Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୬ ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର: ଆଜି ରାଜ୍ୟରୁ ଯେତିକି ପଜିଟିଭ୍ ତାର ଅଧା ୬ଟି ଜିଲ୍ଲାରୁ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଅଧିକ ଟେଷ୍ଟିଂ ହେଉଛି । ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ । ତଥାପି ସେକେଣ୍ଡ ଓ୍ୱେଭରେ ଉପରମୁହାଁ ସ୍ଥିତି ରାଜ୍ୟବାସୀଙ୍କୁ ଆତଙ୍କିତ କରୁଛି । ୬ଟି ଜିଲ୍ଲାରେ ବର୍ଦ୍ଧିତ ସଂକ୍ରମଣ ଏବେ ଚିନ୍ତାର ବିଷୟ ପାଲଟିଛି । ଏହି…

କରୋନାରେ କଂଗ୍ରେସର ବରିଷ୍ଠ ନେତାଙ୍କ ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଏ.କେ ୱାଲିଆଙ୍କର ଗୁରୁବାର ସକାଳେ ଆପୋଲୋ ହସ୍ପିଟାଲରେ ଦେହାନ୍ତ ଘଟିଛି। ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ବୃତ୍ତିରେ ସେ ଜଣେ ଡାକ୍ତର ହୋଇଥିଲା ବେଳେ ଚାରିଥର (୧୯୯୩-୨୦୧୩) ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାବ୍ୟତୀତ ଶୀଲା…

ସୁପ୍ରିମକୋର୍ଟରେ ୪ ଜଣ ବିଚାରପତି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପଶିଛି କରୋନା । ପୂର୍ବରୁ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବେ ୪ ଜଣ ବିଚାରପତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ସଂକ୍ରମିତ ହୋଇଥିବା ୪…

ଦୈନିକ ସଂକ୍ରମଣରେ ରେକର୍ଡ: ଦିନକରେ ଦେଶରୁ ୩ଲକ୍ଷ ୧୪ ହଜାର ପଜିଟିଭ୍, ସାରା ବିଶ୍ୱରେ ସର୍ବାଧିକ

ନୂଆଦିଲ୍ଲୀ: ଏପ୍ରିଲରେ କରୋନା ଦେଶରେ ସୁନାମୀ ଆଣିଛି । ପ୍ରତିଦିନ ମାରୁଛି ଲମ୍ବା ଡିଆଁ ମାରୁଛି ମହାମାରୀ । ପ୍ରଥମେ ଲକ୍ଷେ, ପରେ ପରେ ଦୁଇ ଲକ୍ଷ ଡେଇଁଥିଲା ଦୈନିକ ସଂକ୍ରମଣ । ଆଜି ସବୁ ରେକର୍ଡ ପାର କରିଛି । ଦିନକରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୧୪ ହଜାର ୮୩୫ ନୂଆ ଆକ୍ରାନ୍ତ ।…

ଓଡ଼ିଶାରେ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ, ଦିନକରେ ୬୧୬୪

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୧୬୪ ନୂଆ ଆକ୍ରାନ୍ତ। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। https://twitter.com/IPR_Odisha/status/1385068271670423553?s=19…

ରାଜ୍ୟରୁ କରୋନା ନେଲା ଆଉ ୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବଢୁଛି । ତାସହ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ମହାମାରୀ ନେଇଛି ଆଉ ୭ ଜୀବନ । ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ…

କରୋନାରେ ଆଖି ବୁଜିଲେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ

ନୂଆଦିଲ୍ଲୀ: ଘାତକ ହେଉଛି କରୋନା । ମହାମାରୀ ନେଇଛି ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅଙ୍କ ଜୀବନ । ଆଜି ସକାଳୁ ତାଙ୍କ ପୁଅ ଆଶିଷ ୟେଚୁରୀ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି । ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୀତାରାମ ୟେଚୁରୀ । ମୃତ୍ୟୁ ବେଳକୁ ଆଶିଷଙ୍କୁ…

ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କରୋନା ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ, ଅନେକ ଏହି ଭୂତାଣୁରେ ସଂକ୍ରମିତ ହେଲେଣି । ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । ଟେଷ୍ଟ ରିପୋର୍ଟରେ କରୋନା ପଜିଟିଭ୍ ଥିବା…

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କରୋନା

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ । ଏନେଇ ନିଜେ ଟ୍ବିଟ୍ କରି ସୂଚନା ଦେଲେ ନରସିଂହ ମିଶ୍ର । ଆରଟିପିସିଆର ରିପୋର୍ଟରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । କରୋନା ଆକ୍ରାନ୍ତ ହେବା ପରେ ସେ ସଙ୍ଗରୋଧରେ ରହିବା ସହ ତାଙ୍କ ସଂସ୍ପର୍ଶରେ…

ହୋଟେଲରେ ଖାଇବା ମନା, ଆଜିଠୁ ପାର୍ସଲରେ ମିଳିବ ଖାଦ୍ୟ

ଭୁବନେଶ୍ବର : କରୋନା ସଂକ୍ରମଣକୁ ନେଇ ଦେଶ ସମେତ ସାରା ରାଜ୍ୟରେ ବଢ଼ିଲାଣି ଚିନ୍ତା । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ସଂକ୍ରମଣକୁ ରୋକିବା ପାଇଁ କଟକଣା ଲଗାଇଲେଣି ସରକାର । ସେହିପରି ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ ସଂକ୍ରମଣ ହୁ…