Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟ ସରକାରଙ୍କ କରୋନା କଟକଣା

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣ ପାଇଁ ବଢ଼ିଲାଣି ଚିନ୍ତା । ସଂକ୍ରମଣ କିପରି ନବ୍ୟାପିବ, ଏଥିପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । ଏଣିକି ବିବାହ ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ବିବାହ କାର୍ଯ୍ୟରେ ୫୦୦ ଲୋକଙ୍କୁ ଏକାଠି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା । ସଂକ୍ରମଣ ବଢୁଥିବାରୁ ପଦକ୍ଷେପ ନେବାକୁ ଅଣ୍ଟା ଭିଡିଲେଣି ସରକାର । କିନ୍ତୁ ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୦ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିବା…

ରାଜ୍ୟ ବାହାରୁ ମାଲକାନଗିରିକୁ ଆସିଲେ ଆଇସୋଲେସନ ବାଧ୍ୟତାମୂଳକ

ମାଲକାନଗିରି : କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ, ଆରମ୍ଭ ହେଲାଣି କଟକଣା । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଆଜିଠୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ, ଏଣିକି ବାହାର ରାଜ୍ୟରୁ ମାଲକାନଗିରିକୁ ଆସୁଥିବା…

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା, ଦରକାର ପଡ଼ିଲେ ମିନି କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ବର : ମହାମାରୀ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ଟେଷ୍ଟିଂ ସାଙ୍ଗକୁ ସର୍ଭେଲାନ୍ସ ବଢ଼ାଯିବ । ଏଥିସହ ପୋଲିସ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯିବ । ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ସମସ୍ତ…

କ୍ରିଷ୍ଣାମୂର୍ତ୍ତି ୱାର୍ଲଡ ସ୍କୁଲରେ ପାଳନ ହେଲା ଗାନ୍ଧିଜୀଙ୍କ କଟକ ଆଗମନର ଶତବାର୍ଷିକୀ

କଟକ: ଆଜିକୁ ଠିକ ଶହେ ବର୍ଷ ପୂର୍ବେ କଟକ ଆସିଥିଲେ ମହାତ୍ମାଗାନ୍ଧୀ । ତେବେ ସେହି ଦିନକୁ ଆଜି ମନେ ପକାଇଛନ୍ତି କଟକ ସହରବାସୀ । ଆଜି ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକି ଉତ୍ସବ ପାଳନ କରୁଛି ସମଗ୍ର ସହର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଭିନ୍ନ ଦଳର ନେତା,…

ଆମ ଶରୀର ପାଇଁ ଖଜୁରୀ କେତେ ଜରୁରୀ…

ଖଜୁରୀରେ ଏମିତି ନ୍ୟୁଟ୍ରିଏଣ୍ଟ୍ସ ରହିଛି, ଯାହା ସ୍ବାସ୍ଥ୍ୟ ସହିତ ସୁନ୍ଦରତାକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।  ଖଜୁରୀକୁ ଫ୍ରୁଡ୍ସ ସାଲାଡରେ ମିକ୍ସ କରି ଖାଇପାରିବେ । ନଚେତ ଡ୍ରାଏଫ୍ରୁଡ୍ସ ସହିତ ମଧ୍ୟ ଖାଇପାରିବେ ।  ଖଜୁରୀରେ ପେଣ୍ଟଥେନିକ ଏସିଡ ରହିଛି । ଏହାଦ୍ବାର ଡେଡ…

ମାଲକାନଗିରିରେ ଆଜିଠାରୁ ଆରମ୍ଭ ହୋଇଛି ବଡ଼ଯାତ୍ରା

ମାଲକାନଗିରି: କରୋନା କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ବଡଯାତ୍ରା । ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ ତିନି ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ ବଡଯାତ୍ରାରେ । ଆସନ୍ତା ୨୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ସହରରେ ଏହି ଯାତ୍ରା ପାଳିତ ହେବ ।…

ରାଜ୍ୟ ବାହାରୁ ଫେରିଥିଲେ ପ୍ରଶାସନକୁ ଜଣାଇବା ପାଇଁ ଆହ୍ୱାନ ଦେଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଦୈନିକ ସଂକ୍ରମଣ ବଢୁଥିବାରୁ ମୁକାବିଲା ନେଇ ସରକାର ସଜାଗ ଅଛନ୍ତି । ବାହାରୁ ଫେରୁଥିବା ଲୋକଙ୍କ ଉପରେ ଏବେ ନଜର । କାହାର ଘରକୁ କିମ୍ବା ଘର ପାଖରେ କେହି ବାହାରୁ ଫେରିଥିଲେ ତୁରନ୍ତ ପ୍ରଶାସନକୁ ଜଣାଇବାକୁ କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ…

ମାର୍ଚ୍ଚରେ ଦୈନିକ କରୋନା ସଂକ୍ରମଣ ଫେବ୍ରୁଆରୀ ତୁଳନାରେ ବଢ଼ିଛି ପାଞ୍ଚ ଗୁଣା

ନୂଆଦିଲ୍ଲୀ: ପୁଣି ଥରେ ମହାମାରୀ ଦେଖାଇଛି ମହାରୂପ । ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଏବେ ଦୈନିକ ଚିହ୍ନଟ ହେଉଛନ୍ତି ୪୦ ହଜାରରୁ ଅଧିକ ପଜିଟିଭ୍ । ବର୍ଷେ ତଳେ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଲକଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା…

ଆଜି ରାଜ୍ୟରୁ ୧୧୩ କରୋନା ପଜିଟିଭ୍, ୪ ଜିଲ୍ଲାରେ ଦୁଇ ଅଙ୍କ ଉପରେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ ବଢୁଛି କରୋନା କାୟା । ଓଡ଼ିଶାରେ ବି ବଢ଼ିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୭ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪୬ଟି । ୨୧ ଜିଲ୍ଲାରୁ ନୂଆ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ…