Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଦେଇଛି ଦାରୁଣ ଦୁଃଖ: ଗୋଟିଏ ଗାଁରୁ ୨୨ ମୃତ

ଲକ୍ଷ୍ନୌ: ଆଉ କେତେ ଦୁଃଖ ଦେବ କରୋନା । ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ଜୀବନ ପାଇଁ ଏବେ ଧାଁ ଦୌଡ଼ ଚାଲିଛି । କେଉଁଠି ଆଗପଛ ହୋଇ ବାପା-ମାଆ ଓ ପିଲା ଛୁଆ ଆରପାରିକୁ ଗଲେଣି ତ ଆଉ କେଉଁଠି ଗୋଟିଏ ଗୋଟିଏ ଗାଁରେ କରୋନା ମୃତ୍ୟୁର ତାଣ୍ଡବ ରଚୁଛି । ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣାକୁ…

ରାଜ୍ୟରୁ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ, ଲୋକାଲ କେସ୍ ରହିଛି ୪୮୮୯

ଭୁବନେଶ୍ୱର: ଦିନକରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୧୧ ହଜାର ୧୦୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୨୧୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୮୯ଟି। https://twitter.com/IPR_Odisha/status/1395940265290985474?s=19 ଏନେଇ ଟ୍ବିଟ୍ କରି…

ଦେଶରେ ନୂଆ ଆକ୍ରାନ୍ତ କମ୍ ଓ ସୁସ୍ଥ ହେଉଛନ୍ତି ଅଧିକ, ୪୦୦୦ ଉପରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷ ତଳେ ରହିଛି । କିନ୍ତୁ ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୨୦ଲକ୍ଷ ୬୬ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୭ହଜାର ୨୯୯…

ଆଜି ରାଜ୍ୟରୁ କରୋନା ନେଲା ଆଉ ୨୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୨୬ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ୧୧ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ…

ରିୟଲ ହିରୋ ଅଭିନବ…

ଚଣ୍ଡୀଗଡ଼: ଫାଇଟର ବିମାନ ଦୁର୍ଘଟଣାରେ ପାଇଲଟଙ୍କ ମୃତ ଦେହ କ୍ଷେତରୁ ଉଦ୍ଧାର କରଯାଇଛି । ଭାରତୀୟ ବାୟୁ ସେନାର MIG-21 ଫାଇଟର ବିମାନ ପଞ୍ଜାବର ମୋଗା ଜିଲ୍ଲା ସ୍ଥିତ ଲଙ୍ଗିୟାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ଉଡାଣ ଭରି ଥିଲା। ହେଲେ…

ରାହୁଲ ରିଟର୍ଣ୍ଣସ୍

ଭୁବନେଶ୍ୱର:  ପୁଣି ଭାରତୀୟ ଦଳ ସହିତ ଯୋଡି ହୋଇଛନ୍ତି ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡ । ଦୀର୍ଘ ୭ବର୍ଷ ପରେ ଟିମ୍ ର କୋଚ ଭାବେ ଫେରିଛନ୍ତି । ଆସନ୍ତା ଜୁଲାଇରେ ଟିମ୍ ଶ୍ରୀଲଙ୍କା ଗସ୍ତ କରୁଥିବା ବେଳେ ଦ୍ଵିତୀୟ ଥର ପାଇଁ ରାହୁଲ ସିନିୟର୍ ଦଳରେ ଯୋଗଦାନ କରୁଛନ୍ତି । ତେବେ ଜୁଲାଇ ୫ରେ…

ମହଙ୍ଗା ପଡ଼ିଲା ଲାଞ୍ଚ

ମାଲକାନିଗିରି:ଫସିଗଲେ ଡାକ୍ତର ବାବୁ । ମହଙ୍ଗା ପଡ଼ିଲା ଲାଞ୍ଚ । ମାଲକାନିଗିରି ସରକାରୀ ଡାକ୍ତରଖାନାରେ ଲାଞ୍ଚ ମାଗି ହଟ ହଟା ହୋଇଛନ୍ତି ଡ଼ାକ୍ତର ଆଉ କର୍ମଚାରୀ । ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣା ପ୍ରସାରଣ ପରେ ନିଆଯାଇଛି କାର୍ଯ୍ୟନୁଷ୍ଠାନ। ଚାକିରୀରୁ ନିଲମ୍ବିତ ହୋଇଛନ୍ତି ଦୁଇ ଜଣ…

ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପରିସରରେ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି । ଏହି ହସ୍ପିଟାଲକୁ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ପରିଚାଳନା କରିବ । ହସ୍ପିଟାଲରେ ୯୦ଟି ସାଧାରଣ…

ଲାଲଗଡ ମାଟିରେ ପାଦ ଥାପିଲା ସ୍ୱାସ୍ଥ୍ୟ ବିଭାଗ

ମାଲକାନଗିରି: ବର୍ତ୍ତମାନର ସ୍ଥିତି କାହାକୁ ବି ଅଜଣା ନାହିଁ । କରୋନା ପାଇଁ ଚାରିଆଡେ ଲୋକେ ଜୀବନ ସହ ସଂଘର୍ଷ କରୁଛନ୍ତି । ଏପରି ସ୍ଥିତିରେ ସବୁଠୁ ପ୍ରମୁଖ ଭୂମିକା ତୁଲାଉଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । କଥାରେ ଅଛି କଲିକତାରେ ରାତି ନାହିଁ । ଠିକ୍ ସେମିତି ସ୍ୱାସ୍ଥ୍ୟ ବିଭାଗକୁ ବି…

କରୋନା ସଂକ୍ରମଣ ରୋକିବାକୁ ୩-ଏସ୍ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମଣ ଚେନ୍ କୁ ଗାଁ ଅଞ୍ଚଳରେ ରୋକିବା ପାଇଁ ୱାଇ.ଏସ୍.ଡି (YSD)ର ‘୩-ଏସ୍’ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାରେ ସଚେତନ, ସତର୍କତା ଓ ସହଭାଗିତାକୁ ଗୁରୁତ୍ଵ ଦିଆଯାଇଛି । ହେମଗିରି, ସୁନ୍ଦରଗଡ଼ ଜିଲ୍ଲାରେ ଗାଁ ଅଞ୍ଚଳରେ…