Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାଇଡେନଙ୍କ ବଡ଼ ଘୋଷଣା: ଭାରତ ସମେତ ଦକ୍ଷିଣ ଏସିଆ ରାଷ୍ଟ୍ରକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନିପାତ କରିବା ପାଇଁ ଆମେରିକାର ବଡ଼ ପଦକ୍ଷେପ । ଟିକାକରଣ ଅଭିଯାନରେ ବଡ଼ ସହଯୋଗ ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ସମେତ ଦକ୍ଷିଣ ଏସିଆ ଦେଶକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଘୋଷଣା ହୋଇଛି ।…

ଆଜି ଓଡ଼ିଶାରୁ କରୋନା ନେଲା ୩୨ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ସାମାନ୍ୟ କମିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ଜୀବନ ନେଇଛି କରୋନା ।…

ଓଡ଼ିଶାରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ୭୭୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟ ୮ହଜାର ତଳକୁ ଖସିଲା କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ହଜାର ୭୨୯ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୪ହଜାର ୩୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୩୯୮ । ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଖସିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨…

କରୋନା ସଚେତନତା ରଥ ଏବଂ କରୋନା ମ୍ୟୁଜିକ ଭିଡିଓ ଉଦଘାଟିତ

ଭୁବନେଶ୍ୱର : ୟୁନିସେଫର ବୈଷୟିକ ଏବଂ ଆର୍ଥିକ ସହାୟତାରେ , ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଏବଂ ଲୋକସଂପର୍କ ବିଭାଗ ପକ୍ଷରୁ ମହାମାରୀ କରୋନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ କରୋନା ସଚେତନତା ରଥ ଏବଂ ଦୁଇଟି ନୂଆ କୋଭିଡ ସଚେତନତା ସଙ୍ଗୀତ ସହ ତିନିଗୋଟି…

ଭାସୁଛି ମୃତ ଦେହ, ଝୁଣି ଖାଉଛି କୁକୁର

ଉତ୍ତରପ୍ରଦେଶ : ନଦୀ କୂଳରେ ଲୋମ ଟାଙ୍କୁରା ଦୃଶ୍ୟ । ନଦୀରେ ଭାସୁଛି ମୃତ ଦେହ । ଆଉ ତାକୁ ଝୁଣି ଖାଉଛନ୍ତି କୁକୁର । ଏହିଭଳି ଦୟନୀୟ ଚିତ୍ର ଉତ୍ତରପ୍ରଦେଶ କେଦାରଘାଟର ନଦୀ କୂଳରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରତିଦିନ କୋଭିଡରେ…

ଭୁବନେଶ୍ୱରରେ ‘କୋଭାକ୍ସିନ’ ଟିକାର ଅଭାବ ରହିଛି, ମାନିଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ଦ୍ୱିତୀୟ ଡୋଜ୍ କୋଭାକ୍ସିନ ଟିକାର ଅଭାବ ରହିଛି ବୋଲି ଗୁରୁବାର ଦିନ ପ୍ରକାଶ କରିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)। ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି ଯେ ସେମାନଙ୍କ…

ସମଦ୍ର କୂଳରୁ କଙ୍କାଳ ଉଦ୍ଧାର, ଗାଁରେ ଆତଙ୍କ

ତାମିଲନାଡ଼ୁ : ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ । କିଛି ଦିନ ତଳେ ସମଦ୍ର କୂଳରୁ କିଛି କଙ୍କାଳ ଉଦ୍ଧାର କରାଯାଇଥିଲା । ସମୁଦ୍ର ବାଲି ଭିତରୁ କଙ୍କାଳ ସବୁ ଉଦ୍ଧାର କରାଯାଇ ଫରେନସିକ୍ ବିଭାଗକୁ ଦିଆଯାଇଛି । ଏନେଇ ପୁଲିସର ଛାନବିନ୍ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ଏହା ହତ୍ୟା ଘଟଣା କି ଆଉ…

ଓଡ଼ିଶାରୁ ସୁସ୍ଥ ହେଲେ ୧୦ ହଜାରରୁ ଅଧିକ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୦ ହଜାର ୪୩୪ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। https://twitter.com/HFWOdisha/status/1400443486382346241?s=19 ଆଜିର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ଜୀବନ୍ତ ଦଗ୍ଧ

କାମାକ୍ଷାନଗର : ପାଉଁଶ ବୋଝେଇ ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ । ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ପଥପ୍ରାନ୍ତ ସେବା କେନ୍ଦ୍ର ସମ୍ମୁଖରେ ଘଟିଛି ଦୁର୍ଘଟଣା । ପାଉଁଶ ବୋଝେଇ ହାଇୱା ଟ୍ରକ ପଛ ପାଖରୁ ପାଉଁଶ ବୋଝେଇ ହାଇୱା ଟ୍ରକ ଧକ୍କା…

ଚଢ଼ାଉ ବେଳେ ୫୫ ଗ୍ରାମ ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା : ପୁଣି ଜବତ ହେଲା ବ୍ରାଉନ ସୁଗାର । ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳରେ ଚଢ଼ାଉ ବେଳେ ଏହି ବ୍ରାଉନ ସୁଗର ଜବତ ହୋଇଛି । ଏକ ଦାମୀ କାରରୁ ୫୫ ଗ୍ରାମ ବ୍ରାଉନସୁଗର, ତିନୋଟି ଦାମି ମୋବାଇଲ ଏବଂ ନଗଦ ୨୦ ହଜାର ୩୦୦ ଟଙ୍କା ଜବତ ହୋଇଛି । ଏହି ଅଞ୍ଚଳରେ ଦିନକୁ ଦିନ ବଢୁଛି ବ୍ରାଉନ ସୁଗର…