Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡିଶାରେ ୨ ଲକ୍ଷ ଟପିଲା କରୋନା ସଂକ୍ରମଣ; ଆଜି ୪୨୦୮ ପଜିଟିଭ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୦୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୦୧ ହଜାର ୦୯୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ କରୋନା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ସଙ୍ଗରୋଧରେ ରହିବା ସହିତ ଲକ୍ଷଣ ଦେଖାଗଲେ କୋଭିଡ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।…

ଦେଶରେ ୫୮ ଲକ୍ଷ ଟପିଲା କୋଭିଡ ପଜିଟିଭଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଡେଇଁଲା ୯୨ ହଜାର

ନୂଆଦିଲ୍ଲୀ: ବେଲଗାମ କରୋନା ଦେଶରେ ଅସମ୍ଭାଳ କରୋନା ସ୍ଥିତି । ପ୍ରତିଦିନ ଚିହ୍ନଟ ହେଉଛନ୍ତି ପାଖାପାଖି ଲକ୍ଷେ ସଂକ୍ରମିତ । ୧୦୦୦ ଉପରେ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି । ବେଳକୁ ବେଳ ଏହା ନିଜର କରାଳ ରୂପ ନେଇ ଚାଲିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବ୍ରଜରାଜନଗର ପୂର୍ବତନ ବିଜେପି ବିଧାୟିକା କୋଭିଡ ପଜିଟିଭ ଚିହ୍ନଟ

ଝାରସୁଗୁଡା: ବ୍ରଜରାଜନଗର ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ଫେସବୁକ ପୋଷ୍ଟ ଜରିଆରେ ରାଧାରାଣୀ ପଣ୍ଡା ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, " ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛି । ବର୍ତ୍ତମାନ ମୁଁ ଘରେ ଆଇସୋଲେସନ ରେ…

ଆଜିଠୁ ଏହି ଜିଲ୍ଲାର ରାସ୍ତାକଡ଼ରେ ୧୫ ଦିନ ମିଳିବନି ଫାଷ୍ଟଫୁଡ୍

ଝାରସୁଗୁଡ଼ା: କରୋନା ସଂକ୍ରମଣ ରୋକିବାକୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ । ଆଜିଠୁ ୧୫ ଦିନ ଜିଲ୍ଲାରେ ବନ୍ଦ ରହିବ ରାସ୍ତାକଡ଼ରେ ଫାଷ୍ଟଫୁଡ୍ ଦୋକାନ । ଏଥିପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଦୋକାନୀଙ୍କୁ ଜିଲ୍ଲା…

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି. ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

ଚେନ୍ନାଇ: କୋଭିଡ ୧୯ ସଂକ୍ରମିତ ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ପି ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିବା ଜଣାପଡିଛି । ଆଜି ସେ ଚିକିତ୍ସିତ ହେଉଥିବା ଏମଜିଏମ୍ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ବୁଲେଟିନରେ ସୂଚନା ଦିଆଯାଇଛି । ତାଙ୍କ ଅବସ୍ଥାରେ ସୁଧାର ଆସୁ ନ ଥିବା ବେଳେ ତାଙ୍କୁ…

ଆଜି ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥତା ହାର ୮୧%

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ୪ ହଜାର ଉପରେ ସଂକ୍ରମିତ ଚହ୍ନଟ ହୋଇଥିବା ବେଳେ ପାଖାପାଖି ୪ ହଜାର ଆକ୍ରାନ୍ତ ସୁସ୍ଥ ବି ହୋଇଛନ୍ତି । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୩ ହଜାର ୭୭୯ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୨୭, ପୁରୀରୁ…

ହୋମ୍ ଆଇସୋଲେସନରେ ରହିପାରିବେ କରୋନା ସଂକ୍ରମିତ ଡାଇବେଟିସ୍ ରୋଗୀ: ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏପରିକି ଜଟିଳ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ମାନେ କରୋନାରେ ସଂକ୍ରମିତ ହେଲେ ଅବସ୍ଥା ଗମ୍ଭୀର ମଧ୍ୟ ହୋଇପାରେ । ଏଭଳି ସମୟରେ ମଧୁମେହ ରୋଗୀଙ୍କୁ କରୋନା ହେଲେ ବ୍ୟକ୍ତି ବିଶେଷ କିଭଳି ନିଜର ଯତ୍ନ ନେବେ, ସେ…

କରୋନା ସଂକ୍ରମଣର ମୁକାବିଲା ଲାଗି ବ୍ୟବସାୟୀ ଓ ପୋଲିସ କମିଶନରଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର : ଗତ କିଛି ଦିନ ଧରି ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୋକାନ ବଜାର ଖୋଲିବା ନେଇ କଟକଣା ହଟିବା ପରେ ଏବେ ବହୁ ସ୍ଥାନରେ ଲୋକେ ସାମାଜିକ ଦୂରତ୍ୱ ଓ ଏପରିକି ମାସ୍କ ପିନ୍ଧିବା ନେଇ ସଚେତନତା ହେଉ ନ ଥିବା ନଜରକୁ ଆସୁଛି । ଏଥି ପାଇଁ ଆଜି ପୋଲିସ କମିଶନର…

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ; ଭୁବନେଶ୍ୱରରେ ଆଜି ୩୪୯ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆକ୍ରାନ୍ତଙ୍କ ମଧ୍ୟରେ ୧୨୦ କ୍ୱାରେଣ୍ଟାଇନ୍ ଏବଂ…