Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରେ ସୁସ୍ଥ ହେଲେ ୮୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୧ ଜଣ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ଖୋର୍ଦ୍ଧାରୁ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ ଜଣ, ବାଲେଶ୍ବରରୁ ୭ ଜଣ, ବରଗଡ଼ରୁ ୫ ଜଣ,…

ଭଜନ ସମ୍ରାଟ ଅନୁପ ଜଲୋଟା ପାଇବେ ଗୁରୁ ଦେବପ୍ରସାଦ ସମ୍ମାନ

ଭୁବନେଶ୍ୱର :ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ  ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲଟାଙ୍କୁ ଏ ବର୍ଷ ଲାଇଫ ଟାଇମ ଆଚିଫମେଣ୍ଟ ପୁରସ୍କାର ମିଳିବ।ଏଥିପାଇଁ ତାଙ୍କୁ ଏକ ଫଳକ ଅଙ୍ଗବସ୍ତ୍ର ଏବଂ ଏକଲକ୍ଷ ଟଙ୍କାର ନଗଦ ପୁରସ୍କାର ଦିଆଯିବ।ଭୁବନେଶ୍ୱରରେ ଅବସ୍ଥାପିତ ତ୍ରିଧାରା ଓଡିଶୀ ନୃତ୍ୟ ଅନୁଷ୍ଠାନ…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୩.୭୦ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୭୦ ହଜାର ୭୩୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ ମୋଟ ମାମଲା ୧୦ କୋଟି ୭୩ ଲକ୍ଷ ୬୯ ହଜାର ୯୩୯ କୁ ବୃଦ୍ଧି ପାଇଛି। ଏଥିସହ କରୋନା କାରଣରୁ ୨୩ ଲକ୍ଷ ୪୮ ହଜାର ୭୧୩…

ଦେଶରେ ୨୪ ଘଣ୍ଟାରେ କରୋନାର ଆଉ ୧୧ ହଜାର ମାମଲା, ଭ୍ୟାକ୍ସିନ୍ ନେଲେଣି ୬୬ ଲକ୍ଷ ଲୋକ

ନୂଆଦିଲ୍ଲୀ: ଦେଶରେ ଲଗାତାର ୧୨ ଦିନ ଧରି ୧୫ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟାରେ କରୋନାର ୧୧ ହଜାର ୬୭ଟି ନୂଆ ମାମଲା ଚିହ୍ନଟ ହୋଇଛି । ୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ହଜାର ୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ କୋଭିଡ୍ ଟିକାକରଣ ଜାରି…

କମୁଛି କରୋନା : ୧୫ ରାଜ୍ୟରେ ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ

ନୂଆଦିଲ୍ଲୀ : ଦେଶରେ ସୁଧୁରୁଛି କରୋନା ସ୍ଥିତି । କରୋନାରେ ଗତ ୨୪ ଘଣ୍ଟାରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାହାର ମୃତ୍ୟୁ ହୋଇନଥିବା ସରକାର ଘୋଷଣା କରିଛନ୍ତି । ଦେଶରେ ବିଗତ ୫ ସପ୍ତାହ ହେଲାଣି କରୋନା ସଂକ୍ରମଣ ହାର ହ୍ରାସ ପାଉଛି । ସେହିପରି ଗତ ଗୋଟିଏ ସପ୍ତାହ…

ରାଜ୍ୟରେ ୯ ଦିନ ପରେ ଶହେ ଡେଇଁଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ନିୟନ୍ତ୍ରଣରେ ରହିଛି । ଲଗାତାର ୯ ଦିନ କମିବା ପରେ ଆଜି ଶହେ ଡେଇଁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୬୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୪୨ଟି…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୩ ଲକ୍ଷ ୮ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି ଏବଂ କ୍ରମାଗତ ଭାବରେ ନୂଆ ମାମଲା ବାହାରୁଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୩ ଲକ୍ଷ ୦୮ ହଜାର ୫୭୯ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ ମୋଟ ମାମଲା ୧୦ କୋଟି ୬୯ ଲକ୍ଷ ୮୫ ହଜାର ୭୮୮ କୁ…

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟାରେ ୯ ହଜାର ୧୧୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ୧ କୋଟି ୦୮ ଲକ୍ଷ ୪୭ ହଜାର ୩୦୪ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୪,୦୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର…

ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ, ଅନ୍ତିମ ସନ୍ଧ୍ୟାରେ ଓଡିଶୀ ଓ ଷଢେଇକଳା ଛଉର ଚମତ୍କାରିତା

ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ତଥା ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୧୭ଶ ଧଉଳୀ କଳିଙ୍ଗ ମହୋତ୍ସବ ଉଦଯାପିତ ହୋଇଯାଇଛି।  ଉତ୍ସବର ଅନ୍ତିମ ସନ୍ଧ୍ୟାରେ ଓଡିଶୀ, କୁଚୀପୁଡ଼ୀ ଓ ଷଢେଇକଳା ଛଉ ନୃତ୍ୟର ମନୋରମ ପରିବେଷଣ ଦେଖିବାକୁ…

୩ ଲକ୍ଷ ୩୩ ହଜାର ଟପିଲା କରୋନା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୩ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୩ ହଜାର ୦୩୧ରେ ପହଞ୍ଚିଛି। https://twitter.com/HFWOdisha/status/1358798650319638536?s=19 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…