Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ, ଜାଣନ୍ତୁ ଏହାର ମାହାତ୍ମ

ପୁରୀ: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି । ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥାଏ ଏହି ବେଶ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ…

ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନସଚିବ ରବିନାରାୟଣ ଦାସଙ୍କର ଆଜି ପରଲୋକ

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନସଚିବ ରବିନାରାୟଣ ଦାସଙ୍କର ଆଜି ପରଲୋକ ହୋଇଛି। ସେ ତାଙ୍କ ଫରେଷ୍ଟ ପାର୍କ ହାଉସ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୧୯୫୯ ବ୍ୟାଚର ଆଇଏଏସ୍ ଶ୍ରୀ ଦାସ ୧୯୯୨ ମସିହା ଡିସେମ୍ବର ୧ ତାରିଖରୁ ୧୯୯୫ ମସିହା ସେପ୍ଟେମ୍ବର ୩୦ ତାରିଖ…

ରାଜ୍ୟରେ ଦୁଇ ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସିବ କରୋନା କେସ୍ । ଆଜି ଦୈନିକ ସଂକ୍ରମଣ ଦୁଇ ଶହ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହନଟ ହୋଇଛନ୍ତି ୧୮୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୬ । ୧୮ ବର୍ଷ ଭିତରେ ଆଉ ୩୫ ଜଣ ପଜିଟିଭ୍…

ସୋମବାରଠୁ ଆରମ୍ଭ ପଞ୍ଚୁକ: ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ: ସୋମବାରଠୁ ଆରମ୍ଭ ପଞ୍ଚୁକ । ରାତି ପାହିଲେ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ର ସମେତ ରାଜ୍ୟବ୍ୟାପୀ ପଞ୍ଚୁକ ଆରମ୍ଭ ହୋଇଯିବ। କାର୍ତ୍ତିକ ମାସରେ ନାମ ସଂକୀର୍ତନରେ ଉଛୁଳୁଛି ମଠ ଓ ମନ୍ଦିର । କାର୍ତିକ ଶୁକ୍ଳ ଏକାଦଶୀ ତିଥିରୁ ସୋମବାର ପଞ୍ଚୁକ ଆରମ୍ଭ ହୋଇଯିବ। ଯେଉଁମାନେ କାର୍ତିକ ମାସ…

ସ୍କୁଲ ରୂପାନ୍ତର ପର୍ବ : ୪ଟି ଜିଲ୍ଲାର ୧୩୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ

ଭୁବନେଶ୍ୱର: ହାଇଟେକ୍ ହେଉଛି ହାଇସ୍କୁଲ । ୫-ଟି ଅଧିନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳୁଛି ସ୍କୁଲର ନକ୍ସା । ନୂଆ ରୂପରେ ସ୍କୁଲ , ଶ୍ରେଣୀଗୃହ, ଲାଇବ୍ରେରୀ । ପିଲାଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠପଢା । ଆଜି ଶିଶୁ ଦିବସ ଅବସରରେ ୪ଟି…

ଆଜି ରାଜ୍ୟରୁ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୪୨ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୫୩ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୦୯ ଟି ଲୋକାଲ୍‌ କେସ୍‌ ରହିଛି। ସେହିପରି ବାଲେଶ୍ବରରୁ ୧୨,…

[ଭିଡ଼ିଓ] ରଙ୍ଗ ବଦଳାଉଥିବା ମା’ଧାରୀ ଦେବୀ ମୂର୍ତ୍ତି

ଜମ୍ମୁ: ଶୁଣିଲେ ଘଟଣା ବେଶ ଆଶ୍ଚର୍ଯ୍ୟ ଲାଗେ । ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଆମ ସାମନାରେ ପ୍ରତିଦିନ ଏମିତି କିଛି ନା କିଛି ଘଟଣା ଘଟିଚାଲିଛି। ଯାହାର ସତ୍ୟତା କିନ୍ତୁ ଆମକୁ ଅଗୋଚର ରହିଛି । ସେହିଭଳି ଏକ ମନ୍ଦିର ରହିଛି ଉତ୍ତରାଖଣ୍ଡରେ । ଶ୍ରୀନଗରଠାରୁ ପ୍ରାୟ…

ପଦ୍ମଶ୍ରୀରେ ସମ୍ମାନିତ ହୋଇ ଫେରିଲେ ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆ

ଝାରସୁଗୁଡା : ପଦ୍ମଶ୍ରୀରେ ସମ୍ମାନିତ ହୋଇ ଫେରିଲେ ମିତ୍ରଭାନୁ ଗୌନ୍ତିଆ । ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ଝାରସୁଗୁଡାରେ ଦିଆଗଲା ସମ୍ବର୍ଦ୍ଧନା । ବିଶ୍ଵରେ ସମ୍ବଲପୁରୀ ଗୀତର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ…

ଋଷିଆ ସାହିତ୍ୟିକ ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଜୟନ୍ତୀ

ଭୁବନେଶ୍ୱର: କିମ୍ବଦନ୍ତୀ ଋଷିଆ ସାହିତ୍ୟିକ ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଜୟନ୍ତୀ ପାଳନ ହୋଇଛି । ଭୁବନେଶ୍ୱର କ୍ଲବ ପରିସରରେ ଏହି ଦ୍ୱିଶତବାର୍ଷିକୀ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି । ଜଣେ ବିଶିଷ୍ଟ ସାହିତ୍ୟିକାର ଭାବେ ତାଙ୍କର ବେଶ ଦବଦବା ରହିଥିଲା । କାଫ୍‌କା ଓ…

କୋଭାକ୍ସିନ୍ ୭୭.୮% ଫଳପ୍ରଦ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତ ବାୟୋଟେକର ସ୍ୱଦେଶୀ ଟିକା କୋଭାକ୍ସିନ ୭୭.୮ ପ୍ରତିଶତ ପ୍ରଭାବୀ । ଲକ୍ଷଣଯୁକ୍ତ କରୋନା କେସରେ ଏହା ଫଳପ୍ରଦ । କୋଭାକ୍ସିନର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ପରେ ଏହାର ନିରାପତ୍ତା ଓ ଫଳପ୍ରଦତା ଉପରେ ଏଭଳି ତଥ୍ୟ ଦେଇଛି ମେଡିକାଲ୍ ଜର୍ଣ୍ଣାଲ ଲାନସେଟ୍…