Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ୍ ସ୍ଥିତି ଓ ଟିକା ବିତରଣ ନେଇ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀପାବଳି ପରେ ଦେଶର ବିଭିନ୍ନ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଶୀତ ଋତୁ ଥିବାରୁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ । ବିଭିନ୍ନ ରାଜ୍ୟରେ କୋଭିଡ ସ୍ଥିତି କିପରି ରହିଛି, ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ…

ଭାରତରେ କରୋନା ସକ୍ରିୟ ମାମଲା ମୋଟ ମାମଲାର ୫% ତଳେ ରହିଛି

ନୂଆଦିଲ୍ଲୀ:ଭାରତରେ ଏବେ କରୋନା ସକ୍ରିୟ ମାମଲା (୪,୪୩,୪୮୬) ମୋଟ ପଜିଟିଭ୍ ମାମଲାର ୪.୮୫% ରହିଛି, ଯାହାକି ୫%ରୁ ତଳେ । ଆଜି ପର୍ଯ୍ୟନ୍ତ ସୁସ୍ଥତା ହାର ୯୩ % (୯୩.୬୮%) ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୦୨୪ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୫,୬୨,୬୪୧ ରହିଛି…

ଓଡ଼ିଶାରୁ ୯୧୩ କରୋନା ରୋଗୀ ସୁସ୍ଥ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୧୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1330894443168186373?s=19 ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

ମାତ୍ର ୬ ଘଣ୍ଟାରେ ଆସିବ RTPCR ଟେଷ୍ଟ ରିପୋର୍ଟ, ମୂଲ୍ୟ ୪୯୯ ଟଙ୍କା

ଏଣିକି ମାତ୍ର ୬ ଘଣ୍ଟାର ରେକର୍ଡ ସମୟରେ ଆସିବ ଆରଟିପିସିଆର ଟେଷ୍ଟ ରିପୋର୍ଟ । ଆଉ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ମାତ୍ର ୪୯୯ ଟଙ୍କାରେ ହୋଇପାରିବ ଆରଟିପିସିଆର ଟେଷ୍ଟ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଆଇସିଏମଆର ମୁଖ୍ୟାଳୟରେ ମୋବାଇଲ୍ ଲ୍ୟାବର ଏକ ସିରିଜ୍…

ମହାରାଷ୍ଟ୍ର ଯିବା ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆବଶ୍ୟକ, ନୂଆ ଗାଇଡଲାଇନ୍ ଜାରି କଲେ ସରକାର

ଦିଲ୍ଲୀ ପରେ ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାରୁ ବିମାନ ଓ ସଡକ ପଥରେ ଆସୁଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଘରୋଇ ବିମାନରେ ଦିଲ୍ଲୀ ଏନସିଆର, ରାଜସ୍ଥାନ,…

ଭୁବନେଶ୍ୱରରେ ୪୦ ତଳକୁ ଖସିଲା କରୋନା ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଓଡ଼ିଶାରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ପଶ୍ଚିମ ଓଡ଼ିଶାରୁ କେବଳ ୧୨ ଜଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୭ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୭ଟି ଜିଲ୍ଲାର କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ୧୭ ମୃତକଙ୍କ ଭିତରେ…

କମୁଛି କରୋନା ଟ୍ରେଣ୍ଡ: ରାଜ୍ୟରୁ ଦିନକରେ ୬୬୮ ନୂଆ ଆକ୍ରାନ୍ତ, ନୂଆପଡ଼ାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କେସ୍ । ସୁସ୍ଥ ହାର ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ସାରା ରାଜ୍ୟରୁ ଚିହ୍ନଟ ହୋଇଛନେତି ୬୬୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୮୫ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୨୮୩ଟି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୮ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୪.୮୭ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦୁନିଆରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣ ଥମିବାର ନାଁ ନେଉ ନଥିବା ବେଳେ ସାରା ବିଶ୍ୱରେ କରୋନା ମାମଲା ପ୍ରାୟ ୬ କୋଟିରେ ପହଞ୍ଚିଛି। ବିଶ୍ୱର ୨୧୮ଟି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୮୭ ହଜାରରୁ ଅଧିକ ନୂତନ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏଥିସହ ୭,୩୭୫…

ଦେଶରେ ୯୧ ଲକ୍ଷ ପାର କଲା କରୋନା ସଂକ୍ରମଣ, ସୁସ୍ଥହାର ୯୩%

ନୂଆଦିଲ୍ଲୀ: ଦେଶେର କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଆଉ ୪୪ ଲକ୍ଷ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୬ । ବଢୁଛି ମୃତ୍ୟୁସଂଖ୍ୟା । ଦେଶରେ ୧ ଲକ୍ଷ ୩୩ ହଜାର ୭୩୮ ଜଣଙ୍କର ଜୀବନ…