Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସେକେଣ୍ଡ ଓ୍ୱେଭ ଭଳି ମାରାତ୍ମକ ହେବନି କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ ଦେଶରେ ସୁନାମୀ ଆଣିଥିଲା । ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତର ଛୁଇଁଥିଲା । ଦିନକରେ ୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ । ଆଗକୁ ତୃତୀୟ ଲହର ନେଇ ବିଶେଷଜ୍ଞ ଆକଳନ କରି ସାରିଛନ୍ତି । ଏମିତି ବି ଡେଲଟା ପ୍ଲସ ଭାରିଆଣ୍ଟ ଦେଶରେ ନୂଆ ଟେନସନ୍ ହୋଇଛି ।…

ଗର୍ଭବତୀ ମହିଳା ମାନେ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇ ଲାଗି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ପିଲାମାନଙ୍କ କ୍ଷେତ୍ରରେ ଟିକା ଟ୍ରାଏଲ୍ ଚାଲିଥିବା ବେଳେ ଗର୍ଭବତୀ ମହିଳାମାନେ ଟୀକାକରଣରୁ ବାଦ୍ ପଡ଼ିଥିଲେ। https://twitter.com/ANI/status/1408386431081324552?s=19 ତେବେ ଗର୍ଭବତୀ…

ଆଜି ରାଜ୍ୟରୁ କରୋନାରେ ୪୭ ଜଣଙ୍କର ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୯

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । କିନ୍ତୁ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣକୁ ଆସୁନି । ଦୈନିକ ୪୦ରୁ ୫୦ ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ୨୪ ଘଣ୍ଟାରେ ଆଉ ୪୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ୧୭ ଜିଲ୍ଲାରୁ କରୋନା ନେଇଛି ଜୀବନ । ଖୋର୍ଦ୍ଧା…

ପୁଣି ବଢ଼ିଲା ସଂକ୍ରମଣ: ରାଜ୍ୟରୁ ଆଜି ୩୫୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କାଲି କମିଥିଲା । ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଅଧିକ ଟେଷ୍ଟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୫୫୪ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୯୧୨ । ଗତକାଲି ୬୪ହଜାର ୨୫୫…

ଅନଲାଇନ ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କ ୧୭୬ ତମ କଥାମୃତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ବ୍ୟାସ କବି ଫକୀରମୋହନ ଭବନ ଆନୁକୂଲ୍ୟରେ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୭୬ ତମ କଥାମୃତ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ବାର୍ତ୍ତା ସହ ପ୍ରଭାତ କୁମାର…

ରାୟଗଡାରେ ମାଟ୍ରିକ ପାସହାର ୯୮.୬ ପ୍ରତିଶତ

ରାୟଗଡା : ରାୟଗଡା ଜିଲ୍ଲାରେ ମାଟ୍ରିକ ପାସହାର ୯୮.୬ ପ୍ରତିଶତ । ରାୟଗଡା ସରସ୍ପତୀ ଶିଶୁ ବିଦ୍ୟା ମନ୍ଦିରର ଶାଶ୍ଵତି ରଥ ହେଲେ ଜିଲ୍ଲାରେ ଟପ୍ପର । ମାଧ୍ୟମିକ ଶିକ୍ଷା ପରିଷଦ  ଦ୍ଵାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟରେ ୯୭.୮୮ପ୍ରତିଶତ ଛାତ୍ରଛାତ୍ରୀ…

ପୂର୍ବତନ ଆଡ଼ଭୋକେଟ ଜେନେରାଲ ଜୟନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ଆଡ଼ଭୋକେଟ ଜେନେରାଲ ଜୟନ୍ତ ଦାସଙ୍କ ପରଲୋକ ହୋଇଛି । ଶୁକ୍ରବାର ଦିନ ଆପୋଲୋ ହସପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୭୫ ବର୍ଷ ବୟସ ହୋଇଥିଲା । ସେ ହେଉଛନ୍ତି ଜଷ୍ଟିସ୍ ନବକିଶୋର ଦାସଙ୍କ ପୁତ୍ର । ତାଙ୍କର ପତ୍ନୀ ସରିତା ଦାସ…

କିସ୍‍ରୁ ମାଟ୍ରିକ୍‍ ପାସ୍‌ କଲେ ଦାନ ମାଝୀଙ୍କ ଝିଅ

ଭୁବନେଶ୍ୱର : କିସ୍‍ରୁ ମାଟ୍ରିକ୍‍ ପାସ୍‌ କଲେ ଦାନ ମାଝୀଙ୍କ ଝିଅ ।  ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।  କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି । ସ୍କୁଲ୍‍ର ୬୨୯…

ଆରଜିଏଚରେ ଖୋଲିଲା ଡାୟାଲିସିସ୍ ୟୁନିଟ୍,ରୋଗୀଙ୍କୁ ମାଗଣାରେ ସେବା

ରାଉରକେଲା : ଆରଜିଏଚରେ ଖୋଲିଲା ଡାୟଲିସିସ୍ ୟୁନିଟ୍ । ରୋଗୀଙ୍କୁ ମାଗଣାରେ ମିଳିବ ସେବା । କିଡନୀ ରୋଗୀଙ୍କ ଚିକିତ୍ସା ସୁବିଧା ଲାଗି ରାଉରକେଲା ସରକାରୀ ଚିକିତ୍ସାଳୟ ଆରଜିଏଚଠାରେ ରାଜ୍ୟ ସରକାରଙ୍କ ଅଧୀନରେ ଡାୟାଲିସିସ୍ ସେବା ଆରମ୍ଭ ହୋଇଛି । ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଏହି ୨୪…

ଘରୋଇ ହସ୍ପିଟାଲରେ କେତେ ରହିଛି କରୋନା ଟିକା ଦାମ୍, ଜାଣନ୍ତୁ…

ଭୁବନେଶ୍ୱର: ସରକାରୀ ହସ୍ପିଟାଲ ଗୁଡିକରେ କରୋନା ଟିକା ମାଗଣାରେ ମିଳୁଥିବା ବେଳେ ଆପଣ ଚାହିଁଲେ ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ନେଇପାରିବେ। ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ। ଜାଣନ୍ତୁ, ଭୁବନେଶ୍ୱରରେ କୋଭାକ୍ସିନ ଏବଂ କୋଭିଶିଲ୍ଡର ମୂଲ୍ୟ କେତେ ରହିଛି...…