Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏକାମ୍ର ପରମ୍ପରା : ଶୀତଳ ଷଷ୍ଠୀ

ସୁକାନ୍ତ ପଣ୍ଡା ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଶୀତଳ ଷଷ୍ଠୀ ଅନ୍ୟତମ ପ୍ରଧାନ ଯାତ୍ରା। ଜଗନ୍ନାଥ ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ,ଲିଙ୍ଗରାଜ ମହାପ୍ରଭୁଙ୍କର ଚଉଦ ଯାତ୍ରା । ଶିବବିବାହ ପରଦିନ ଦେବଦମ୍ପତିଙ୍କ ମନ୍ଦିରକୁ ବାଣ…

ସରିଲା ଦେବଦମ୍ପତି ବିବାହ, ଆଜି ଯୁଗଳ ଦର୍ଶନ

ସମ୍ୱଲପୁର: ଶୀତଳଷଷ୍ଠୀରେ ହେଲା ଦେବଦମ୍ପତି ବିବାହ । ଦେବୀ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ । ଧାର୍ଯ୍ୟ ଲଗ୍ନ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ହର-ପାର୍ବତୀଙ୍କ ବିବାହ ସମ୍ପାଦିତ ହୋଇଥିଲା । କୋଭିଡ୍ କଟକଣା ଭିତରେ ନିରାଡମ୍ବର ଉତ୍ସବରେ ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା ବିବାହ…

ପରମ୍ପରା ଓ ପ୍ରଗତିର ଆଢ଼ୁଆଳରେ ରଜପର୍ବ

ମାନସ ରଞ୍ଜନ ନାୟକ  ମାନବୀୟ ସଭ୍ଯତା ପ୍ରଗତିଶୀଳ ହେବା ସହ ସମାନ୍ତରାଳରେ ପରିବର୍ତ୍ତିତ ତାର ପରମ୍ପରା । ବଦଳିଯାଉଛି ଜୀବନର ମୂଲ୍ଯବୋଧ, ସାମାଜିକତା, ଆଉ ଆଚରଣ। ବସ୍ତୁବାଦୀ ସଫଳତା, ବୃତ୍ତିଗତ ପ୍ରତିଦ୍ବନ୍ଦିତା , ବଦଳାଇ ଦେଇଛି ମଣିଷର ରୂଚି, ଆମୋଦ ପ୍ରମୋଦ ଆଉ ଆଡ଼ମ୍ବରର ପରିସୀମା।…

ଆଗେଇ ଚାଲିଛି ତିନି ରଥ କାମ

ପୁରୀ : ରଥ ନିର୍ମାଣ ବେଶ ଆଗୁଆ ଚାଲିଛି । ୯ ଦିନ ପୂର୍ବରୁ ଉଠିଛି ତିନି ରଥର ଚାରିନାହାକା ।  ଗତକାଲି ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲ ଗୟଳ ପଡିଥିଲା । ଜକଯନ୍ତ୍ର ଓ ଗୁଜ ସ୍ଥାପନ ସରି ଆଜି ଭୋଇ ସେବକ ମହାରଣାଙ୍କ ନିର୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି ।…

ବଣ୍ଡାଘାଟିରେ ୭୦୦ ଜଣଙ୍କୁ ଦିଆ ଯାଇଛି କରୋନା ଟିକା

ମାଲକାନଗରି: ମାଲକାନଗିରି ବଣ୍ଡାଘାଟିରେ କୋଭିଡ ଟିକାକରଣ ହୋଇଛି। ବର୍ତମାନ ସୁଦ୍ଧା ୭୦୦ରୁ ଅଧିକ ଲୋକଙ୍କୁ ଦିଆ ଯାଇଛି କରୋନା ଟିକା। କୋରୋନ ସେକେଣ୍ଡ ୱେଭରେ ବଣ୍ଡାଘାଟିରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ। ଆଦିମ…

ପୁଣି ଜବତ ହେଲା ଗଞ୍ଜେଇ

ମୁନିଗୁଡା : ମୁନିଗୁଡା ପୋଲିସକୁ ମିଳିଲା ସଫଳତା । ଚୋରା ଚାଲାଣ ବେଳେ ପୁଣି ଧରାପଡ଼ିଲା ଗଞ୍ଜେଇ । ବାଇକ ସହ ୨୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ । କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି । ଗାଡ଼ି ସହ…

ବିହାରରେ କୋହଳ ହେଲା ଲକଡାଉନ୍ କଟକଣା, ସଂଧ୍ୟା ୬ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ପାଟନା : ଦେଶରେ କମୁଛି କରୋନା ସଂକ୍ରମଣ । ପ୍ରତିଦନ ମାମଲା ହ୍ରାସ ପାଉଥିବାରୁ ଏବେ ବିହାରରେ କୋହଳ ହୋଇଛି କରୋନା କଟକଣା । ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ସପ୍ତାହକ ପାଇଁ ଲକଡାଉନ କଟକଣା କୋହଳ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୂଆ ନିଷ୍ପତ୍ତି ଅନୁଯାୟୀ ଏଣିକି…

କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ

ହରିଦ୍ୱାର : କରୋନା ମହାମାରୀ ସମୟରେ ବି ଜାଲିଆତି । କରୋନା ଯୋଗୁ ବହ ଲୋକଙ୍କ ନକଲି ଟେଷ୍ଟ କରାଯାଇଥିବା ଘଟଣା ପଦାକୁ ଆସିଲା । ଏହି ଘଟଣା ହେଉଛି କୁମ୍ଭମେଳା ସମୟର । ଉତ୍ତରାଖଣ୍ଡ ହରିଦ୍ୱାରରେ ହୋଇଥିବା କୁମ୍ଭମେଳାରେ ୪ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟ କରାଯାଇଥିବା ଦାବି କରାଯାଇଥିଲା । ହେଲେ…

କୁନି କୃଷକର ହଳ କରିବା ଦେଖିଲେ ଚକିତ ହୋଇଯିବେ, ଆପଣ ବି କହିବେ ଜୟ କିଷାନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଣି କାଦୁଆ ଜମିରେ ଲଙ୍ଗଳା ଛୁଆଟିଏ ହଳ କରିବା କେବେ ଦେଖିଛନ୍ତି ? ବୋଝେ ନାଁ । କିନ୍ତୁ ସୋସିଆଲ୍ ମିଡିଆରେ ଗୋଟିଏ କୁନି ଛୁଆର ଏକ ଭିଡିଓ ଜବରଦସ୍ତ ଭାଇରାଲ୍ ହେଉଛି । ଯିଏ ହାତରେ ଲଙ୍ଗଳ ଧରି ହଳ କରୁଛନ୍ତି । ଏହି ଭିଡିଓକୁ ଦେଖିଲେ ଆପଣ ଆଶ୍ଚର୍ୟ୍ୟ ତ ହେବେ ।…

ଲଘୁଚାପ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି…