Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାଲେଶ୍ବରର ଅଧିଷ୍ଠାତ୍ରୀ ଦେବୀ ମା କନକଦୁର୍ଗା

ବାଲେଶ୍ଵର : ପ୍ରତ୍ୟେକ ସ୍ଥାନରେ ଜଣେ ଜଣେ ପ୍ରତ୍ୟକ୍ଷ ଦେବୀ ଥାଆନ୍ତି। ଯିଏକି ସମଗ୍ର ଅଞ୍ଚଳକୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି। ସେହିପରି ବାଲେଶ୍ଵର ଜିଲ୍ଲା ସୁନହଟ ଗାଁର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ମା କନକ ଦୁର୍ଗା । ମାଙ୍କୁ ନେଇ ଅନେକ ଲୋକକଥା ରହିଛି ଆସିଛି।…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍, ୬୧୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । କେବେ ସାମାନ୍ୟ ବଢୁଚି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୧୫ ଆକ୍ରାନ୍ତ । ଏହି ସମୟରେ ୬୨ହଜାର ୬୭୫ କୋଭିଡ୍ ଟେଷ୍ଟ ହୋଇଛି । ଆଜି ୧୮ ବର୍ଷ ଭିତରେ ଆଉ ୬୮ ଜଣ ସଂକ୍ରମିତ ହୋଇଛନ୍ତି । ୨୨…

ଆଜି ମହାମାୟାଙ୍କ ମହାଷ୍ଟମୀ, ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ

ଭୁବନେଶ୍ୱର: ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାପୂଜା । ଆଜି ପାଳିତ ହେଉଛି ମହାଷ୍ଟମୀ । ମହା ଆଡମ୍ବରରେ ଚାଲିଛି ଦୁର୍ଗତନାଶିନୀଙ୍କ ପୂଜା । ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ । କରୋନା କଟକଣାରେ ବିନା ଭକ୍ତରେ ଦେବୀ ଦୁର୍ଗାଙ୍କ ଆବାହନ ଚାଲିଛି । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ପରଦା ଆଢୁଆଳରେ…

ବାଲେଶ୍ୱରର ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗା

ବାଲେଶ୍ୱର: ଓଡିଶାର କୋଣଅନୁକୋଣରେ କୌଣସି ନା କୌଣସି ଦେବାଦବୀଙ୍କର ବିଶିଷ୍ଟତା ରହିଛି । ପ୍ରତ୍ୟେକ ସ୍ଥାନରେ ଏମିତି ଜଣେଜଣେ ପ୍ରତ୍ୟକ୍ଷ ଦେବୀ ରହିଛନ୍ତି, ଯିଏ କି ସମଗ୍ର ଅଂଚଳର ରକ୍ଷାକର୍ତ୍ତା ଭାବେ ବିରାଜମାନ ରହିଥାନ୍ତି । ଏହି ଧାରାରେ ବାଲେଶ୍ୱର ଜିଲ୍ଲା ସୁନାହାଟ ଗାଁର ପ୍ରତ୍ୟକ୍ଷ…

ଅମର ଅକ୍ଷୟ. . .

ଭୁବନେଶ୍ୱର: ହୃଦୟର ଶୂନ୍ୟତାରୁ ଆପେଆପେ ଶୁଭୁଥିବା ଗୋଟେ ସୁମଧୁର ସଙ୍ଗୀତ , ଗୋଟେ ନାଁ ନୁହେଁ, ଗୋଟେ ଆବେଗ  । ଓଡ଼ିଆ ଆଧୁନିକ ସଙ୍ଗୀତର ଯୁଗ ସ୍ରଷ୍ଟା । ଓଡ଼ିଶାର ସଙ୍ଗୀତ ସମ୍ରାଟ ଚିର ସବୁଜ ଅକ୍ଷୟ ମହାନ୍ତି। ସେ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତର ଯୁଗଳବନ୍ଦୀ ଯୁଗେ ଯୁଗେ…

‘ପାର୍ବଣ ଆସନ୍ତାବର୍ଷ ବି ଆସିବ, ପ୍ରଥମେ ଜୀବନ ରହୁ’

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଉପର ତଳ ହେଉଛି । ପ୍ଲାଟ୍ୟୁ ସ୍ଥିତିରେ ରହିଛି ସଂକ୍ରମଣ । କିନ୍ତୁ ପାର୍ବଣରେ ବଜାରରେ ଲୋକଙ୍କ ଭିଡ ବଢୁଛି । ଏମିତି ହେଲେ ପୁଣି ଥରେ ସଂକ୍ରମଣ ଉପରମୁହାଁ ହୋଇପାରେ ବୋଲି ଚେତେଇ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି,…

ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ମା’ ତାରିଣୀ

କେନ୍ଦୁଝର: ଆଜି ଶକ୍ତିପୀଠରେ ପାଳିତ ହେଉଛି ମା’ଙ୍କର ମହାଷ୍ଟମୀ ପୂଜା । କିନ୍ତୁ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଆଜି ମହାସପ୍ତମୀ ପୂଜା ହେଉଛି । ଏହି ଅବସରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଦଶହରାରରେ ମା’ ତାରିଣୀଙ୍କ ସୁନାବେଶ ଦର୍ଶନ କଲେ…

ଦୈନିକ କରୋନା ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ପ୍ରତିଦିନ ଯେତିକି ସଂକ୍ରମିତ ବାହାରୁଛନ୍ତି ତାର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ…

ଏକାମ୍ରରେ ଶକ୍ତି ପୂଜାର ପରମ୍ପରା

ସୁକାନ୍ତ ପଣ୍ଡା କେବଳ ଓଡ଼ିଶା ନୁହେଁ ସମଗ୍ର ଆର୍ଯ୍ୟାବର୍ତ୍ତରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଏପର୍ଯ୍ୟନ୍ତ ଜଣାଯାଇଥିବା ପୁରୁଣା ସଭ୍ୟତା ମହେଞୋଦାରୋ ହରପ୍ପାରେ ଏହାର ପ୍ରମାଣ ମିଳିଥାଏ। ଆମ ଓଡ଼ିଶାରେ ଏମିତି ଗାଁ ନାହିଁ , ଯେଉଁଠାରେ କି ଗ୍ରାମଦେବତୀ ମନ୍ଦିରଟିଏ ନ ଥିବ ।…

ରାଜ୍ୟରେ ଆଜି ୫୦୦ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛି । କେବେ ୫୦୦ ଶହ ପାର କରୁଛି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୪୪୮ କରୋନା ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି । ୧୮ ବର୍ଷ ଭିତରେ ଆଉ ୫୯ ଜଣ ସଂକ୍ରମିତ…