Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆସନ୍ତୁ ଜାଣିବା ବସନ୍ତ ପଂଚମୀରେ ରାଶି ଅନୁସାରେ କଣ କରିବେ

ଭୁବନେଶ୍ୱର:ବସନ୍ତ ପଂଚମୀ ଏବଂ ସରସ୍ୱତୀ ପୂଜାରେ ଏଥର ଭଲ ଦିନରେ ପଡୁଛି । ଜ୍ୟୋତିଷଙ୍କ ଅନୁସାରେ ଅମୃତ ସିଦ୍ଧି, ରବିଯୋଗ ଏବଂ ମଙ୍ଗଳକାରୀ ଦିନରେ ଏହା ପଡୁଛି । ସରସ୍ୱତୀ ପୂଜା ସମୟରେ କବଚ ପାଠ କଲେ ଭଲ ଫଳ ପ୍ରାପ୍ତି ହେବ । ଆସନ୍ତୁ ଜାଣିବା ଏହି ଦିନ ରାଶି ଅନୁସାରେ କେଉଁ କାର୍ଯ୍ୟ କରିବେ ।…

ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ ହୁଏ ସରସ୍ୱତୀ ପୂଜା

ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ସରସ୍ୱତୀ ପୂଜା ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀମାନେ…

କାବୁ ପାଉଛି କରୋନା: ଆଜି ସଂକ୍ରମିତ କମ୍, ସୁସ୍ଥ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ନିୟନ୍ତ୍ରଣକୁ ଆସୁଛି । ଦୈନିକ ପାଖାପାଖି ୭ ଲକ୍ଷ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୧୦-୧୫ ହଜାର ଭିତରେ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯ହଜାର ୩୦୯ ନୂଆ ସଂକ୍ରମିତ । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି…

ହିନ୍ଦୁ ଧର୍ମର ଜ୍ଞାନର ଦେବୀ ମାଆ ସରସ୍ବତୀ; କିପରି ପାଇଥିଲେ ଜନ୍ମ ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ।  ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ,ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମାନେ ମଧ୍ୟ…

ସରସ୍ବତୀ ପୂଜାକୁ କାହିଁକି ବସନ୍ତ ପଞ୍ଚମୀ କୁହାଯାଏ? ଜାଣନ୍ତୁ…

ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିକୁ ସାରା ଦେଶରେ 'ବସନ୍ତ ପଞ୍ଚମୀ' ଭାବେ ପାଳନ କରାଯାଇଥାଏ। ବିଶ୍ୱାସ ଅନୁଯାୟୀ ଏହି ଦିନରୁ ବସନ୍ତ ଋତୁର ଆଗମନ ହୋଇଥାଏ। ବସନ୍ତ ପଞ୍ଚମୀର ଏକ ବି‌ଶେଷ ମହତ୍ବ ରହିଛି। ସାହିତ୍ୟ ଏବଂ ସଙ୍ଗୀତ ପ୍ରେମୀଙ୍କ ପାଇଁ ବସନ୍ତ ପଞ୍ଚମୀର ଗୁରୁତ୍ୱ ମଧ୍ୟ ରହିଛି।…

ବସନ୍ତ ପଞ୍ଚମୀକୁ ନେଇ କ’ଣ ରହିଛି ପୌରାଣିକ ଗାଥା…

ହିନ୍ଦୁ ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀର ଏକ ବିଶେଷ ମହତ୍ବ ରହିଛି। ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଏହା ପଡିଥାଏ। ଏହି ଦିନରେ ଜ୍ଞାନର ଦେବୀ ମା ସରସ୍ୱତୀଙ୍କୁ ପୂଜା କରାଯାଏ। ଏହି ଦିନ ଠାରୁ ବସନ୍ତ ଋତୁ ଆରମ୍ଭ ହୋଇଥାଏ। ବସନ୍ତ ପଞ୍ଚମୀକୁ ନେଇ କ’ଣ ରହିଛି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ମହାମାରୀ ପ୍ରଭାବ । ଦିନକୁ ଦିନ କମିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଏହାରି ଭିତରେ ଆଜି ରାଜ୍ୟରୁ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ଆଉ ୬୦ ଜଣ ଆକ୍ରାନ୍ତ । ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ,…

ବସନ୍ତ ପଞ୍ଚମୀର‌େ କ’ଣ କରିବ‌େ ଓ କ’ଣ ନକରିବ‌େ, ଜାଣନ୍ତୁ…

ହିନ୍ଦୁ ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀର ଏକ ବିଶେଷ ମହତ୍ବ ରହିଛି। ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷ ପଞ୍ଚମୀ ଦିନରେ ଏହି ପର୍ବ ପାଳନ କରାଯାଇଥାଏ। ବିଶ୍ୱାସ ଅନୁଯାୟୀ, ଏହି ଦିନରେ ଜ୍ଞାନର ଦେବୀ ମା ସରସ୍ୱତୀଙ୍କୁ ପୂଜା କରାଯାଏ। ଚଳିତ ବର୍ଷର ଶୁଭ ମହୂର୍ତ୍ତ- ହିନ୍ଦୁ କ୍ୟାଲେଣ୍ଡର…

କାନାଡ଼ାକୁ କୋଭିଡ ଟିକା ଯୋଗାଇବ ଭାରତ: ଜଷ୍ଟିନ୍‌ ଟ୍ରୁଡୋଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: କାନାଡ଼ାକୁ ପର୍ଯ୍ୟାପ୍ତ ମାତ୍ରାରେ କୋଭିଡ ଟିକା ଯୋଗାଇବ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ବାବଦରେ ଉଭୟଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା ହୋଇଛି ।  ଏ ନେଇ ଟ୍ୱିଟ୍‌ କରି…

ଦେଶରୁ ୨୪ ଘଣ୍ଟାରେ ୧୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୦୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୧୨ ହଜାର ୯୨୩ ଜଣ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୭୬୪ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୮ଲକ୍ଷ ୭୧ହଜାର ୨୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି…