Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୧୨ ବର୍ଷରୁ କମ୍ ବୟସ୍କ ଛୁଆଙ୍କ ଉପରେ ଟିକା ପରୀକ୍ଷଣ ଆରମ୍ଭ କଲା ମଡର୍ଣ୍ଣା

ନ୍ୟୁୟର୍କ: ୬ ମାସରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କରୋନା ଭ୍ୟାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି ମଡର୍ଣ୍ଣା । ପ୍ରଥମ ଫାର୍ମା କମ୍ପାନୀ ଭାବେ ଆମେରିକାରେ ମଡର୍ଣ୍ଣା ଛୁଆଙ୍କ ଉପରେ କୋଭିଡ୍ ଭ୍ୟାକ୍ସିନର ପରୀକ୍ଷଣ ଆରମ୍ଭ କରିଛି । ଆମେରିକା ସହ କାନାଡ଼ାରେ ମଧ୍ୟ ମଡର୍ଣ୍ଣା ୬ ହଜାର ୭୫୦ ସୁସ୍ଥ…

ମାଡୁଛି ମହାମାରୀ: ୨୪ ଘଣ୍ଟାରେ ଦେଶରେ ୨୮ହଜାର ପଜିଟିଭ୍, ୧୮୮ ମୃତ

ନୂଆଦିଲ୍ଲୀ: ଦେଶରେ ମହାରୂପ ଦେଖାଇବା ଆରମ୍ଭ କରିଛି ମହାମାରୀ । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହେଲାଣି । ଗତକାଲି ଅପେକ୍ଷା ଆଜି ଏକାଥରକେ ୪ହଜାର ନୂଆ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୮ହଜାର ୯୦୩ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା…

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କୁ ଟିକାକରଣ, ଦିନକୁ ଟିକା ନେବେ ଶହେ ଜଣ

ପୁରୀ: ଆଜିଠୁ ଆରମ୍ଭ ହେଉଛି ଶ୍ରୀମନ୍ଦିର ସେବାୟତଙ୍କୁ ଟିକାକରଣ । ଏଥିପାଇଁ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ । ପ୍ରତିଦିନ ୧୦୦ ଜଣ ସେବାୟତଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଲୋକନାଥ ରୋଡ୍ ପ୍ରତିହାରୀ ନିଯୋଗଠାରେ ଏହି ଟିକାକରଣ କାର୍ଯ୍ୟକ୍ପମ ଚାଲିବ । ଏହି ଶିବିରକୁ…

ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ନାଲି ଆଖି ଦେଖାଇଛି । ବିଭିନ୍ନ ରାଜ୍ୟରେ ବ୍ୟାପୁଛି ସଂକ୍ରମଣ । ଏଭଳି ସମୟରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସାଢ଼େ 12ଟାରେ ବୈଠକ ବସିବ । ବିଶେଷ କରି…

ଫ୍ରାନ୍ସରେ କରୋନାର ତୃତୀୟ ଲହରୀ

ପ୍ୟାରିସ୍: ବିଶ୍ୱବ୍ୟାପୀ କରୋନା ଆତଙ୍କ ଲାଗି ରହିଛି । ମଙ୍ଗଳବାର ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ୍ କାଷ୍ଟେକ୍ସ ସଂସଦରେ କହିଛନ୍ତି- ଫ୍ରାନ୍ସରେ ମହାମାରୀ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଛି । ୨୦୨୦ ନଭେମ୍ବର ପରେ ପ୍ରଥମଥର ପାଇଁ ବିଗତ ସପ୍ତାହେ ହେଲା ଦୈନିକ ୨୫ ହଜାରରୁ ଅଧିକ ସଂକ୍ରମିତ…

ଫୋଟୋ ଚିତ୍ର ପ୍ରଦର୍ଶନୀ ‘ଆଜାଦୀ କା ଅମୃତ ମହୋତ୍ସବ’ ଉଦଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ୫ ଦିନିଆ 'ଆଜାଦୀ କା ଅମୃତ ମହୋତ୍ସବ' ଶୀର୍ଷକ ଫୋଟୋ ଚିତ୍ର ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏହି ଅବସର 'ଓଡ଼ିଶାରେ ଗାନ୍ଧୀ 'ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରକୁ ଭାରତୀୟ ସୂଚନା ସେବାର ବରିଷ୍ଠ…

ରିଲାଏନ୍ସ ଫାଉଣ୍ଡେସନର ମିଶନ କୋଭିଡ ସୁରକ୍ଷା ଅଭିଯାନ, ଓଡ଼ିଶାର ୨୨ ଜିଲ୍ଲାରେ ୩ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ

ଭୁବନେଶ୍ବର : ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ମିଶାନ କୋଭିଡ ସୁରକ୍ଷା ଅଭିଯାନ । କରୋନା ସତର୍କତା ଓ ନିୟମାବଳୀକୁ ପାଳନ କରିବାକୁ ଗୁରୁତ୍ବ ଦେଇଛି ରିଲାଏନ୍ସ ଫାଉଣ୍ଡେସନ । ଏହି ଅବସରରେ ରାଜ୍ୟର ୨୨ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୩ ଲକ୍ଷରୁ ଅଧିକ ମାସ୍କ ବଣ୍ଟାଯାଇଛି ।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୬ ଆକ୍ରାନ୍ତ । ସମସ୍ତେ ଆରୋଗ୍ୟ ହେବା ପରେ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

କୋରୋନାରେ ଆକ୍ରାନ୍ତ ହେଲେ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ

ଚଣ୍ଡିଗଡ : ଦେଶରେ ଦିନକୁ ଦିନ କାୟା ମେଲାଇ ଚାଲିଛି ମହାମାରୀ କରୋନା । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସୁଖବୀର ସିଂହ…

ଗୁଜରାଟକୁ ଫେରିଲା ନାଇଟ୍ କର୍ଫ୍ୟୁ, ୪ଟି ସହରରେ କାଲିଠୁ କଟକଣା

ଅହମ୍ମଦାବାଦ: ମାଡୁଛି କରୋନା । ବଢୁଛି କଟକଣା । ଗୁଜରାଟକୁ ଫେରିଲା ନାଇଟ୍ କର୍ଫ୍ୟୁ । ଚାରିଟି ସହରରେ ଆସନ୍ତାକାଲିଠୁ ଜାରି ହେବ ନାଇଟ କର୍ଫ୍ୟୁ । ଏହି ସହରଗୁଡ଼ିକ ହେଲା ଅହମ୍ମଦାବାଦ, ଭଦୋଦରା, ସୁରଟ ଓ ରାଜକୋଟ । ରାତି ୧୦ଟାରୁ ସକାଳ ୬ଟା ଯାଏ ଲୋକଙ୍କ ଯାଆସ ଉପରେ କଟକଣା ଲାଗିବ ।…