Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମହାରାଷ୍ଟ୍ର ଯିବା ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆବଶ୍ୟକ, ନୂଆ ଗାଇଡଲାଇନ୍ ଜାରି କଲେ ସରକାର

ଦିଲ୍ଲୀ ପରେ ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାରୁ ବିମାନ ଓ ସଡକ ପଥରେ ଆସୁଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଘରୋଇ ବିମାନରେ ଦିଲ୍ଲୀ ଏନସିଆର, ରାଜସ୍ଥାନ,…

ଭୁବନେଶ୍ୱରରେ ୪୦ ତଳକୁ ଖସିଲା କରୋନା ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଓଡ଼ିଶାରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ପଶ୍ଚିମ ଓଡ଼ିଶାରୁ କେବଳ ୧୨ ଜଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୭ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୭ଟି ଜିଲ୍ଲାର କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ୧୭ ମୃତକଙ୍କ ଭିତରେ…

କମୁଛି କରୋନା ଟ୍ରେଣ୍ଡ: ରାଜ୍ୟରୁ ଦିନକରେ ୬୬୮ ନୂଆ ଆକ୍ରାନ୍ତ, ନୂଆପଡ଼ାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କେସ୍ । ସୁସ୍ଥ ହାର ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ସାରା ରାଜ୍ୟରୁ ଚିହ୍ନଟ ହୋଇଛନେତି ୬୬୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୮୫ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୨୮୩ଟି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୮ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୪.୮୭ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦୁନିଆରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣ ଥମିବାର ନାଁ ନେଉ ନଥିବା ବେଳେ ସାରା ବିଶ୍ୱରେ କରୋନା ମାମଲା ପ୍ରାୟ ୬ କୋଟିରେ ପହଞ୍ଚିଛି। ବିଶ୍ୱର ୨୧୮ଟି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୮୭ ହଜାରରୁ ଅଧିକ ନୂତନ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏଥିସହ ୭,୩୭୫…

ଦେଶରେ ୯୧ ଲକ୍ଷ ପାର କଲା କରୋନା ସଂକ୍ରମଣ, ସୁସ୍ଥହାର ୯୩%

ନୂଆଦିଲ୍ଲୀ: ଦେଶେର କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଆଉ ୪୪ ଲକ୍ଷ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୬ । ବଢୁଛି ମୃତ୍ୟୁସଂଖ୍ୟା । ଦେଶରେ ୧ ଲକ୍ଷ ୩୩ ହଜାର ୭୩୮ ଜଣଙ୍କର ଜୀବନ…

ଏଥରର ହସ୍ତକଳାରେ ଗୋପାଳପୁରର ଟସର ବସ୍ତ୍ର 

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ହାତତିଆରି କଳାକୃତି ଦେଖିବାକୁ ମିଳିଥାଏ । ବାନ୍ଧ ତଥା ଅନ୍ୟାନ୍ୟ ହାତବୁଣା ଲୁଗା, କାଠ, ପଥର ଖୋଦେଇ, କଂସା-ପିତ୍ତଳ ଓ ସୁନା-ରୂପା କାମ, ଝୋଟି ଚିତା, ପଟ୍ଟଚିତ୍ର, ଚାନ୍ଦୁଆ କାମ ତଥା ଆହୁରି ଅନେକ ପ୍ରକାରର ହାତକାମ ପାଇଁ…

ଖୁସି ଖବର: ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଏହି ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ

ଓ୍ୱାଶିଂଟନ୍: ସାରା ଦୁନିଆରେ କରୋନା ସ୍ଥିତି ଅସମ୍ଭାଳ । ଆମେରିକା ତ୍ରାହି ତ୍ରାହି ଡାକୁଛି । ଏଭଳି ସଂକଟ ଭିତରେ ପୁଣି ଥରେ ଟିକା ନେଇ ସାମନାକୁ ଆସିଛି ଖୁସି ଖବର । ଖୁବଶୀଘ୍ର ଆମେରିକାରେ କରୋନା ଭାଇରସ୍ ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ । ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା ସୂଚନା…

ଶ୍ରୀରାଧା ପାଦ ଦର୍ଶନକୁ ନେଇ କ’ଣ ରହିଛି ଲୋକକଥା, ଜାଣନ୍ତୁ

ଭୁବନେଶ୍ୱର:କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧା ପାଦଦର୍ଶନ ଯାତ୍ରା ରୂପେ ସୁପରିଚିତ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ମାନବୀ ରାଧାଙ୍କର ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି ।…

ଅଁଳା ନବମୀରେ ରାଧାପାଦ ଦର୍ଶନର ମାହାତ୍ମ୍ୟ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ରହିଛି । ସବୁ ପର୍ବର ମଧ୍ୟ ରହିଛି ନିଜର ସ୍ୱତନ୍ତ୍ର ମାହାତ୍ମ୍ୟ । ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳାନବମୀ ଭାବେ ପୂଜା କରିବାର ପରମ୍ପରା ରହିଛି । କାର୍ତ୍ତିକମାସ ଶୁକ୍ଳପକ୍ଷ…