Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶାରୁ ଦିନକରେ ୮ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ଆଉ ୮ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧୯୭୩ ଛୁଇଁଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ କଳାହାଣ୍ଡି ଏବଂ ଗଞ୍ଜାମରୁ ଦୁଇ ଜଣ ଲେଖାଏଁ ଏବଂ ବାଲେଶ୍ବର, ବଲାଙ୍ଗୀର, କନ୍ଧମାଳ ଓ…

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ଆଜି ୬୨୧୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୨୧୫ ନୂଆ ଆକ୍ରାନ୍ତ। ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩ ହଜାର ୬୦୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୧୧ଟି । ଖୋର୍ଦ୍ଧାରୁ…

ସଟଡାଉନ୍ ପାଇଁ ଶନିବାର ଓ ରବିବାର ରାଜ୍ୟବ୍ୟାପୀ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପ୍ରତି ସପ୍ତାହରେ ୨ ଦିନ ବନ୍ଦ ରହିବ କରୋନା ଟିକାକରଣ । ସପ୍ତାହନ୍ତ ସଟଡାଉନ୍ ଓ ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ପ୍ରତି ଶନିବାର ଓ ରବିବାର କୋଭିଡ୍ ଟିକାକରଣ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ…

କରୋନା ମହାମାରୀ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ, ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା…

ପୁରୀ: ପୁରୀ ଜିଲ୍ଲାରେ କୋଭିଡ-୧୯ ପରିଚାଳନା ଏବଂ ମୁକାବିଲା ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାରେ…

ରାଜ୍ୟରୁ ସୁସ୍ଥ ହେଲେ ୨୧୬୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୨୧୬୫ ଆକ୍ରାନ୍ତ । ନଳଆପଡ଼ାରୁ ସର୍ବାଧିକ ୪୧୦ ଜଣ ସୁସ୍ଥ ହୋଇଥିବା ବେଳେ,ସୁନ୍ଦରଗଡ଼ରୁ ୨୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ଅଯୋଧ୍ୟା ଦଶରଥ ମେଡିକାଲ କଲେଜଠାରେ ସ୍ଥାପନ ହେବ ୨ଟି ଅକ୍ସିଜେନ ପ୍ଲାଣ୍ଟ, ରାମ ଜନ୍ମଭୂମି ଟ୍ରଷ୍ଟର ଘୋଷଣା

ଅଯୋଧ୍ୟା: ସହାୟତାର ହାତ ବଢାଇଲା ରାମ ଜନ୍ମଭୂମି ଟ୍ରଷ୍ଟ । ଅଯୋଧ୍ୟା ସ୍ଥିତ ଦଶରଥ ମେଡିକାଲ କଲେଜଠାରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯିବ । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ନିଜସ୍ବ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ବିନିଯୋଗ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଆଜି ଘୋଷଣା କରାଯାଇଛି ।  ଆଜି…

ଚିନ୍ତା ବଢ଼ାଇଲା କରୋନାର ତ୍ରିପଲ୍ ମ୍ୟୁଟାଣ୍ଟ, ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍

ଭୁବନେଶ୍ୱର: ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ପୂର୍ବରୁ କୋଭିଡ୍ ସଂକ୍ରମଣ ବଢ଼ୁଥିଲା । ଏବେ ପଶ୍ଚିମବଙ୍ଗରେ ମିଳିଥିବା କୋଭିଡର ତ୍ରିପଲ୍ ମ୍ୟୁଟାଣ୍ଟ ଭୂତାଣୁ ବେଶ୍ ଭୟଙ୍କର ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ ଲାଗି…

ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରେ ୮୩ କରୋନା ପଜିଟିଭ୍

ହରିଦ୍ବାର : ସାରା ଦେଶରେ ଉତ୍ପାତ୍ତ ରଚୁଛି କରୋନା ମହାମାରୀ । ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ, ଲକ୍ଷାଧିକ ଲୋକ ସଂକ୍ରମିତ ହେଲେଣି । ଏସବୁ ଭିତରେ ଏବେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରେ ପପ୍ରବେଶ କରିଛି ଭୂତାଣୁ । ହରିଦ୍ବାରରେ ଥିବା ପତଞ୍ଜଳି ଯୋଗପୀଠରେ ୮୩ ଜଣ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୯୦ ଜଣ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୩୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୬୦ । ସେହିପରି ଭୁବନେଶ୍ବରରୁ ଆଜି ସୁସ୍ଥ ହୋଇଛନ୍ତି ୧୩୯ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି…

କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ୫୦ ପ୍ରତିଶତ ବେଡ୍ ରଖିବାକୁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ହଜାର ଡେଇଁଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘରୋଇ ହସ୍ପିଟାଲଗୁଡ଼ିକୁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଘରୋଇ…