Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୨୪ ଘଣ୍ଟାରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୫ଟି ମାମଲା ଆସିଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୭୨୬ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲା ଓ…

ଭୁବନେଶ୍ବରରୁ ୧୪୮ ପଜିଟିଭ୍, ସୁସ୍ଥ ହେଲେ ୫୪ ଜଣ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଆଜି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୪୮ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩୨ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ୧୧୬ ରହିଛି । ସେହିପରି ବିଏମସି ଅଞ୍ଚଳରୁ ସୁସ୍ଥ…

ଭାରତକୁ ମିଳିପାରେ ଆଉ ୫ଟି କରୋନା ଟିକା

ନୂଆଦିଲ୍ଲୀ : କରୋନା ଟିକାର ଅଭାବକୁ ନେଇ ପ୍ରଶ୍ନ ଉଠିଥିବା ବେଳେ, ଭାରତକୁ ମିଳିପାରେ ଆଉ ୫ଟି ଭ୍ୟାକ୍ସିନ । ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଭାରତକୁ ଆଉ ୫ଟି କରୋନା ଭ୍ୟାକ୍ସିନ ମିଳିବାର ସମ୍ଭାବନା ରହିଛି । ଏହି ଭ୍ୟାକ୍ସିନ ମିଳିବା ଦ୍ବାରା କରୋନା ଟିକାର ଅଭାବକୁ ପୂରଣ…

ଅଲିଭ ରିଡ଼ଲେ କଁଇଛ ଶାବକ ମୃତ

କାକଟପୁର:ବନ ବିଭାଗର ଅବହେଳା, ଅସ୍ତରଙ୍ଗ ଜାହାନିଆ ହାଚେରୀ ରେ ବହୁ ସଂଖ୍ୟକ ଅଲିଭ ରିଡ଼ଲେ କଁଇଛ ଶାବକ ମୃତ । କାକଟପୁର ଅସ୍ତରଙ୍ଗ ବନାଞ୍ଚଳ ଅଧୀନ ପୀର ଜାହାନିଆ ଠାରେ ଥିବା ହାଚେରୀରେ ଶତାଧିକ ଅଲିଭ ରିଡ଼ଲେ କଁଇଛ ଶାବକଙ୍କ ମୃତ୍ୟୁ ହୋଇଛି । କେମିତି ଏବଂ କେଉଁ କାରଣରୁ ଏତେ ସଂଖ୍ୟକ ଶାବକ…

ନିଖୋଜ ବିମାନରେ କଙ୍କାଳ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପ।ଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିଟେ ଏମିତି ବହୁ ରହସ୍ୟ ରହିଛି ।…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୪୫୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୬୯ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୬୨, କଳାହାଣ୍ଡିରୁ ୪୩ ଓ…

ଫିକା ପଡିଲା ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ପୀଠ ଠାରୁ ରାଜବାଟୀ ଯାଏଁ ୧୪୪ ଧାରା ଲାଗୁ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗୋଟିଏ ବର୍ଷ ଅନ୍ତରରେ ପାଳନ ହୁଏ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ଓ ବ୍ୟବସାୟୀଙ୍କର ଭିଡ଼ ଜମେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଫିକା ପଡ଼ିଛି । ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ୧୪୪…

ରାଜ୍ୟରେ କୋଭିଡ଼ ପାଇଁ କଟକଣା ଜୋରଦାର, କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବ କଡ଼ାକଡ଼ି ଚେକିଂ 

ଭୁବନେଶ୍ୱର: କରୋନା କଟକଣା ପାଇଁ କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ାକଡ଼ି ଚେକିଂ ହେବ । ଏନେଇ ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି । ଆସନ୍ତକାଲି ଠାରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଞ୍ଚ ହେବ ବୋଲି ସେ କହିଛନ୍ତି ।  ବିଏମସି ଏବଂ…

କେନ୍ଦ୍ର ସରକାର ସବୁ ବୟସ ବର୍ଗଙ୍କ ନିମନ୍ତେ ଟିକାକରଣ ଉନ୍ମୁକ୍ତ କରିଦେବା ଉଚିତ: ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ 

ନୂଆଦିଲ୍ଲୀ: ଟିକାକରଣ ଉପରୁ ବୟସ କଟକଣା ହଟାଯାଉ । କେନ୍ଦ୍ରକୁ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ନିବେଦନ । ଦିଲ୍ଲୀରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବା କାରଣରୁ ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ…

ଦିନକରେ ଦେଶରେ ଲକ୍ଷେ ୫୨ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୮୩୯ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୧ ଲକ୍ଷ ୫୨ ହଜାର ୮୭୯ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୮ ହଜାର ୮୦୫କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ଚିକିତ୍ସାଧୀନ…