Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦୈନିକ ହେବ ୭୦ ହଜାର ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ପଜିଟିଭ୍ ହାର ତୁଳନାରେ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଦେଶରେ ମେ ୮ ତାରିଖରେ ସଂକ୍ରମଣ ପିକରେ ଥିଲା ।…

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା, ରାଜ୍ୟରେ ନିୟନ୍ତ୍ରଣରେ ଅଛି ସ୍ଥିତି

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ…

କରୋନାକୁ ନେଇ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ଏଭଳି ସ୍ଥିତିରେ କିପରି ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକାଯିବ, ତାଉପରେ ଦିଆଯାଇଛି ଗୁରୁତ୍ବ । ଏହି ଅବସରରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଗଡିଲା ସଂଜିବନୀ ରଥ, ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ରାଉରକେଲା: କୋଭିଡ୍ ଟିକାଦାନ କ୍ଷେତ୍ରରେ ରାଉରକେଲା ପ୍ରଶାସନ ତରଫରୁ ଅଭିନବ ପଦକ୍ଷେପ । ଏଥର ଘରେ ଟିକାଦାନ କରିବ ସଂଜିବନୀ ରଥ । ଶଯ୍ୟାଶାୟୀ, ଭିନ୍ନକ୍ଷମ ଓ ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଟୀକାକରଣ କେନ୍ଦ୍ର୍ରକୁ ଆସିପାରୁନଥିବା ବ୍ୟକ୍ତିଙ୍କୁ ହିଁ ଏହି ସେବା ଯୋଗାଇଦିଆଯିବ । ଏଥିପାଇଁ…

ଦିନକରେ ଯେତିକି ଆକ୍ରାନ୍ତ ତା’ଠୁ ସୁସ୍ଥ ହେଲେ ୭୯ ଜଣ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତ ଏବଂ ସୁସ୍ଥ ହାର ପ୍ରାୟ ସମାନ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ ହଜାର ୩୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୨୪୨ ଜଣ ସୁସ୍ଥ ହୋଇଛନ୍ତି । ସଂଖ୍ୟା ହିସାବରେ ଦିନକରେ ଯେତିକି ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ତା’…

ବିଦେଶୀ ଡାକ୍ତରୀ ପାଠକୁ ହେୟଜ୍ଞାନ, କାହିଁକି ଚୁପ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ?

ନୂଆଦିଲ୍ଲୀ: ବିଦେଶରୁ ଡାକ୍ତରୀ ପାଠ ପଢିଥିବା ଛାତ୍ରଛତ୍ରୀଙ୍କୁ ଭାରତରେ କରୋନା ବିରୋଧୀ ଲଢେଇରେ ସାମିଲ କରାଯାଉନି । ଚୁପ୍ ବସିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଅମଙ୍ଗ ହେଉଛି ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍ (NBA) । ଋଷିଆ, ଚାଇନା ଓ ୟୁକ୍ରେନର ଡାକ୍ତରୀ ପାଠ ପଢିଥିବା ପ୍ରାୟ ୯୦…

କୁଆଡେ ଯିବେ ନିମ୍ନ ଓ ମଧ୍ୟବିତ୍ତ ପରିବାର ?

ଭବାନୀପାଟଣା: କରୋନା ମହାମାରୀ ପାଇଁ ସବୁଠୁ ବେଶି ଉପେକ୍ଷିତ ହୋଇଛନ୍ତି ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକେ । ରୋଜଗାର ଠପ୍‌, ଖାଦ୍ୟ ଜୁଟାଇବାକୁ ହଜିଯାଇଛି ରାତିର ନିଦ । ଦାଦନ ହେଉ କି ଦିନ ମଜୁରିଆ । ଛୋଟମୋଟ ଚାକିରିଆ ହୁଅନ୍ତୁ ଅବା କ୍ଷୁଦ୍ର ବ୍ୟବସାୟ । ଦୁଇ ପଇସା ଆଣିଲେ ନିମ୍ନ ଓ…

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ ଆରମ୍ଭ

ବ୍ରହ୍ମପୁର: କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଓ ମହାମାରୀ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ କାମ । ଅକ୍ସିମିଟର ଜରିଆରେ ଘରକୁ ଘର ଯାଉଛନ୍ତି ଆଶା କର୍ମୀ । ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି…

ଦିନକରେ କରୋନା ଦେଶରୁ ନେଲା ୫୦ ଡାକ୍ତରଙ୍କ ଜୀବନ, ସେକେଣ୍ଡ ଓ୍ୱେଭରେ କେବଳ ୨୨୪ ମୃତ

ନୂଆଦିଲ୍ଲୀ: ଜୀବନ ନେଉଛି କରୋନା । ଦିନକରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଗୋଟିଏ ଦିନରେ ଦେଶରୁ ୫୦ ଜଣ ଡାକ୍ତର ମୃତ୍ୟୁବରଣ କରିଛନ୍ତି । ଭାରତୀୟ ମେଡିକାଲ ଆସୋସିଏସନ (ଓଗଇ) ପକ୍ଷରୁ ଏହି ସୂଚନା ମିଳିଛି । କେବଳ ଦ୍ୱିତୀୟ ଲହରରେ ୨୪୪ ଜଣ ଡାକ୍ତରଙ୍କ ମୃତ୍ୟୁ ହେଲାଣି । ବିହାରରେ…

ବଡ଼ି ଭୋରରୁ ଖୋଲିଲା ବଦ୍ରିନାଥ ଧାମର‌ ଦ୍ଵାର

ବଦ୍ରିନାଥ ଧାମ: ଦେଶର ପ୍ରମୁଖ ଧର୍ମସ୍ଥଳୀ ମଧ୍ୟରୁ ବଦ୍ରିନାଥ ଧାମ ଅନ୍ୟତମ। ବୈଦିକ ମନ୍ତ୍ର ଓ ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଦିନ ମେଷ ଲଗ୍ନ ପୁଷ୍ୟା ନକ୍ଷତ୍ରରେ ଭୋର୍ ୪ଟା ୧୫ମି.ରେ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ଖୋଲାଯାଇଛି। ସୂଚନା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ନିରନ୍ତର ଭାବେ ଭଗବାନ…