Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କାଲି ଦେଶରେ ଲକ୍ଷେ ଟପିବ କରୋନା ମୃତ୍ୟୁସଂଖ୍ୟା, ଜାଣନ୍ତୁ ୨୪ ଘଣ୍ଟାର କୋଭିଡ୍ ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଲକ୍ଷେ ଟପିବ କରୋନା ଡେଥ୍ କେସ୍ । ୯୯ ହଜାର ପାର କରିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ହଜାରେ ୯୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସାରା ଦେଶରେ କରୋନା ନେଲାଣି ୯୯ ହଜାର ୭୭୩ ଜୀବନ । ସେହିପରି ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୪…

ଆଜି ଅନ୍ତର୍ଜାତୀୟ ଅହିଂସା ଦିବସ; ଜାଣନ୍ତୁ କଣ ରହିଛି ଏହାର ଉଦ୍ଦେଶ୍ୟ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ବା ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୁଏ। ମହାତ୍ମା ଗାନ୍ଧୀ ୨ ଅକ୍ଟୋବର ୧୮୬୯ରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟିଶମାନଙ୍କ…

କୋଭିଡ୍ ଟେଷ୍ଟ କରାଇଲେ ଡୋନାଲ୍ଟ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ, ରିପୋର୍ଟକୁ ଅପେକ୍ଷା

ଓ୍ୱାଶିଂଟନ୍: କୋଭିଡ୍ ଟେଷ୍ଟ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ରିପୋର୍ଟକୁ ଏବେ ସେମାନେ ଅପେକ୍ଷା କରିଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କର ଜଣେ ଘନିଷ୍ଠ ପରାମର୍ଶଦାତା ହୋପ୍…

ପ୍ରଦର୍ଶିତ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଓଡିଶାରେ ଗାନ୍ଧିଜୀ’

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଛି ଶୁକ୍ରବାର ଦିନ । ଏହି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏକ ପ୍ରାମାଣିକ ଫିଲ୍ମ ପ୍ରଦର୍ଶିତ କରାଯିବ । ସୂଚନାନୁଯାୟୀ, ଆଜି ଦିନ ୧୦ଟା ବେଳେ…

ରାଜ୍ୟରୁ ସୁସ୍ଥ ହେଲେ ୪୩୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧାରୁ ୭୭୦, କଟକରୁ ୫୫୮, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୨୩୩ ଜଣ ଲେଖାଏଁ, ଯାଜପୁରରୁ…

ଗଞ୍ଜାମରେ କଣ୍ଢେଇ ନାଚ ମାଧ୍ୟମରେ କୋଭିଡ ସତର୍କ ବାର୍ତ୍ତା

ଗଞ୍ଜାମ: ନୃତ୍ୟ ଏବଂ ସଙ୍ଗୀତର ମାଧୁର୍ଯ୍ୟତା ଅନେକ ରହିଛି । ଏହାର ପ୍ରଭାବ ଲୋକ ମାନଙ୍କ ଉପରେ ଅନେକ ମାତ୍ରାରେ ପଡିଥାଏ । ସେପ୍ଟେମ୍ବର ୨୪ ରୁ -ଅକ୍ଟୋବର ୧ ଯାଏଁ ଗଞ୍ଜାମରେ କୋଭିଡ ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ତାହାର ଶେଷ ଦିନ। ତେବେ କୋଭିଡ ସପ୍ତାହର ଶେଷ ଦିନରେ ଗଞ୍ଜାମ ଜିଲ୍ଲାର…

ଭୁବନେଶ୍ୱରରେ ୨୨ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୩୪୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

କାହିଁକି ‘ସନ୍ ଡେ ଇଜ୍ ଏ ହୋଲି ଡେ’ ? କଣ ରହିଛି ଏହା ପଛର କାରଣ ଜାଣନ୍ତୁ

ନୂଆଦିଲ୍ଲୀ: କାହିଁକି ରବିବାର ଦିନକୁ ଛୁଟିଦିନରେ ଗଣାଯାଏ? ସାଧାରଣତଃ ରବିବାର ଦିନଟିକୁ ଲୋକେ ନିଜ ଘରେ ବସି ଆରାମ କରିବାକୁ ପସନ୍ଦ କରନ୍ତି। ତେବେ ଏହା ସମ୍ଭବ ହୋଇପାରିଛି ଅନେକ ଲୋକଙ୍କ କଠିନ ସଂଘର୍ଷ ଫଳରେ। ତେବେ ରବିବାର ଦିନକୁ ସାପ୍ତାହିକ ଛୁଟି କରିବାର ସମସ୍ତ ଶ୍ରେୟ ମେଘାଜୀ…

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ; କେବଳ ରାତ୍ରୀଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଅନୁମତି

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ହେଲେ ସମସ୍ତ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏବେ କେବଳ ନେଚର କ୍ୟାମ୍ପରେ ରାତ୍ରୀଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୫୦ ପାର୍‌, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଜଣଙ୍କ ପ୍ରାଣ ନେଉଛି କିଲର ଭାଇରାସ କରୋନା । ଆଜି ପୁଣି କରୋନରେ ଆଉ ୧୭ ଜଣ ଆଖି ବୁୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୯ରେ ପହଂଚିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪…