ସତ। ଏଇ ଯେମିତି ଦେବତାଙ୍କ ଦେହରୁ ବାହାରୁଛି ଝାଳ। ଏହି ଘଟଣା ଶୁଣିଲେ ସମ୍ପୁର୍ଣ୍ଣ ଆଶ୍ଚର୍ଯ୍ୟ ଲାଗିଥାଇ ପାରେ । ହେଲେ ଏହା ବାସ୍ତବରେ ଲୋକଙ୍କ ସମ୍ମୁଖରେ ହିଁ ଘଟିଥାଏ।…

ଓଡ଼ିଶାରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା କେସ୍ । ୨୪ ଘଣ୍ଟାରେ ୨୯୮ ସଂକ୍ରମିତ ହୋଇଛନ୍ତି । ୧୪ ଜଣ ଓମିକ୍ରନ୍ ପଜିଟିଭ୍ ବାହାରିଛନ୍ତି । କିନ୍ତୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ…

ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୪୩୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି ଓମିକ୍ରନ୍ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୧୪ଶହ ୩୧ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଓ ଦିଲ୍ଲୀରୁ ୩୫୧ ପଜିଟିଭ୍ କେସ୍ ବାହାରିଛି । ଏହି ଦୁଇଟି ରାଜ୍ୟରୁ କେବଳ ଅଧାରୁ ଅଧିକ…

ଦେଶରେ ଦିନକରେ ୩୫% ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଇ ଚାଲିଛି କରୋନା । ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ସପ୍ତାହରେ ୧୦ ହଜାର ତଳେ ରହିଥିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ସପ୍ତାହରେ ୨୦ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୭୭୫ ସଂକ୍ରମିତ ।…

୧୫-୧୮ ବର୍ଷଙ୍କୁ ଟିକାକରଣ ପାଇଁ ଆଜିଠୁ ପଞ୍ଜିକରଣ, ଜାଣନ୍ତୁ ରେଜିଷ୍ଟ୍ରସନ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ନୂଆବର୍ଷରେ ନୂଆ ଅଭିଯାନ । ଆସନ୍ତା ୩ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ ୧୫-୧୮ ବର୍ଷ ବର୍ଗରେ କୋଭିଡ୍ ଟିକାକରଣ । ଏଥିପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଏଥିପାଇଁ କୋ ଓ୍ୱିନ୍ ପୋର୍ଟାଲରେ ଆରମ୍ଭ ହେବ ରେଜିଷ୍ଟ୍ରେସନ୍ । ୧୫-୧୮ ବର୍ଷ ବୟସ୍କଙ୍କୁ କେବଳ କୋଭାକ୍ସିନ୍ ଟିକା…

ରାଜ୍ୟରେ ବଢୁଛି କରୋନା କେସ୍: ଆଜି ୨୯୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ପାଖାପାଖି ତିନି ଶହ ହେଲାଣି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରା ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୭୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨୨ଟି । ୧୮ବର୍ଷ ଭିତରେ ଆଉ ୩୩…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୪  ଦତ୍ରୀ ଉବାଚ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଅନସର ର ପଞ୍ଚମ ଦିନ ଏକ ବିଶେଷ ଉପଚାର ଏହି ଦିନ କରାଯାଏ । ବଡ଼ ଓଡ଼ିଆ ମଠ ଦ୍ୱାରା ପ୍ରସ୍ତୁତ ଫୁଲୁରୀ ତେଲ ମହାପ୍ରଭୁଙ୍କ ଅଙ୍ଗରେ ଲାଗି…

ଦେଶରେ ୧୦୦୦ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭାରିଆଣ୍ଟ୍‌ର ୧୨୭୦ଟି ନୂତନ ମାମଲା ରିପୋର୍ଟ ହୋଇଛି। ମହାରାଷ୍ଟ୍ରରେ ଓମିକ୍ରନ୍‌ ମାମଲା ସର୍ବାଧିକ ରହିଛି। ୧୦୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହା ପଛକୁ ରହିଛି ଦିଲ୍ଲୀ। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୫୦…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀରେ ସପ୍ତାବରଣ ମୂର୍ତ୍ତିଙ୍କ ଉପସ୍ଥିତି ବିଷୟରେ ଆଗରୁ ଆଲୋଚନା ହୋଇଛି । ବର୍ତ୍ତମାନ ଅଣବସର ସମୟରେ ଦଶlବତାର ଠାକୁରଙ୍କୁ ଜାଣିବା । କୋଠ…

ମୁମ୍ବାଇକୁ ଆସିଲାଣି କରୋନାର ତୃତୀୟ ଲହର !

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା କେସ ପୁଣି ଥରେ ବଢୁଛି । ମୁମ୍ବାଇରେ ଦିନକରେ ଦୁଇ ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶ ବାଣିଜ୍ୟିକ ରାଜଧାନୀରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏକଥା କହିଛନ୍ତି ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସ…