Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ବି ୧୧ ଶହ ପାର୍, ରାଜଧାନୀରୁ ଆଉ ୧୧୮୬ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୧ ଶହ ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜଧାନୀରୁ ୧୧୮୬ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୪୪ଟି ସ୍ଥାନୀୟ ସଂକ୍ରମଣ ମାମଲା ଆସିଛି ।…

ବିବାଦୀୟ ପ୍ରିନ୍ସ ହ୍ୟାରୀ

ଭୁବନେଶ୍ୱର:ବିବାଦୀୟ ପ୍ରିନ୍ସ ହ୍ୟାରୀ ଓରଫ ହେନେରୀ ଚାର୍ଲ୍‌ସ ଆଲବର୍ଟ ଡେଭିଡ । ରାଜକୀୟ ପରିବାରରେ ଜୀବନ ହେଉଛି ବନ୍ଦୀ ଜୀବନ । ଏଥିରୁ ବାହାରି ମୁକ୍ତ ଜୀବନ ଜୀଇଁବାକୁ ୨୦୧୫ ରେ ସେ ରାଜପରିବାରଠାରୁ ଦୁରେଇଯାଇଥିଲେ । ତା ସହିତ ଅଭିନେତ୍ରୀ ମେଗନ ମାର୍କେଲଙ୍କୁ ବିବାହ କରି ଆହୁରି…

କରୋନାର ମୂଳପୋଛ ପାଇଁ ମାରାଙ୍ଗ ବୁରୁଙ୍କ ନିକଟରେ ମାନସିକ

ବାରିପଦା: କରୋନାରୁ ମୁକ୍ତି ପାଇଁ ଠାକୁରଙ୍କ ପାଖେ ମାନସିକ । ଯେଉଁଠି ସାରା ବିଶ୍ୱ କରୋନା ସଂକ୍ରମଣର ମୂଳପୋଛ ପାଇଁ ଭାକ୍ସିନଠାରୁ ଆରମ୍ଭ କରି ନାନା ବୈଜ୍ଞାନିକ କୌଶଳ ଆପଣାଇଛି, ସେଠି କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ଭଳି ଖବର ପ୍ରତିଦିନ…

ଚିକିତ୍ସା ନାଁରେ ଲାଞ୍ଚ ନେଇ ନିଲମ୍ବିତ

ମାଲକାନଗିରି: ଖବର ପ୍ରସାରଣ ପରେ ଲାଞ୍ଚୁଆ ବାବୁଙ୍କ ଉପରେ ପଡ଼ିଲା ସରକାରୀ ଛାଟ। ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିଲେ ଡାକ୍ତର ଓ ଆଟେଣ୍ଡାଣ୍ଟ । ଗତ ୧୯ ତାରିଖ ଦିନ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଏପରି ଏକ ଘଟଣାକୁ ନେଇ ଖବର ପ୍ରସାରଣ ହେବା ପରେ ଆକସନ…

ଗାଁରେ ଅନ୍ଧ ବିଶ୍ୱାସର ଚିତ୍ର

ଅମ୍ବିକାପୁର:ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଜୀଉଁଛି ମଣିଷ । ମରିଗଲା ପରେ ବି ମୃତ ମଣିଷକୁ ବଞ୍ଚାଇବାକୁ ପ୍ରୟାସ କରୁଛି । ଅଦ୍‌ଭୁତ ଚିକିତ୍ସା କରି ବଞ୍ଚାଇବାର ପ୍ର୍ରୟାସ କରାଯାଉଛି । ଛତିଶଗଡ଼ ଅମ୍ବିକାପୁରରେ ଏହିଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି । ବଜ୍ରପାତରେ ଜଣେ ବ୍ୟକ୍ତିର…

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା

ଦିଲ୍ଲୀ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବା ସହ ରେଡ୍ ଆଲର୍ଟ ଜାରି ହୋଇଛି । ଗୁରୁବାର ସଂଧ୍ୟାରେ ବାଦଲ ଫଟା ବର୍ଷାରେ ବହୁ ଲୋକ ଭାସି ଯାଇଛନ୍ତି । ଏଯାଏଁ ୪ ଜଣଙ୍କର ପତ୍ତା ମିଳୁନଥିବା ବେଳେ ଜଣକର ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ସେଠାରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରଶାସନ…

ହ୍ୱାଇଟ ଫଙ୍ଗସ୍ ଆତଙ୍କ

ଦିଲ୍ଲୀ: କରୋନା ଯୋଗୁ ଟେନ୍‌ସନ୍ ବଢୁଥିବା ବେଳେ ବ୍ଲାକଫଙ୍ଗସ୍ ଭୟକୁ ଦୁଇ ଗୁଣିତ କରିଛି । ଆଉ ଏବେ ପୁଣି ହ୍ୱାଇଟ ଫଙ୍ଗସ୍ ଆତଙ୍କ ଖେଳାଇଲାଣି । ଯାହାକି ବ୍ଲାକ୍ ଫଙ୍ଗସ୍‌ଠୁ ବି ଆହୁରି ମାରାତ୍ମକ ବୋଲି ଜଣାପଡିଛି । କରୋନା ଆରୋଗ୍ୟଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ବ୍ଲାକ୍ ଫଙ୍ଗସ୍…

ବେଙ୍ଗାଲୁରୁରେ ମୃତକଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି

ବେଙ୍ଗାଲୁରୁ :ସବୁଆଡେ କରୋନା ତାର କାୟା ମେଲାଇ ଚାଲିଛି । ପ୍ରତିଦିନ ବହୁ ଲୋକ ସଂକ୍ରମିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ମୃତକଙ୍କ ସଂଖ୍ୟା ବଢିଚାଲିଛି । ସେହଭିଳି ବେଙ୍ଗାଲୁରୁରେ ମାସକ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ବେଳେ ମୃତକଙ୍କ ସଂଖ୍ୟା ଦୁଇ ଗୁଣିତ ହୋଇଛି । ଯାହାକି ବେଶ୍…

କରୋନା ରଚୁଛି ତାଣ୍ଡବ; ଦିନକରେ ୪୨ ଶହ ସଂକ୍ରମିତ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଶୁକ୍ରବାର ଦିନ ଆଉ ୨ ଲକ୍ଷ ୫୯ ହଜାର ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ୪୨ ଶହ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ୨,୬୦,୩୧,୯୯୧କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର…

ରାଜ୍ୟରେ ୧୨ ହଜାର ପାର୍ କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୫୨୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୦୧୨ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୫୧୧ଟି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…