Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶାରୁ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ୱର: ସଂକ୍ରମଣ ସହ ଓଡ଼ିଶାରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ମହାମାରୀ ଆଉ ୧୪ ଜଣଙ୍କର ଜୀବନ ନେଇଛି । ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରୁ ତିନି ଜଣ ଲେଖାଏ ଆକ୍ରାନ୍ତ ଚିତିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଖୋର୍ଦ୍ଧା ଓ ରାୟଗଡ଼ା…

ଟିକା ଅଭାବ: ଆଜି ରାଜ୍ୟର ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ ଜାରି ରହିଛି । ପ୍ରତିଦିନ କେଉଁଠି ନା କେଉଁଠି ବନ୍ଦ ହେଉଛି ଟିକାକରଣ । ଟିକା ଅଭାବରୁ ଆଜି ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସମ୍ବଲପୁର, ସୋନପୁରରେ ବନ୍ଦ ରହିଛି ଟିକାକରଣ । କୋଭିସିଲ୍ଡ ଟିକା ନଥିବାରୁ…

ଆଜି ରାଜ୍ୟରୁ ୮୬୮୧ କରୋନା ପଜିଟିଭ୍, କେବଳ ୫ଟି ଜିଲ୍ଲାରୁ ୪୨% ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କେବେ କମୁଛି ତ କେବେ ବଢୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮ହଜାର ୬୮୧ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪ହଜାର ୯୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୭୩୩ । କରୋନାର ରେଡ୍ ହଟ୍ ଜିଲ୍ଲା ପାଲଟିଛି ଖୋର୍ଦ୍ଧା ।…

କରୋନା ଟେଷ୍ଟ ଶୃଙ୍ଖଳିତ କରିବା ଲାଗି ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ଟେଷ୍ଟିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଓଡିଶା ସରକାର ଗୁରୁବାର ଦିନ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦୀପ୍ତ ମହାପାତ୍ର ଏକ ଚିଠିରେ ନିର୍ଦ୍ଦେଶ…

ଅଭିନେତା ରଣଧୀର କପୁର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ରଣଧୀର କପୁର ଗୁରୁବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। “ଏହି ଭେଟେରାନ ଅଭିନେତା ଜଣକଙ୍କୁ ଗତକାଲି ରାତିରେ କୋଭିଡ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର"…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୬୭୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ସାରା ରାଜ୍ୟରେ ଦେଖାଦେଇଛି ଆତଙ୍କ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୪୬୭୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଥିବା…

ଭୁବନେଶ୍ବରରୁ ଆଉ ୮୫୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ନିୟନ୍ତ୍ରଣକୁ ଆସୁନି ମହାମାରୀ କରୋନା । ରାଜ୍ୟରେ ପ୍ରତିଦିନ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ହଟସ୍ପଟ୍ ପାଲଟିଥିବା ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ୮୫୧ ପଜିଟିଭ୍ । କ୍ବାରେଣ୍ଟାଇନରୁ ୯୬ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୭୫୭ । ସେହିପରି ଭୁବନେଶ୍ବର ଅଞ୍ଚଳରୁ…

କମିଲା କୋଭାକ୍ସିନ୍ ଦର

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ସାରା ଦେଶର ଲୋକଙ୍କ ପାଇଁ ଖୁସି ଖବର । ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ପରେ କମିଲା ଭାରତ ବାୟୋଟେକର କୋଭାକ୍ସିନ ଟିକା ଦର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତ ବାୟୋଟେକ୍ । କୋଭାକ୍ସିନ ଟିକାର ଡୋଜ୍‌ ପିଛା ଦର ୪୦୦ ଟଙ୍କାକୁ କମାଇଛି…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ୍

ଜୟପୁର : ଦେଶରେ ଜାରି ରହିଛି କରୋନା ସଂକ୍ରମଣ । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଏହିକ୍ରମରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଅଶୋକ ଗେହଲଟ୍ । ଟେଷ୍ଟ ରିପୋର୍ଟରେ ସେ ପଜିଟିଭ୍…

ଆସନ୍ତୁ ଜାଣିବା ଆମ ଜୀବନର କେତେକ ରୋଚକ ତଥ୍ୟ ବିଷୟରେ

ପୁରୀ: ଆମେ ବଂଚୁଥିବା ଜୀବନ ଅନେକ ରହସ୍ୟରେ ଭରପୂର । ଦୈନନ୍ଦିନ ଜୀବନରେ ଆମେ ଯାହା କିଛି କରୁଛୁ ଆସନ୍ତୁ ଜାଣିବା ତାହାର ଲେଖା ଯୋଖା ହିସାବ । ୧.ଆମେ ଆମ ଜୀବନକାଳ ମଧ୍ୟରେ ଯେତିକି ଲାଳ ଗଡାଉଛେ ତାହା ଯଦି ରଖାଯାଏ ତେବେ ୨ଟି ସୁଇମିଂ ପୁଲ ହୋଇଯିବ । ୨.ଜଣେ ବ୍ୟକ୍ତି ତା ଜୀବନରେ…