Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭିଡ଼ିଓ: :ମହାଦେବଙ୍କ ମନ୍ଦିରରେ ବେଙ୍ଗ ବାହାନ

ଓଡ଼ିଶା ସମ୍ୱାଦ ବ୍ୟୁରୋ:  ତନ୍ତ୍ର ମନ୍ତ୍ରର ମନ୍ଦିର। ମନ୍ଦିର ଭିତରେ ରହଛି ଅନେକ ରହସ୍ୟ। ଆଉ ରହସ୍ୟ ଭିତରେ ପୂଜା ପାଉଛନ୍ତି ମହାଦେବ। ସବୁଠୁ ବଡ଼ କଥା ହେଉଛି ମନ୍ଦିର ସମ୍ମୁଖରେ ରହିଛି ଏକ ବଡ଼ ବେଙ୍ଗ। ଆଉ ଏହି ବେଙ୍ଗ ମନ୍ଦିର ରକ୍ଷକ ବୋଲି କୁହନ୍ତି ଲୋକେ। ମହାଦେବଙ୍କ ଏହି ମନ୍ଦିରକୁ…

ଆଜି ୪୦୦ ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୪୦୦ ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୫୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୯ । ୧୮ ବର୍ଷ ଭିତରେ ଆଉ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୨୩ ଜିଲ୍ଲାରୁ ବାହାରିଛନ୍ତି…

ଜଗତ ଜନନୀଙ୍କ ବିଜୟା ଦଶମୀ

ବାଲେଶ୍ବର : ଆଜି ହେଉଛି ମା' ଜଗତ ଜନନୀ ଙ୍କ ବିଜୟା ଦଶମୀ। ଆଜିର ଦିନରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇ ଧର୍ମ ସ୍ଥାପିତ ହୋଇଥିଲା । ମା' ଙ୍କ ବିଦାୟ ଉତ୍ସବକୁ ନେଇ ଖୁବ ଭାବବିହ୍ଵଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ମାଙ୍କୁ ନାଲି ସିନ୍ଦୂର, ଅଳତା ଓ ନାଲି ସଙ୍ଖା ପରିଧାନ କରାଇ…

୨୦୦ ବର୍ଷ ତଳର ଅଭିଶାପ, ପୁରୁଷ ଧାରଣ କରନ୍ତି ମହିଳାଙ୍କ ବେଶ

ଓଡିଶା ସମ୍ବାଦ ବ୍ୟୁରୋ: ଗରବା ନାଚ । ଖାସ କରି ଗୁଜରାଟରେ ନବରାତ୍ରୀ ପାଳନ ସମୟରେ ଏହି ନାଚ ସାମ୍ନାକୁ ଆସିଥାଏ । ୯ଦିନ ପର୍ଯ୍ୟନ୍ତ ଗୁଜରାଟର ଲୋକେ ଗରବା ନାଚରେ ମସଗୁଲ ଥାଆନ୍ତି । ହେଲେ ନବରାତ୍ରୀର ଅଷ୍ଟମ ଦିନରେ ପୁରୁଣା ସହର ଅହମଦାବାଦରେ ପୁରୁଷ ଲୋକେ ଶାଢୀ ପିନ୍ଧି ଗରବା କରିବାରେ…

ଆଜି ରାଜ୍ୟରୁ ୪୬୭ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଖସିଛି କରୋନା ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪୬୭ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୬୬ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ସଂକ୍ରମଣ । ଗତକାଲି ରାଜ୍ୟରୁ ଚିହ୍ନଟ ହୋଇଥିଲେ ୫୨୧…

ଚର୍ଚ୍ଚାରେ ଚକୋଲେଟରେ ନିର୍ମିତ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା ନେଇ ସବୁବେଳେ କୋଲକାତା ସହର ଚର୍ଚ୍ଚାରେ ଥାଏ । ଚଳିତବର୍ଷ କରୋନା କଟକଣା ମଧ୍ୟରେ ଚକୋଲେଟରେ ନିର୍ମିତ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଖୁବ ଚର୍ଚ୍ଚାରେ ରହିଛି । ୨୫ କି.ଗ୍ରା ବେଲଜିୟନ୍ ଚକୋଲେଟରେ ପ୍ରସ୍ତୁତ ହୋଇଛି ଦୁର୍ଗତିନାଶିନୀଙ୍କ…

ପାର୍ବଣରେ ମା ଝାଞିରୀ ମଙ୍ଗଳା

ଲୋପାମୁଦ୍ରା ପରିଡ଼ା  सर्वमङ्गलमाङ्गल्ये शिवे सर्वार्थसाधिके । शरण्ये त्र्यम्बके गौरि नारायणि नमोऽस्तु ते ॥ ମା ଜଗତଜନନୀ, ମହାମାୟା, ଯୋଗମାୟା, କମ୍ପିଲ୍ଯବାସିନୀ ମାଙ୍କର ପାଦପଦ୍ମେ କୋଟିକୋଟି ଭୁମିଷ୍ଠ ପ୍ରଣତୀ ବାଢିଲି । କଟକ ଦଶହରା କଥା ଆଗେ ଆମ ଘର ପାଖରୁ…

ଉପର ତଳ କରୋନା ଗ୍ରାଫ୍: ଆଜି ରାଜ୍ୟରୁ ୫୨୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ତଳ ହେଉଛି । କେବେ ୫୦୦ ତ କେବେ ୬୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି . ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୫୨୧ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୬୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ସଂକ୍ରମଣ…

ଆଜି ମଣ୍ଡପରେ ଶକ୍ତିମୟୀଙ୍କ ମହାନବମୀ

ଭୁବନେଶ୍ୱର: ଆଜି ମହାମାୟାଙ୍କ ମହାନବମୀ ପୂଜା । ମଣ୍ଡପରେ ସୂର୍ୟ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବାର ପରମ୍ପରା ରହିଛି । ମା’ଙ୍କୁ ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । ମହାନବମୀ ପାଇଁ ମଣ୍ଡପରେ ଭକ୍ତିମୟ ପରିବେଶ । କିନ୍ତୁ ଭକ୍ତ ନଥିବାରୁ ଭକ୍ତିଭାବ ନାହିଁ ।…

ରେମୁଣାରେ ପୂଜା ପାଉଛନ୍ତି ବିରଳ ଅଧିଷ୍ଠାତ୍ରୀ ଦେବୀ ଅଷ୍ଟାଦଶ ଭୂଜା ଦୁର୍ଗା

ବାଲେଶ୍ବର :- ବାଲେଶ୍ବର ରେମୁଣା ବ୍ଲକ ଅନ୍ତର୍ଗତ ପତ୍ରିପାଳ ପଞ୍ଚାୟତରେ ମା କନକ ଦୁର୍ଗା ସାରା ପୃଥିବୀରେ ଦ୍ବିତୀୟ ବିରଳ ଅଷ୍ଟାଦଶ ଭୁଜା ରୂପେ ପରିଚିତ। ଶତାଧିକ ବର୍ଷ ପୂର୍ବରୁ ଏହି ବିରଳ ମୁଗୁନି ପଥର ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇଥିଲା। ରାଜା ହରିଗୋଲାମ୍ ଦାସ ପ୍ରଥମ ସେବକ ବେଳେ…