Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦେଶରେ ୭୭ ଲକ୍ଷ କରୋନା ସଂକ୍ରମିତ, ୭ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୪ ଲକ୍ଷ ୪୨ ହଜାର କୋଭିଡ୍ ଟେଷ୍ଚ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୫୪ ହଜାର ୩୬୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶେର ସଂକ୍ରମିତଙ୍କ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨କୁ ବୃଦ୍ଧି ପାଇଛି ।…

ନବରାତ୍ରର ସପ୍ତମଦିନ; ମା’ଙ୍କୁ କାଳରାତ୍ରୀ ସ୍ବରୂପରେ ଆବାହନ କରୁଛନ୍ତି ଭକ୍ତ

ଭୁବନେଶ୍ୱର: ନବରାତ୍ରୀ ଏକ ହିନ୍ଦୁ ପର୍ବ ଓ ଏହା ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବଏ ପାଳନ କରାଯାଇଥାଏ ।ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୧୨୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୫୭,୦୪୧ ଛୁଇଁଛି।…

ଆମ ଭିତରେ ଗଧ ଅଛି!

ଗଧଟିଏ ଗଛରେ ବନ୍ଧା ହୋଇଥିଲା । ବାବାଜୀଟିଏ ସେଇ ବାଟଦେଇ ଯାଉଥିଲେ । ପଘାରେ ବନ୍ଧା ହୋଇଥିବା ଗଧ ମୁକ୍ତି ପାଇଁ କସରତ କରୁଥିବାର ସେ ଦେଖିଲେ । ଦୟା ପାଇ ବାବାଜୀ ତା ପଘାକୁ ଖୋଲିଦେଇ ନିଜ ରାସ୍ତାରେ ଚାଲିଗଲେ । ବାସ୍ ଏଇଠୁ ଆରମ୍ଭ ହେଲା ନାଟକରୁ କ୍ଲାଇମାସ୍କ । ଗଧ ସିଧା ଦୌଡିଲା ଏକ…

ୟୁ-ଟ୍ୟୁବ୍‌ରେ ସୁପରହିଟ୍ ଆଇଏଏସ୍ ଅଫିସରଙ୍କ ଗୀତ !

ନୂଆଦିଲ୍ଲୀ: ରାକ୍ଷୀ ଗୁପ୍ତା । ପେଶାରେ ଜଣେ ଆଇଏଏସ୍ ଅଫିସର । ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା । ଖାଲି ଚର୍ଚ୍ଚା ନୁହେଁ ବରଂ ତାଙ୍କର ଏକ ଭଜନ ଗୀତ ବହୁଳ ମାତ୍ରାରେ ଭାଇରାଲ୍ ବି ହୋଇଛି । ଗୀତର ଲିରିକ୍ସ ଲାଇନ୍ "ମୈଁ ତୋ ରଟ୍ଟୁଙ୍ଗି ରାଧା ନାମ" ରହିଥିଲାବେଳେ…

ଭୁବନେଶ୍ୱରରେ ୨୮ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୨୦୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୦୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

ଓଡିଶା ପୋଲିସର ୫୦୦ ଅଧିକାରୀ ଦେଲେଣି ପ୍ଲାଜମା

ଭୁବନେଶ୍ୱର: ଏଯାବତ୍ ଓଡିଶା ପୋଲିସର ୫୦୦ ଜଣ କୋଭିଡ ଯୋଦ୍ଧା ପ୍ରଦାନ କରିଛନ୍ତି ପ୍ଲାଜମା ଥେରାପି । ସୂଚନା ଅନୁଯାୟୀ, କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ, ରାଉରକେଲା ଆଇଜିଏଚ୍‌, ବୁର୍ଲା ଭିମସାର୍‌, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌,…

‘ପ୍ଲାଜମା ଥେରାପି ଓ ରେମଡିସିଭର ଚିକିତ୍ସା ବନ୍ଦ ହେବନି’

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପ୍ଲାଜମା ଥେରାପି ଏବଂ ରେମଡିସିଭର ଚିକିତ୍ସା ବନ୍ଦ ହେବନି । ଯେପର୍ଯ୍ୟନ୍ତ ଆଇସିଏମଆର ଲିଖିତ ଭାବେ ଜଣାଇନାହିଁ , ସେଯାଏଁ ରାଜ୍ୟସରକାର ଚିକିତ୍ସା ଜାରି ରଖିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।…

ଏଥର ବିନା ଦର୍ଶକରେ ରାବଣ ପୋଡି

ଭୁବନେଶ୍ୱର: କରୋନା ପାଇଁ ଚଳିତ ବର୍ଷ ଫିକା ପଡିବ ଦଶହରା । ଏଥିସହ ବିନା ଦର୍ଶକରେ ହେବ ରାବଣ ପୋଡି । ଘରେ ବସି ଫେସ୍‌ବୁକ୍ ଓ ୟୁଟ୍ୟୁବରେ ଲାଇଭ ଦେଖିବେ ଦର୍ଶକ । କଟକରେ ପ୍ରଶାସନର ଅନୁମତି କ୍ରମେ ରାବଣ ପୋଡି ଉତ୍ସବକୁ ଅନୁମତି ମିଳିଛି । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତଥର ଏଠାରେ ବିନା…

କାଲି ୧୨ ଶହ ଛୁଇଁବ ରାଜ୍ୟରେ କରୋନା ଡେଥ୍ କେସ୍, ୨୪ ଘଣ୍ଟାରେ ୧୫ ମୃତ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨ ଶହ ଛୁଇଁବ । ଗତ ୨୪ ଘଣ୍ଟାରେ ଆଉ ୧୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୮ଟି ଜିଲ୍ଲାର ସଂକ୍ରମିତ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୧ ଶହ ୯୬କୁ ବୃଦ୍ଧି ପାଇଛି । Regret to…